ବନ୍ଧୁଗଣ ଆଜି କାଲିର ଦୁନିଆରେ ଏପରି ସବୁ ଘଟଣା ସାମ୍ନାକୁ ଆସୁଛି ଯାହା ବିଷୟରେ କଳ୍ପନା କରିବା ଅତ୍ୟନ୍ତ କଷ୍ଟକର । ଏହି କରୋନା ମହାମାରୀ ସମୟରେ ଦେଶର ଅବସ୍ଥା ବହୁତ ଜଟିଳ ଅଛି । ସୋ-ସି-ଆ-ଲ ମି-ଡି-ଆ-ରେ ଏପରି ସବୁ ଘଟଣା ସାମ୍ନାକୁ ଆସୁଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଗତ କିଛି ଦିନ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଫଟୋ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି ।
ଏହି ଫଟୋରେ ଜଣେ ବ୍ୟକ୍ତି ରାସ୍ତା କଡରେ ନିଜ କିଡ୍ନି ବିକିବା ପାଇଁ ଛିଡା ହେଇଥିବାର ନଜର ଆସୁଛି । ତା ହେଲେ ବନ୍ଧୁଗଣ ଏହି ଫଟୋ ପଛରେ ଥିବା ରହସ୍ୟ କଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ଏହି ଘଟଣାଟି ବିହାରର ରାଜଧାନୀ ପାଟଣାରେ ଘଟିଛି । ଏହି ସ୍ଥାନରେ ଜଣେ ବ୍ୟକ୍ତି ପୋଷ୍ଟର ଲଗାଇ ନିଜ କିଡ୍ନି ବିକିବା ପାଇଁ ଛିଡା ହୋଇଥିବାର ଦୃଶ୍ୟ ଏବେ ଲୋକ ମାନଙ୍କ ସାମ୍ନାକୁ ଆସିଛି ।
ଯୁବକ ଜଣକ ‘କିଡ୍ନି ନିଅ କିଡ୍ନି ନିଅ’ ବୋଲି ଡାକ ମଧ୍ୟ ଛାଡୁ ଛନ୍ତି । ଏହି ଦୃଶ୍ୟ ଦେଖି ସେଠାକାର ଲୋକ ମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତେବେ ତାଙ୍କର ଏହି ଅବସ୍ଥା ପାଇଁ ଶଶୁର ଘର ଲୋକଙ୍କ ଦାୟୀ କରିଛନ୍ତି ଯୁବକ । ପାଟଣାର ସଞ୍ଜୀବ କୁମାରଙ୍କ ସ୍ତ୍ରୀ ଗତ ପାଞ୍ଚ ବର୍ଷ ଧରି ତାଙ୍କ ଶଶୁର ଘରେ ଅଛନ୍ତି ଓ ଘରକୁ ଫେରୁ ନାହାନ୍ତି । ସ୍ତ୍ରୀର ଫେରିବା ବାଟକୁ ଅପେକ୍ଷା କରି କରି ସ୍ଵାମୀ ଆଖିରୁ ପାଣି ମ-ରି-ଗ-ଲା-ଣି ।
ଅନ୍ୟ ପକ୍ଷରେ ସ୍ତ୍ରୀକୁ ଭେଟିବା ପାଇଁ ମଧ୍ୟ ଦେଉ ନାହାନ୍ତି ଶଶୁର ଘର ଲୋକେ । ଶେଷରେ ସେ କିଡ୍ନି ବିକ୍ରି କରିବାର ନିଷ୍ପତ୍ତି ନେଇଛନ୍ତି । କିଡ୍ନି ବିକ୍ରି କରି ଯେଉଁ ଟଙ୍କା ପାଇବେ ସେହି ଟଙ୍କା ଦେଇ ଶଶୁର ଘରୁ ସ୍ତ୍ରୀଙ୍କୁ ଆଣିବେ ବୋଲି ମନସ୍ଥ କରିଛନ୍ତି । ତେବେ ଏହା ପରେ ବି ସମାଧାନ ନହଲେ ଯୁବକ ଜଣକ ଆ-ତ-ମ-ହ-ତ-ୟା କରିବେ ବୋଲି କହିଛନ୍ତି । ସଞ୍ଜୀବଙ୍କ ହାତରେ ଅଛି ବଡ ପୋଷ୍ଟର ଟିକେ ଏହି ପୋଷ୍ଟରକୁ ଭଲ ଭାବରେ ଦେଖନ୍ତୁ ।
ଏହି ପୋଷ୍ଟରରେ ବଡ ବଡ ଅକ୍ଷରରେ ଲେଖାଯାଇଛି ଯେ, ସେ ତାଙ୍କ ସ୍ତ୍ରୀଙ୍କୁ ଭେଟିବା ପାଇଁ ନିଜ କିଡ୍ନି ବିକ୍ରି କରିବାକୁ ଚାହୁଁ ଛନ୍ତି । ଶାଶୁ, ସ୍ତ୍ରୀ ଓ ଶଳାଙ୍କ ବ୍ଲା-କ ମେ-ଲି-ଙ୍ଗ ପାଇଁ ସେ ଏମିତି କରୁଛନ୍ତି ବୋଲି କହିଛନ୍ତି । ଏହା ଶା ପୋଲିସ ଓ ପ୍ରଶାସନ ଶୁଣୁ ନଥିବାର ଅ-ଭି-ଯୋ-ଗ ମଧ୍ୟ ସେ କରିଛନ୍ତି । ଶଶୁର ଘର ଲୋକ ସବୁବେଳେ ସଞ୍ଜୀବଙ୍କୁ ଟଙ୍କା ମାଗନ୍ତି । ତେବେ ସଞ୍ଜୀବଙ୍କ ପାଖରେ ଅନ୍ୟ କୌଣସି ରାସ୍ତା ନଥିବାରୁ ସେ ଏପରି ପଦକ୍ଷେପ ଉଠାଇ ଛନ୍ତି ।