କୁନି ପିଲାଟିକୁ ପେଟରେ ବାନ୍ଧି ଶିକ୍ଷକ ଜଣକ ଆସୁଥିଲେ ସ୍କୁଲ, ସତ ସାମ୍ନାକୁ ଆସିଲା ତ ସମସ୍ତଙ୍କ ଆଖିରେ ଲୁହ ଆସିଗଲା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଶିକ୍ଷକ କିମ୍ବା ଗୁରୁ ହେଉଛନ୍ତି ଆମର ସବୁଠାରୁ ବଡ଼ ଶକ୍ତି । ବାପା ମାଆ ପରେ ଯଦି କେହି ଆମ ଭଲ ଚିନ୍ତା କରନ୍ତି କିମ୍ବା ଆମକୁ ସଠିକ ମାର୍ଗ ଦେଖାନ୍ତି ତେବେ ସେ ହେଉଛନ୍ତି ଗୁରୁ । ତେବେ ଆଜି କାଲି କିଛି ଗୁରୁ ଏମିତି ବି ଅଛନ୍ତି ଯେଉଁମାନେ ଶିକ୍ଷା କୁ କେବଳ ଗୋଟିଏ ଧନ୍ଦା କରି ଦେଇଛନ୍ତି କେବଳ ପଇସା ପାଇଁ ହିଁ ସେ ପିଲାଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି ତେବେ ସବୁ ଶିକ୍ଷକ ସେହିଭଳି ନଥାନ୍ତି କିଛି ଗୁରୁ ଏଭଳି ଥାଆନ୍ତି ଯାହାଙ୍କ ବିଷୟ ରେ ଜାଣିବା ପରେ ଗୁରୁଙ୍କ ପାଇଁ ସମ୍ମାନ ବଢିଯିବ ।

ତେବେ ଆସନ୍ତୁ ସେହିଭଳି କିଛି ମହାନ ଗୁରୁଙ୍କ ବିଷୟରେ ଜାଣିନେବା । ୧- ପ୍ରଥମରେ ହେଉଛନ୍ତି ଏକ ଭା-ଇ-ରା-ଲ ଫୋଟୋ ଯେଉଁଥିରେ ଜଣେ ଶିକ୍ଷକ କ୍ଳାସ ରେ ପଢ଼ାଉଥିବା ସମୟରେ ନିଜ କୋଳରେ ଏକ ନବଜାତ ଶିଶୁ କୁ ଧରି ରଖିଛନ୍ତି ।

ତେବେ ଏହି ଫୋଟୋ ପଛର କାହାଣୀ ହେଉଛି କି ଏହି ଶିକ୍ଷକ ଙ୍କ ସ୍ତ୍ରୀ ଗ-ର୍ଭ-ବ-ତୀ ଥିଲେ କିନ୍ତୁ ଡେ-ଲି-ବ-ରୀ ସମୟରେ ତାଙ୍କ ସ୍ତ୍ରୀ ଙ୍କ ମୃ-ତ୍ୟୁ ହୋଇଗଲା ଏବଂ ସେ ନିଜ ଗୁରୁ ଧର୍ମ ସହ ବର୍ତ୍ତମାନ ନିଜ ପିତା କର୍ତ୍ତବ୍ୟ କୁ ମଧ୍ୟ ଭଲ ଭାବରେ ନିଭାଉଛନ୍ତି ।

https://www.youtube.com/watch?v=De-DEw8NPPg

୨- ଦ୍ଵିତୀୟ ରେ ହେଉଛି ଅବଦୁଲ ମଲ୍ଲିକ । ତେବେ ଏ ହେଉଛନ୍ତି ଜଣେ ପ୍ରାଇମେରୀ ଶିକ୍ଷକ । ତେବେ ସେ ପିଲା ମାନଙ୍କୁ ପଢେଇବା ପାଇଁ ଏବଂ ସ୍କୁଲ ରେ ବିଳମ୍ବ ରେ ନ ପହଁଚିବା ପାଇଁ ସବୁଠାରୁ ଛୋଟ ରାସ୍ତା ଏକ ପୋଖରୀ କୁ ପାର କରି ଯାଉଛନ୍ତି ତାହା ଫୁଣି ପହଁରି । ତେବେ ଏଭଳି ଶିକ୍ଷକ ଙ୍କୁ ଆମର ସଲାମ ।

୩- ତୃତୀୟ ରେ ହେଉଛନ୍ତି ଲକ୍ଷନୌ ର ଆଦିତ୍ୟ କୁମାର । ତେବେ ସେ ସବୁଦିନ ସାଇକେଲ ରେ ୬୦ ରୁ ୬୫ କି.ମି ରାସ୍ତା ଅତିକ୍ରମ କରି ଗରିବ ପିଲା ମାନଂକୁ ପଢେଇବାକୁ ଯାଇଛନ୍ତି ଏବଂ ବଦଳରେ କିଛି ବି ପାଉ ନାହାଁନ୍ତି । ତେବେ ଏଭଳି ଶିକ୍ଷକଙ୍କ ପାଇଁ ସମ୍ମାନ ଆହୁରି ବଢ଼ି ଯାଉଛି । ତେବେ ଆଦିତ୍ୟ ଙ୍କୁ ସାଇକେଲ ଗୁରୁଜୀ ମଧ୍ୟ କୁହାଯାଏ ।

Leave a Reply

Your email address will not be published. Required fields are marked *