ସିରିଏଲ ରେ ସାଧା ସିଧା ସଂସ୍କାରୀ ନଜର ଆସୁଥିବା TV ର ଏହି 7 ଜଣ Actress ରିଅଲ ଲାଇଫ ରେ ଅଟନ୍ତି ବହୁତ ବୋଲ୍ଡ ଆଉ ଷ୍ଟାଇଲିସ, ଯାହାଙ୍କ ଆଗରେ ଫିକା ପଡି ଯାଆନ୍ତି Bollywood ର ନାମୀ ଦାମୀ ହିରୋଇନ

ଛୋଟ ପରଦାର ଟିଭି ସିରିଏଲରେ ଫ୍ୟାମିଲି ଡ୍ରାମା ଚାଲିଥାଏ । ସିଏ କେଉଁ ଶାଶୁ ବୋହୂଙ୍କ ସିରିଏଲ ହରୋର୍ ସିରିଏଲ କିମ୍ବା ଲଭ୍ ଷ୍ଟୋରି ସିରିଏଲ ହେଉ । ଏହି ସିରିଏଲରେ ବୋହୂର ଚରିତ୍ରୀରେ ଅଭିନୟ କରୁଥିବା ଅଭିନେତ୍ରୀ ମାନଙ୍କୁ ଆମେ ସେମିତି ଚିହ୍ନିଥାଉ ଯେଉଁ ରୂପରେ ତାଙ୍କୁ ସିରିଏଲରେ ଦେଖିଥାଉ ।

ସବୁବେଳେ ଶାଢ଼ୀ ପିନ୍ଧୁଥିବା ଅଭିନେତ୍ରୀମାନେ ତାଙ୍କ ବାସ୍ତବ ଜୀବନରେ ଗର୍ଜିଅସ ଓ ବହୁତ୍ ସୁନ୍ଦର୍ ଦେଖାଯାଉଛନ୍ତି । ଏମାନଙ୍କ ସୁନ୍ଦରତା ଆଗରେ ବଲିଉଡର ହିରୋଇନ୍ ସବୁ ପଛରେ ପଡିଯାନ୍ତି । ଆସନ୍ତୁ ଜାଣିବା ସେହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ପ୍ରଥମେ ମୋନି ରଏ

ମୋନି ରଏ ପ୍ରଥମେ କ୍ୟୁଁ କି ଶାସ ଭି କଭି ବୋହୂ ଥିରେ ଅଭିନୟ କରି ନିଜର କ୍ୟାରିଅର ଆରମ୍ଭ କରିଥିଲେ । ଏବେ ନାଗିନ ସିରିଏଲରେ ମୁଖ୍ୟ ଅଭିନେତ୍ରୀ ରୂପେ କାମ କରିଛନ୍ତି । ସେ ଏମିତି ଟିଭି ଅଭିନେତ୍ରୀମାନଙ୍କ ଭିତରୁ ଏମିତି ଗୋଟେ ଅଭିନେତ୍ରୀ ଅଟନ୍ତି, ଯିଏ ସର୍ଟ ଡ୍ରେସ୍ ଓ ବିକନି ପିନ୍ଧିବାକୁ କେବେବି ସରମ କରନ୍ତିନି, ଏହିସବୁ ଡ୍ରେସ୍ ପିନ୍ଧି ବହୁତ୍ ସୁନ୍ଦର ଦେଖାଯାଆନ୍ତି ।

ଦ୍ଵିତୀୟରେ ନିୟା ଶର୍ମା

ସେ ଏକ ହଜାରୋ ମେଁ ମେରି ବେହନା ହେ ସିରିଏଲରୁ ନିଜ କ୍ୟାରିଅର ଆରମ୍ଭ କରିଛନ୍ତି । ସେ ଏହି ସିରିଏଲରୁ କ୍ୟାନ୍ସର ପେସେଣ୍ଟର ଭୂମିକାରେ ଅଭିନୟ କରିଥିଲେ ଓ ନିଜ ବାଳ କାଟିଦେଇଥିଲେ । ଇନଷ୍ଟା ଗ୍ରାମରେ ତାଙ୍କ ଫୋଟୋ ଦେଖି ତାଙ୍କୁ ଇନଷ୍ଟା କୁଇନ କହିଲେ କିଛି ଅତୃପ୍ତି ହେବ ନାହିଁ । ଟିଭି ପରଦାରେ ତାଙ୍କ ବୋଲ୍ଡ ଅନ୍ଦାଜ ସମସ୍ତଙ୍କୁ ଭଲ ଲାଗେ ।

ତୃତୀୟରେ ସୋନାରିକା ଭଦୋରିଆ

ଟିଭି ପରଦାରେ ସୋନାରିକା ପାର୍ବତୀ ରୂପରେ ଅଭିନୟ କରିଛନ୍ତି । ସେ ଇନଷ୍ଟାଗ୍ରାମରେ ଫୋଟୋ ସେୟାର କରନ୍ତି । ସେ ଟିଭିରେ ବହୁତ ସଂସ୍କାରୀ ନଜର ଆସିଥାନ୍ତି ହେଲେ ସେ ରିୟଲ ଲାଇଫ ରେ ବହୁତ ଷ୍ଟାଇଲିସ ଆଉ ବୋଲ୍ଡ ଅଟନ୍ତି । ତାଙ୍କର ଫଟୋ ଗୁଡିକ ବହୁତ ଭାଇରାଲ ମଧ୍ୟ ହୋଇଥାଏ ।

ଚତୁର୍ଥରେ ମାହୀର୍ ୱାଜ୍- ସେ ‘ଲାଗି ତୁଝ୍ସେ ଲଗନ୍’ ସିରିଏଲରୁ ପ୍ରସିଦ୍ଧ ହୋଇଥିବା ଅଭିନେତ୍ରୀ ନିଜ ଫିଟନେସକୁ ନେଇ ଆକ୍ଟିଭ୍ ରହନ୍ତି । ତାଙ୍କ ସୁନ୍ଦର୍ ଫୋଟୋ ପୋଷ୍ଟ କରି ସେ ଚର୍ଚ୍ଚାରେ ଅଛନ୍ତି ।

ପଞ୍ଚମରେ ଜେନିଫର୍ ୱିଙ୍ଗେଟ- ଟିଭି ସିରିଏଲ ସରସ୍ୱତୀ ଚନ୍ଦ୍ରରେ ପ୍ରସିଦ୍ଧ ହୋଇଥିବା ଅଭିନେତ୍ରୀ ବିନ୍ଦାସ ଜୀବନ ବଞ୍ଚିଥାନ୍ତି । ସେ କରନ ସିଂ ଗ୍ରୋବରଙ୍କଠୁ ଅଲଗା ହେଲା ପରେ ତାଙ୍କ ଜୀବନରେ କୌଣସି ପ୍ରଭାବ ପଡିଲାନି । ତାଙ୍କ ଫୋଟୋ ଦେଖି ଲାଗେ ସେ ଏବେବି ବହୁତ୍ ବିନ୍ଦାସରେ ବଞ୍ଚୁଛନ୍ତି । ସେ ତାଙ୍କ ସୁନ୍ଦରତା ପାଇଁ ସମସ୍ତଙ୍କ ମନ ଜିତି ପାରିଛନ୍ତି ।

ଷଷ୍ଠରେ ଦୃଷ୍ଟି ଧାମୀ- ସେ ଜଣେ ଅଭିନେତ୍ରୀ ଅଟନ୍ତି, ତା ପରେ ସେ ଗୋଟେ ନୃତ୍ୟ କଳାକାର ଓ ମଡଲିଂ ଭଲ କରନ୍ତି । ଦୃଷ୍ଟି ମଧୁବାଲା ସିରିଏଲରୁ ଲୋକପ୍ରିୟ ହୋଇଥିଲେ । ସେ ତାଙ୍କ ନୃତ୍ୟ ଯୋଗୁଁ ଝଲକ ଦିଖଲା ଯା ସିଜନ୍ -6 ର ୱିନର ହୋଇ ସାରିଛନ୍ତି । ଇନଷ୍ଟାରେ ସେ ତାଙ୍କ ଷ୍ଟାଇଲିସ ଓ ସେକ୍ସି ଫଟୋ ସେଆର କରୁଛନ୍ତି ।

ଶେଷରେ କ୍ରିତିକା କାମରା- ଟିଭି ପରଦାରେ ଡକ୍ଟର ନିଧି ଚରିତ୍ରରେ ଅଭିନୟ କରି ପ୍ରସିଦ୍ଧ ହୋଇଥିବା ଅଭିନେତ୍ରି କ୍ରିତିକା ତାଙ୍କ ପ୍ରକୃତ ଜୀବନରେ ବହୁତ୍ ଷ୍ଟାଇଲିସ ଦେଖାଯାଆନ୍ତି । ଏବେ କିଛିଦିନ ତଳେ ତାଙ୍କ ଫଟୋରେ ଟପ୍ ଲେସ ପୋଜ ଦେଇଛନ୍ତି ।

ଆପଣ ମାନଙ୍କୁ ଏମାନଙ୍କ ମଧ୍ୟରୁ କିଏ ଅଧିକ ପସନ୍ଦ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ମନୋରଞ୍ଜନ ଦୁନିଆର ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *