ନିଜ ଠାରୁ 12 ବର୍ଷ ସାନ ଏହି ଝିଅର ପ୍ରେମରେ ପାଗଳ ଥିଲେ Amitabh Bachhan, ନାମ ଶୁଣିଲେ ଚମକି ପଡିବେ ଆପଣ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡର ଏହି କଳାକାର ମାନେ କୌଣସି ନା କୌଣସି କାରଣ ହେତୁ ସବୁବେଳେ ଚର୍ଚାରେ ରୁହନ୍ତି । ହେଲେ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ସେ ବଲିଉଡରେ ନିଜର ଏକ ପରିଚୟ ସ୍ଥାପନ କରିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ବଲିଉଡର ଦିଗଜ ଅଭିନେତା ଅମିତାବ ବଚନ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଅଭିନେତା ଅମିତାବ ବଚନଙ୍କର ବହୁତ ଫିଲ୍ମ ଦେଖିଥିବେ । ଅମିତାବ ବଲିଉଡ ଇଣ୍ଡଷ୍ଟ୍ରିକୁ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ଅମିତାବ ନିଜ କଷ୍ଟ ଓ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ମନକୁ ଜିତି ପାରିଛନ୍ତି । ଦର୍ଶକ ମାନେ ଅମିତାବଙ୍କ ଅଭିନୟ ଓ ଷ୍ଟାଇଲକୁ ଦେଖିବା ପାଇଁ ବହୁତ ଅଧିକ ପସନ୍ଦ କରନ୍ତି ।

ହେଲେ ବନ୍ଧୁଗଣ ଆପଣ ମାନେ କଣ ଅମିତବ ବଚନଙ୍କ ଅଫେୟାର ବିଷୟରେ ଜାଣିଛନ୍ତି । ୯୦ଦଶକରେ ଅମିତାଭଙ୍କର ଅଫେୟାର ବହୁତ ଅଭିନେତ୍ରୀଙ୍କ ସହ ରହିଥିଲା ହେଲେ ସେହି ସମୟରେ ଅମିତାଭ ଏପରି ଏକ ଅଭିନେତ୍ରୀକୁ ପ୍ରେମ କରୁଥିଲେ ଯାହାର ଚର୍ଚା ସବୁ ସ୍ଥାନରେ ହେଉଥିଲା । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ଅଭିନେତ୍ରୀ ଓ ତାଙ୍କର ଅଫେୟାର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ସେହି ସମୟରେ ଅମିତାଭ ବଲିଉଡର ଦିଗଜ ଅଭିନେତ୍ରୀ ରେଖାଙ୍କୁ ପ୍ରେମ କରୁଥିଲେ । ସେହି ସମୟରେ ଏହି ଦୁଇଜଣକ ପ୍ରେମ ସମ୍ପର୍କ ସଂପୂର୍ଣ୍ଣ ବଲିଉଡରେ ଚର୍ଚା ହେଉଥିଲା । ବନ୍ଧୁଗଣ ଅମିତାଭ ବଚନ ଅଭିନେତ୍ରୀ ରେଖାଙ୍କ ଠାରୁ ୧୨ ବର୍ଷ ବଡ ଅଛନ୍ତି । ଏହି ଦୁଇଜଣ ପ୍ରଥମେ ଫିଲ୍ମ ‘ଦୋ ଅଞ୍ଜାନେ’ରେ ପରସ୍ପର ସହ ସାକ୍ଷାତ କରିଥିଲେ ।


ଏହି ଫିଲ୍ମରେ କାମ କରିବା ସମୟରେ ଏହି ଦୁଇଜଣ ପରସ୍ପର ସହ ବହୁତ କ୍ଳୋଜ ଆସିଯାଇଥିଲେ ଓ କିଛି ସମୟ ପରେ ଏମାନେ ପରସ୍ପରକୁ ପ୍ରେମ କରି ବସିଲେ । ଏହା ପରେ ଏହି ଦୁଇଜଣ ପରସ୍ପରକୁ ବହୁତ ବର୍ଷ ପର୍ଯ୍ୟନ୍ତ ଡେଟ କରିଲେ ଓ ରିଲେସନରେ ରହିଥିଲେ । ସେହି ସମୟରେ ଏହି ଦୁଇଜଣଙ୍କ ଯୋଡିକୁ ମଧ୍ୟ ଲୋକମାନେ ବହୁତ ଅଧିକ ପସନ୍ଦ କରିଥିଲେ ।


ହେଲେ ବନ୍ଧୁଗଣ ଏମାନଙ୍କ ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ରହିନଥିଲା । କାରଣ ଅମିତାବ ବଚନ ବଲିଉଡ ଅଭିନେତ୍ରୀ ଜୟା ବଚନଙ୍କ ସହ ବିବାହ କରିଥିଲେ, ଯାହାଫଳରେ ରେଖା ଅମିତାବଙ୍କ ଠାରୁ ଦୂରେଇ ଗଲେ । ରେଖା ତାଙ୍କର ବହୁତ ଇଣ୍ଟର୍ବ୍ୟୁରେ ନିଜ ରିଲେସନସିପ ବିଷୟରେ କହିଛନ୍ତି । ଯଦି ବନ୍ଧୁଗଣ ଆପଣ ମାନଙ୍କୁ ଅମିତାବ ଓ ରେଖାଙ୍କ ଯୋଡିକୁ ପସନ୍ଦ ଆସିଥାଏ, ତା ହେଲେ ଆମ ଚ୍ଯାନେଲକୁ ଲାଇକ ଓ ସେୟାର କରିବାକୁ ଭୁଲିବେ ନାହିଁ ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହା କେମିତି ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡ ର ସମସ୍ତ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *