ଶିକ୍ଷକଙ୍କୁ ନ-ଗ୍ନ ଭିଡିଓ ଦେଖାଇ ହଜାର ହଜାର ଟଙ୍କା ଲୁଟିନେଲେ ସୁନ୍ଦରୀ ଯୁବତୀ

ବନ୍ଧୁଗଣ ବର୍ତ୍ତମାନର ସମୟରେ ଏପରି ସବୁ ମାମଲା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପଲଟୁଛି । ସାଧାରଣତଃ ଏହି ସବୁ ମାମଲା ଗୁଡିକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ସବୁ ମାମଲା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହିପରି ଏକ ଆଶ୍ଚର୍ଯ୍ୟ ଜନକ ମାମଲା ବିଷୟରେ କହିବାକୁ ଯାଉଛୁ ।

ଯେଉଁଠି ଏକ ସୁନ୍ଦରୀ ତରୁଣୀ ଶିକ୍ଷକଙ୍କୁ ନିଜ ଜାଲରେ ଫ-ସା-ଇ ଲୁ-ଟି ନେଇଛନ୍ତି ୩୦ ହଜାର ଟଙ୍କା । ବନ୍ଧୁଗଣ ଏହି ମାମଲାଟି ହେଉଛି ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଅଞ୍ଚଳର । ଶିକ୍ଷକ ଜଣକ ଏହି ମାମଲା ପାଇଁ ଭୁବନେଶ୍ଵର ଡିସିପି ଅଫିସ ଓ ସା-ଇ-ବ-ର ଥା-ନା-ରେ ଅଭିଯୋଗ କରିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ମାମଲା ବିଷୟରେ ।

ସୂଚନା ଅନୁଯାଇ ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଥିବା ଜଣେ ଶିକ୍ଷକ ସେହି ସ୍ଥାନରେ ଥିବା ଏକ ଘରୋଇ ସ୍କୁଲରେ ପାଠ ପଢାଉଥିଲେ । ଗତ କିଛି ଦିନ ତଳେ ତାଙ୍କ ଫେସବୁକ୍ ଆକାଉଣ୍ଟରେ ଏକ ସୁନ୍ଦରୀ ମହିଳାଙ୍କର ଫ୍ରେଣ୍ଡ ରିକ୍ଵେଷ୍ଟ ଆସିଥିଲା । ସୁନ୍ଦରୀ ମହିଳାଙ୍କ ସୁନ୍ଦରତାକୁ ଦେଖି ଶିକ୍ଷକ ଜଣକ ତାଙ୍କ ଫ୍ରେଣ୍ଡ ରିକ୍ଵେଷ୍ଟକୁ ଆକସେପ୍ଟ କରିଥିଲେ ।

ଏହା ପରେ ସୁନ୍ଦରୀ ଯୁବତୀ ଜଣକ ଶିକ୍ଷକଙ୍କୁ ମେସେଜ କରିବାକୁ ଲାଗିଲେ । କିଛି ଦିନ ପର୍ଯ୍ୟନ୍ତ ସେହି ଦୁଇଜଣ ପରସ୍ପର ସହ କଥାବାର୍ତ୍ତା ହୋଇଥିଲେ ଓ ପରେ ୱାଟସପ୍ ନମ୍ବର ଦିଆନିଆ ହୋଇଥିଲା । ଏହା ପରେ ଯୁବତୀ ଜଣକ ଶିକ୍ଷକଙ୍କୁ ନିଜର କିଛି ଅ-ଶୀ-ଳ ଫଟୋ ପଠାଇଥିଲେ ଓ ଶିକ୍ଷକଙ୍କୁ ଫଟୋ ଜରିଆରେ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଚେଷ୍ଟା କରିଥିଲେ ।

ଯାହା ଫଳରେ ଶିକ୍ଷକ ଜଣକ ସୁନ୍ଦରୀଙ୍କ ଅ-ଶୀ-ଳ ଫ-ଟୋ ଦେଖି ଅ-ଶୀ-ଳ ଚା-ଟି-ଙ୍ଗ କରିବାକୁ ଲାଗିଲେ । ଏହାପରେ ସୁନ୍ଦରୀ ମହିଳା ଜଣକ ଏକ ନ-ଗ-ନ ଭିଡିଓ କରି ଶିକ୍ଷକଙ୍କୁ ପଠାଇଥିଲେ ଓ ପରେ ଶିକ୍ଷକ ଜଣକ ମଧ୍ୟ ନିଜର ନ-ଗ-ନ ଭିଡିଓ କରି ଯୁବତୀଙ୍କୁ ପଠାଇଥିଲେ । ସୁନ୍ଦରୀ ଯୁବତୀ ଜଣକଙ୍କର ଉଦେଶ୍ୟ କିଛି ଅଲଗା ଥିଲା ।


କାରଣ ଯୁବତୀ ଜଣକ ଶିକ୍ଷକଙ୍କ ସବୁ ଚା-ଟି-ଙ୍ଗ ଓ ଭିଡିଓକୁ ଆସଖୀ ଆଗରେ ରଖି ଶିକ୍ଷକଙ୍କୁ ବ୍ଲା-କ-ମେ-ଲ କରିଥିଲେ ଏବଂ ଶିକ୍ଷକଙ୍କ ଠାରୁ ୩୦ ହଜାର ଟଙ୍କା ହ-ଡ-ପ କରିଦେଇଥିଲେ । ଟଙ୍କା ନେବା ପରେ ସୁନ୍ଦରୀଙ୍କ ମନ ଶାନ୍ତି ହୋଇନଥିଲା ତେଣୁ ସେ ପୁନର୍ବାର ଶିକ୍ଷକଙ୍କୁ ଟଙ୍କା ମାଗିଥିଲେ ଯାହାଫଳରେ ଶିକ୍ଷକ ଜଣକ ଅସହାୟ ହୋଇ ପୋ-ଲି-ସ ପାଖରେ ଅ-ଭି-ଯୋ-ଗ କରିଥିଲେ । ବର୍ତ୍ତମାନ ପୋଲିସ ଏହି ମାମଲାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *