ଦେଖନ୍ତୁ Varsha Priyadarshini ଙ୍କ ଆଖିର ତାରା, ଯାହାଙ୍କ ପାଇଁ ଖୁସିରେ ପାଗଳ ହେଉଛନ୍ତି ବର୍ଷା, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି । ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ବର୍ଷା ପ୍ରିୟଦର୍ଶନୀ । ବନ୍ଧୁଗଣ ବର୍ଷା ହେଉଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରିର ଏକ ପ୍ରସିଦ୍ଧ ଅଭିନେତ୍ରୀ ।

ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସଫଳତା ହାସଲ କରିଛନ୍ତି । ତାଙ୍କ ସୁନ୍ଦରତା ଓ ତାଙ୍କ ଅଭିନୟକୁ ସମସ୍ତ ଲୋକ ବେସ ପସନ୍ଦ କରନ୍ତି । ଆସିବା ଦିନରୁ ବର୍ଷା ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରହୁଛନ୍ତି । ଗତ କିଛି ସମୟ ହେବ ବର୍ଷା ନିଜ ସୋ-ସି-ଆ-ଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ଅପଲୋଡ କରିଛନ୍ତି । ସେହି ଭିଡିଓରେ ବର୍ଷା ଏକ ଛୋଟ ଝିଅ ସହ ଖେଳୁ ଥିବାର ନଜର ଆସୁଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ସେହି ଛୋଟ ଝିଅ ଓ ବର୍ଷାଙ୍କ ସମ୍ପର୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବର୍ଷା ଅନେକ ଥର ସେହି ଛୋଟ ଝିଅ ସହ ଭିଡିଓ କରି ସୋ-ସି-ଆ-ଲ ମି-ଡି-ଆରେ ଅପଲୋଡ କରିଛନ୍ତି । ଛୋଟ ଝିଅ ସହ ଖେଳୁଥିବା ସମୟରେ ବର୍ଷା ବହୁତ ଅଧିକ ଖୁସି ନଜର ଆସୁଛନ୍ତି । ତା ହେଲେ ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ସେହି ଛୋଟ ଝିଅଟି ବର୍ଷାଙ୍କ ଝିଆରୀ ବୋଲି ଜଣା ପଡିଛି ।

ବର୍ଷା ନିଜ ଝିଆରୀକୁ ବହୁତ ଅଧିକ ଭଲ ପାନ୍ତି ଓ ଝିଆରୀ ସହ ବହୁତ ଭଲ ସମୟ ଅତିବାହିତ କରନ୍ତି । ତାଙ୍କ ଝିଆରୀ ମଧ୍ୟ ତାଙ୍କୁ ବହୁତ ସ୍ନେହ କରେ । ବନ୍ଧୁଗଣ ସୋ-ସି-ଆ-ଲ ମି-ଡି-ଆରେ ଏହି ଦୁଇଜଣଙ୍କ ଭିଡିଓ ବର୍ତ୍ତମାନ ବହୁତ ଚର୍ଚାରେ ଅଛି ଓ ଲୋକମାନେ ଏହି ଭିଡିଓ ଦେଖି ଖୁସି ହେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବର୍ଷା ପ୍ରିୟଦର୍ଶନୀ କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *