ଦେଖନ୍ତୁ Video: “ତାର ମୋର ପ୍ରାଇଭେଟ ଭିଡ଼ିଓ ଫେ-ସ-ବୁ-କ, ଇଂଷ୍ଟାଗ୍ରାମରେ ଅପଲୋଡ଼ କଲା ମୋ ସ୍ୱାମୀ” ଶୁଣନ୍ତୁ ଝିଅଟି କଣ କହୁଛି, ଆପଣଙ୍କ ରକ୍ତ ବି ଗରମ ହେଇଯିବ

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ଏପରି ବହୁତ ଘଟଣା ସାମ୍ନା କୁ ଆସୁଛି ଯାହାକୁ ଦେଝିବା ଏବଂ ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ସେହି ଘଟଣା ଉପରେ ଅନେକ ଚର୍ଚ୍ଚା ମଧ୍ୟ କରିଥାନ୍ତି ।

ତେବେ ଆପଣ ମାନେ ନିଶ୍ଚିତ ଶୁଣିଥିବେ କି ବୋହୂ କୁ ତା ଶାଶୂଘର ର ଲୋକମାନେ ତାକୁ ବିଭିନ୍ନ ନି-ର୍ଯା-ତ-ନା ଏବଂ ଅ-ତ୍ୟା-ଚା-ର ଦେଇଥାନ୍ତି କେତେବେଳେ ଯୌ-ତୁ-କ ପାଇଁ ତ କେତେବେଳେ କିଛି ଅନ୍ୟ କାରଣ ପାଇଁ । ତେବେ ବର୍ତ୍ତମାନ ଏକ ଏହିଭଳି ଖବର ଶୁଣିବାକୁ ମିଳିଛି । ଯେଉଁଥିରେ ଜଣେ ସ୍ୱାମୀ ତା ସ୍ତ୍ରୀ କୁ ଆ-ପ-ତ୍ତିଜ-ନ-କ ଭି-ଡି-ଓ ବନାଇ ସୋ-ସି-ଆ-ଲ ମି-ଡ଼ି-ଆ ରେ ଅ-ପ-ଲୋ-ଡ଼ କରିଦେବେ ବୋଲି ଧ-ମ-କ ଦେଉଛି ।

ତେବେ ଏହି ଖବର ସାମ୍ନା କୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ତେବେ ଆସନ୍ତୁ ଜାଣିନେବା ସମ୍ପୂର୍ଣ୍ଣ ଖବର ସମ୍ପର୍କରେ । ଖବର ଟି ହେଉଛି ଏହି କଟକ ଜିଲ୍ଲାର ।ଅଭିଯୋଗ ହୋଇ ଥିବା ପୁଅ ର ନାମ ହେଉଛି ଅମିତ କୁମାର ରାଉତ, ତାଙ୍କ ବାପା ହେଉଛନ୍ତି ଭଞ୍ଜ କିଶୋର ରାଉତ ଏବଂ ମାତା ଲକ୍ଷ୍ମୀ ପ୍ରିୟା ରାଉତ । ବିବାହ ର ମାତ୍ର ଛଅ ମାସ ପରେ ବୋହୂ ଉପରେ ଯୌ-ତୁ-କ ପାଇଁ ନି-ର୍ଯ୍ୟା-ତ-ନା ଆରମ୍ଭ ହୋଇ ଯାଇଥିଲା ।

ତେବେ ଝିଅଟିର କହିବା ଅନୁସାରେ ବିବାହ ପୂର୍ବରୁ ପୁଅ ଘର ଲୋକ କୌଣସି ଯୌ-ତୁ-କ ନେବେନାହିଁ ବୋଲି କହିଥିଲେ । କିନ୍ତୁ ଚତୁର୍ଥୀ ରାତି ରେ କଣ ଜିନିଷ ଆସିନି ବୋଲି ତାଙ୍କୁ ମା-ଡ଼ ମା-ରି-ବା ଆରମ୍ଭ ହୋଇଥିଲା । ତେବେ ନି-ର୍ଯ୍ୟା-ତ-ନା ବଢିବା ରୁ ଝିଅ ନିଜ ବାପ ଘରେ ରହୁଥିଲେ । ତେବେ ସେହି ପୁଅ ଟି ନିଜ ସ୍ତ୍ରୀ ର ଫୋନ କୁ ହ୍ୟା-କ୍ କରି ଫେ-ସ-ବୁ-କ ତଥା ଇଂ-ଷ୍ଟା-ଗ୍ରା-ମ ଆଦି ସୋ-ସି-ଆ-ଲ ମି-ଡ଼ି-ଆ ରେ ଅ-ନୈ-ତି-କ ଭି-ଡି-ଓ ସବୁ ଅ-ପ-ଲୋ-ଡ଼ କରିଥିଲେ ଏବଂ ସେହି ଭି-ଡି-ଓ ଉପରେ କ୍ୟାପସନ ମଧ୍ୟ ରହିଥିଲା ।

ତେବେ ଏହା ପରେ ଝିଅ ଟି ଭି-ଡି-ଓ ଡି-ଲି-ଟ କରିବା ସହ ମହିଳା ଥାନାରେ ଅଭିଯୋଗ କରିଥିଲେ କିନ୍ତୁ ତାଙ୍କ ଅଭିଯୋଗ କୁ ସ୍ୱୀକାର କରାଯାଇ ନଥିଲା ପରେ ସେ ଲୋକାଲ ଥାନା ରେ ଅଭିଯୋଗ ପରେ ସେ ପୁଅ ର ଘରକୁ ଯିବାପରେ ଜଣାପଡିଲା ବାପାମାଆ ପୁଅ ଫେ-ରା-ର ହୋଇ ରାଞ୍ଚି ପଳାଇଛନ୍ତି ।

ତେବେ ସେ ପୁଅ ଜଣକ ହେଉଛନ୍ତି ଜେଏନ ଟେକ୍ନୋଲୋଜି ରେ ଚାକିରୀ କରିଛନ୍ତି ଏବଂ ତାଙ୍କୁ ଏହି ହ୍ୟା-କ ବିଷୟରେ ସବୁ କିଛି ଜଣା ମଧ୍ୟ ଅଛି ତେଣୁ ସେ ଝିଅ ର ମୋବାଇଲ କୁ ହ୍ୟା-କ କରି ସବୁ ପ୍ରା-ଇ-ଭେ-ଟ ଫୋ-ଟୋ ଭି-ଡି-ଓ କୁ ଅ-ପ-ଲୋ-ଡ଼ କରି ଏବଂ ଫ୍ୟାମିଲି ମେମ୍ବର ଙ୍କୁ ପଠାଇ ଧ-ମ-କ ମଧ୍ୟ ଦେଉଛି ।

ତେବେ ଝିଅ ଟି ଏହା ମଧ୍ୟ କହୁଛି କି ପୁଅ ଘର ଲୋକ ତାକୁ ତାର ସାର୍ଟିଫିକେଟ ମଧ୍ୟ ଫେରାଉ ନାହାନ୍ତି କିମ୍ବା ତାଙ୍କର ପିଏପ ପଇସା ୫୦ ହଜାର ଟଙ୍କା ମଧ୍ୟ ସେ ଫେରାଉ ନାହିଁ । ତେବେ ଅଭିଯୋଗ ର ଏକ ମାସ ବିତି ଗଲାଣି କିନ୍ତୁ ଏପର୍ଯ୍ୟନ୍ତ କୌଣସି ବି ସୂଚନା ମିଳିନାହିଁ କି ଏହି ବିଷୟ ଉପରେ କଣ ପଦକ୍ଷେପ ନିଆ ଗଲା । ତାଛଡା ଏପର୍ଯ୍ୟନ୍ତ ମଧ୍ୟ ସେ ପୁଅ ତାଙ୍କୁ ଧ-ମ-କ ମଧ୍ୟ ଦେଉଛି ।

ତେବେ ଝିଅ ଟି ବର୍ତ୍ତମାନ ନିଜର ସାର୍ଟିଫିକେଟ ଏବଂ ଟଙ୍କା ଫେରି ପାଇବା ସହ ସେହି ପୁଅ କୁ ଗି-ର-ଫ କରାଯାଇ ତା ବି-ରୁ-ଦ୍ଧ-ରେ କଡା ପଦକ୍ଷେପ ନିଆଯାଉ ବୋଲି ମି-ଡ଼ି-ଆ ଆଗରେ କହିଛନ୍ତି କାରଣ ଆଜି ଜଣଙ୍କ ସହ କରି ପାରୁଛି କାଲି ଆହୁରି ଅନେକ ଝିଅ ମାନଙ୍କ ସହ କରି ପାରିବ । ତେଣୁ ଏଭଳି ଲୋକ ଙ୍କୁ ଖୋଲା ଛାଡିବା ଉଚିତ ନୁହେଁ କ-ଡା ଦ-ଣ୍ଡ ଦେବା ଆବଶ୍ୟକ ଅଟେ । ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ

Leave a Reply

Your email address will not be published. Required fields are marked *