ସୁର ଭାଇଙ୍କ ଧର୍ମପତ୍ନୀଙ୍କ ସୁରଙ୍କ ପ୍ରତି ଅନାବିଳ ପ୍ରେମ, ହାତରେ କରିଛନ୍ତି ସୁର ଭାଇଙ୍କ ନାମର ଟାଟୁ, ମିଡିଆ ଆଗରେ ଯାହା କହିଲେ, ହେଉଛି ଭାଇରାଲ: ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୁର ଭାଇ ନିଜ କଡା କଥା ପାଇଁ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଚର୍ଚାରେ ରୁହନ୍ତି । ସୁର ଭାଇ କୌଣସି ହସ୍ତୀଙ୍କୁ ଭୟ କରନ୍ତି ନାହିଁ ।

ସବୁବେଳେ ସେ ଠିକ ଓ ସତ କଥା କହି ଲୋକ ମାନଙ୍କ ମନକୁ କିଣି ଦିଅନ୍ତୁ । ବନ୍ଧୁଗଣ ଆମ ଓଡିଶାରେ ସୁର ଭାଇଙ୍କ ଫ୍ୟାନ ଫାଲୋଇଙ୍ଗ ମଧ୍ୟ ବହୁତ ଅଧିକ ରହିଛି । ଗତ କାଲି ସୁର ଭାଇଙ୍କ ଜନ୍ମ ଦିନ ପାଳନ କରଯାଇଥିଲା । ତାଙ୍କ ଜନ୍ମ ଦିନ ଅବସରରେ କେତେକ ବଡ ବଡ ରାଜନୀତିଜ୍ଞ ମାନେ ଯୋଗ ଦେଇଥିଲେ ଓ ସୁର ଭାଇଙ୍କୁ ସୁବେଚ୍ଚା ଜଣାଇଅଥିଲେ ।

ଗତ କାଲି ସୁର ଭାଇଙ୍କ ପତ୍ନୀ ମଧ୍ୟ ତାଙ୍କ ଜନ୍ମ ଦିନରେ ଉପସ୍ଥିତ ଥିଲେ । ସୁର ଭାଇଙ୍କ ପତ୍ନୀ ନିଜ ସ୍ଵାମୀଙ୍କ ବିଷୟରେ ଏପରି କିଛି କଥା କହିଛନ୍ତି ଯାହା ସେ କେବେବି କହିନଥିଲେ । ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ସୁର ଭାଇଙ୍କ ପତ୍ନୀଙ୍କ ନାମ ହେଉଛି ମାଳତି ଦେବୀ । ନିଜ ସ୍ଵାମୀଙ୍କ ଜନ୍ମ ଦିନରେ ମାଳତି ଦେବୀ କହିଛନ୍ତି-‘ଆଜି ମୁ ବହୁତ ଖୁସି ଅଛି, ତମର ସେ ହେଉଛନ୍ତି ଭାଇ ଆଉ ମୋର ସ୍ଵାମୀ । ମୁ ତାଙ୍କୁ ପାଇଥିବାରୁ ମୋ ଜୀବନକୁ ଧନ୍ୟବାଦ ଜଣାଉଛି । ମୋତେ ସେ ଘରର ସମସ୍ତ ଦାଇତ୍ଵ ଦେଇଛନ୍ତି ଓ ସେ ରାଜନୀତିରେ ଅଧିକ ସମୟ ଦେଉଛନ୍ତି’ ।

ଆଗକୁ ମାଳତି ଦେବୀ କହିଲେ-‘ ସେ ଦିନ ସାରା ନିଜ କାମରେ ଯିବେ ରାତି ୧ ହେଉ ବା ୨ଟା ହେଉ ସେ ଘରକୁ ଆସିବେ । ସେ ବହୁତ ଲୋକଙ୍କ ସହ ମିଶୁ ଛନ୍ତି ଏହି କରୋନା ସମୟରେ ମୁ ତାଙ୍କୁ ମାସ୍କ ପିନ୍ଧିବା ପାଇଁ ବାଧ୍ୟ କରାଉଛି । ସେ ସମାଜ ସେବା କରିବା ସହ ନିଜ ଧ୍ୟାନ ରଖିବା ମଧ୍ୟ ଉଚିତ’ ।

ବନ୍ଧୁଗଣ ସୁର ଭାଇଙ୍କ ଜନ୍ମ ଦିନ ଅବସରରେ ତାଙ୍କ ଧର୍ମ ପତ୍ନୀ ତାଙ୍କ ପାଇଁ ଏକ ସ୍ପେଶିଆଲ ସର୍ପରାଇଜ ରଖିଛନ୍ତି । ସେ ଜନ୍ମ ଦିନର ପୂର୍ବ ଦିନ ନିଜ ହାତରେ ଏକ ଟାଟୁ କରିଛନ୍ତି । ସେହି ଟାଟୁରେ ଲେଖା ହୋଇଛି ‘ସୁର ଲଭସ ଏମ’ । ସେ ସଖାଳ ସମୟରେ ତାଙ୍କ ସ୍ଵାମୀଙ୍କୁ ସେହି ଟାଟୁଟି ଦେଖାଇଥିଲେ ।


ସୁର ଭାଇ ଏହାକୁ ଦେଖି ବହୁତ ଖୁସି ହୋଇଥିଲେ ଓ ନିଜ ପତ୍ନୀଙ୍କ ମୁଣ୍ଡ ଉପରେ ହାତ ରଖିଥିଲେ । ଜନ୍ମ ଦିନ ଅବସରରେ ମାଳତି ଦେବୀ ‘ଆଇ ଲଭ ୟୁ ସୁର ବାବୁ’ କହି ନିଜ ସ୍ଵାମୀଙ୍କ ପ୍ରତି ଥିବା ପ୍ରେମର ପଦର୍ଶନ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସୁର ଭାଇ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *