ଓଲିଉଡ ର ଫେମସ କମେଡିଆନ Suman Moharana ଙ୍କ ପରିବାର ଓ ସମ୍ପତ୍ତି ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ 

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଆମ ଅଲିଉଡରେ ଅଧିକ ପ୍ରସିଦ୍ଧି ହାସଲ କରିଛନ୍ତି ହାସ୍ୟ କଳାକାର ବା କମେଡିଆନ ମାନେ । କାରଣ ସେମାନେ ନିଜର ସୁନ୍ଦର ଅଭିନୟକୁ ପଦର୍ଶନ କରି ଦର୍ଶକ ମାନଙ୍କର ଖୁବ ମନୋରଞ୍ଜୋନ କରିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଅଲିଉଡର ଜଣେ ପ୍ରସିଦ୍ଧ କମେଡିଆନଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କୁ ଆପଣ ମାନେ ସମସ୍ତେ ଜାଣିଛନ୍ତି ।

ବନ୍ଧୁଗଣ ସେହି କମେଡିଆନ ଜଣକ ହେଉଛନ୍ତି ସୁମନ ମହାରଣା। ସୁମନ ଆମ ଓଲିଉଡର ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ସୁମନଙ୍କୁ ତ ଜାଣିଛନ୍ତି ହେଲେ ଆପଣ ମାନେ କଣ ତାଙ୍କ ପରିବାର ଓ ତାଙ୍କ ସମ୍ପତ୍ତି ବିଷୟରେ ଜାଣିଛନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ସୁମନ ମହାରଣାଙ୍କ ସମ୍ପତ୍ତି ଓ ତାଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ସୁମନ ମହାରଣା ହେଉଛନ୍ତି ଜଣେ ଦୂରଦର୍ଶନ ଅଭିନେତା । ସେ ମୁଖ୍ଯତଃ ହାସ୍ୟ କଳାକାର ରୂପେ ପରିଚିତ ।

ସେ ନିଜ ଅଭିନୟ କାରିୟର ୨୦୦୪ ମସିହାରେ ଆସିଥିବା ଚଳଚିତ୍ର ‘କଣ୍ଢେଇ ଆଖିରେ ଲୁହ’ରେ ଆରମ୍ଭ କରିଥିଲେ । ବନ୍ଧୁଗଣ ଏହି ଫିଲ୍ମରେ ସେ ଜଣେ ଶିଶୁ କଳାକାରର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ । ଏହି ଫିଲ୍ମ ପାଇଁ ସେ ଶ୍ରେଷ୍ଠ ଶିଶୁ କଳାକାରର ପୁରସ୍କାର ପାଇଥିଲେ । ବନ୍ଧୁଗଣ ସୁମନ ଏକ ଗରିବ ପରିବାରରୁ ଆସିଥିଲେ । ସେ ଭୁବନେଶ୍ବରର ଏକ ବସ୍ତି ଅଞ୍ଚଳରେ ଜନ୍ମ ଗ୍ରହଣ କରିଥିଲେ ।

ତାଙ୍କର ଉଛତା ହେଉଛି ୪ ଫୁଟ ତେଣୁ ସେ ନିଜର ଅଧିକାଂଶ ଫିଲ୍ମରେ ବାମନ ଭୂମିକାରେ ନଜର ଆସିଛନ୍ତି । ବନ୍ଧୁଗଣ ସେ କଣ୍ଢେଇ ଆଖିରେ ଲୁହ, ଲକ୍ଷ୍ମୀ ପ୍ରତିମା, ପ୍ରିୟା ମୋ ଆସିବ ଫେରି, ମାୟା, ତୁ ମୋ ଆଖିର ତାରା, ଏ ମନ ମାନେନା ଓ ପହିଲି ରଜ ଆଦି ସୁପର ହିଟ ଫିଲ୍ମ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଫଟୋ ଜରିଆରେ ସୁମନଙ୍କ ଭଉଣୀ, ମା ଓ ତାଙ୍କ ପରିବାର ସଦସ୍ୟ ମାନଙ୍କୁ ଦେଖିପାରୁଥିବେ । ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ସୁମନଙ୍କ ସମ୍ପତ୍ତି ବିଷୟରେ ।

ବନ୍ଧୁଗଣ ସୁମନ ମହାରଣା ଗୋଟିଏ ଚଳଚିତ୍ରରେ ଅଭିନୟ କରିବା ପାଇଁ ୩ ରୁ ୪ ଲକ୍ଷ ଟଙ୍କା ନେଇଥାନ୍ତି । ଏହା ଛଡା ସେ ଏକ ଷ୍ଟେଜ ସୋରେ ଅଭିନୟ କରିବା ପାଇଁ ୩୦ ରୁ ୫୦ ହଜାର ଟଙ୍କା ନେଇଥାନ୍ତି । ଏହା ବ୍ଯତୀତ ସେ ଏକ ବିଜ୍ଞାପନ କରିବା ପାଇଁ ୧ ରୁ ୩ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ନେଇଥାନ୍ତି । ବନ୍ଧୁଗଣ ସୁମନଙ୍କର ଏକ ଆଲୀସନ ଘର ରହିବା ସହ ଦୁଇଟି କାର ରହିଛି । ବନ୍ଧୁଗଣ ରିପୋର୍ଟସ ମୁତାବକ ଜଣା ପଡିଛି ସୁମନଙ୍କର ମୋଟ ସମ୍ପତ୍ତି ହେଉଛି ୫୦ ରୁ ୬୦ ଲକ୍ଷ ଟଙ୍କା । ବନ୍ଧୁଗଣ ଆପଣ ମାନଙ୍କୁ ଯଦି ସୁମନଙ୍କର ଅଭିନୟ ଭଲ ଲାଗେ ତା ହେଲେ ଆପଣ ଆମ ପୋଷ୍ଟକୁ ଲାଇକ ଓ ସେୟାର କରିବାକୁ ଭୁଲିବେ ନାହିଁ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *