Sura Routray କହିଲେ ‘ମଲ୍ଲି ଫୁଲିଆ ଲୋକଟା ଗୋପାଳ, ଗୁଳି କଲାଦିନୁଁ ସେ ହସୁଛି, ସେ ଭାବୁଛି କି ମୁଁ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗୋପାଳଟା ହସକୁରିଆ ଲୋକଟା । ତେବେ ଏପରି କିଛି ମନ୍ତବ୍ୟ କଙ୍ଗ୍ରେଶ ଦଳର ବିଧାୟକ ସୁର ରାଉତ କହିଛନ୍ତି । ତେବେ ବିଧାୟକ ସୁର ରାଉତ ନିଜର ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚାର ପରିସରକୁ ଆସିଥାନ୍ତି । ତେବେ ପ୍ରତ୍ଯେକଟି ମାମଲାରେ କିଛି ନା କିଛି ନିଜସ୍ୱ ପ୍ରତିକ୍ରିୟା ରଖିଥାନ୍ତି ବିଧାୟକ ସୁର ରାଉତ । ତେବେ ସୁର ରାଉତଙ୍କ କହିବ ଆଧାରରେ ଏତେ ସବୁ କିଛି ହେଇଗଲା ପରେ ବି ଗୋପାଳ ହସୁଛି ।

କୌଣସି ପ୍ରକାର ଡର କି ଭୟ ଟା’ ମନରେ ନାହିଁ । ତେବେ ସୁର ରାଉତ କହିଛୁଛନ୍ତି ଗୋପାଳ ପ୍ରତ୍ଯେକଟି କଥାରେ ହସିବାର କାରଣଟି ହେଉଛି । ଗୋପାଳ ଜଣେ ହସକୁରିଆ ତଥା ମଲ୍ଲିଫୁଲିଆ ଲୋକଟି ହୋଇଥିବାରୁ ପ୍ରତ୍ଯେକଟି କଥାରେ ହସି ଦେଉଛି । ଗୋପାଳର ନିରୀହ ମୁହଁକୁ ଯିଏ ଦେଖିବ । ସେ କିଛି ମଧ୍ୟ ବୁଝିପାରିବ ନାହିଁ । ହେଲେ ସେହି ନିରୀହ ମୁହଁର ଭିତରେ ଏତେ ବଡ ସୈତାନି ବୁଦ୍ଧି ରହିଛି ।

ଏତେ ବଡ କ୍ଯାବିନେଟ ମନ୍ତ୍ରୀଙ୍କୁ gulee mada କରିବାକୁ ସାହସ କରିଦେଲା । ହେଲେ ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ guleemada କରିଛି ବୋଲି ତାହାକୁ ଅଭିଯୁକ୍ତ ଭାବରେ ରଖା ଯାଇଛି । ହେଲେ ମନ୍ତ୍ରୀଙ୍କୁ ମରଆ ଯାଇଥିବା gulee ତ ଏବେ ପର୍ଯ୍ୟନ୍ତ ମିଳିପାରିନାହିଁ । ତେବେ ବିଧାୟକ ସୁର ରାଉତ ଏଠାରେ କହିଛନ୍ତି ।

ଗୋପାଳ ହିଁ ମନ୍ତ୍ରୀ ନବ ଦାସଙ୍କୁ ମ-ଆରିଛି ତାହା ସଠିକ ଭାବରେ ତ କହିହେବ ନାହିଁ । ତାହା ତ କେବଳ ସଠିକ ତଦନ୍ତ ପରେ ହିଁ ଜଣା ପଡିବ । guleemada କରିଲା ପରେ ବି କୌଣସି ପ୍ରକାର ମନରେ ଭୟ ନରଖି ପୁରା ନିର୍ବିକାର ହୋଇ ରହୁଛି । ଯେତେବେଳେ ପାଉଛି ହସି ପକାଉଛି ।

ନାର୍କୋ ଟେଷ୍ଟ ପାଇଁ ବିମାନରେ ଗୁଜୁରାଟ ଯିବା ସମୟରେ ମଧ୍ୟ ଲୋକଙ୍କୁ ଦେଖି ହସି ହସି କହୁଛି । ନବ ଦାସ ମରିଯାଇଛି । ତେବେ ଗୋପାଳ ମୁହଁରୁ ସବୁ କିଛି ସତ କଥା ବାହାର କରିବା ପାଇଁ ପ୍ରପର ଇନକ୍ଵାରୀ କରିଲେ ହିଁ ତଥ୍ୟ ସାମ୍ନାକୁ ଆସିବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *