ସାଙ୍ଗମାନେ ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଜୀବନରେ ଖୁସିରେ ରହିବା ବହୁତ ଜରୁରୀ । ଏମିତି ଖୁସିରେ ଜୀବନ କାଟିବା ପାଇଁ ବହୁତ ଉପାୟ ଅଛି । ଯାହା ଦ୍ଵାରା ଆମର ଟାଇମ ପାସ ହୋଇଯାଏ ଓ ତାହା ସହିତ ବହୁତ ମଜା ମଧ୍ୟ ଆସିଥାଏ । ଏହି ଉପାୟରେ ଆମେ ଅନ୍ୟମାନଙ୍କୁ ବି ଏଣ୍ଟରଟେନ କରି ପାରିବା । ଏହି ଉପାୟ ମଧ୍ୟରୁ ଗୋଟିଏ ହେଲା ପ୍ରଶ୍ନ ଓ ଉତ୍ତର ଖେଳ, ଯାହାକୁ ଆମେ ସମସ୍ତେ ନିଶ୍ଚୟ ଖେଳିଥିବା । ଯେଉଁଥିରେ କିଛି ଚତୁର ପ୍ରଶ୍ନର ଉତ୍ତର ଦେବାକୁ ପଡିଥାଏ ।
ସେହିପରି ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ କହିବୁ, ଯାହା ବିଷୟରେ ଆପଣ ଜାଣିଲେ ଅନ୍ୟମାନଙ୍କୁ ଏହି ସବୁ ପ୍ରଶ୍ନ ପଚାରି ପାରିବେ । ଆପଣ ମାନେ ମଧ୍ୟ ପରୀକ୍ଷା କରନ୍ତୁ ଆମ ଆର୍ଟିକିଲରେ ଦିଆଯାଇଥିବା ପ୍ରଶ୍ନ ଅନ୍ୟ କେହି ଲୋକ ଦେଇ ପାରୁଛନ୍ତି ନା ନାହିଁ । ତେବେ ଆସନ୍ତୁ ଜାଣିବା ଆମର ଏହି ଚତୁର ପ୍ରଶ୍ନ ଓ ଉତ୍ତର ବିଷୟରେ ।
ପ୍ରଶ୍ନ-1
ଭାରତ ଓ ପାକିସ୍ଥାନ ମଧ୍ୟରେ ଚାଲୁଥିବା ଟ୍ରେନ ର ନାମ କଣ ?
ଉତ୍ତର – ସମଝୋତା ଏକ୍ସପ୍ରେସ
ପ୍ରଶ୍ନ-2
ଝିଅମାନେ ତାଙ୍କ ଜୀବନରେ ପାଖା ପାଖି କେତେ କିଲୋ ର ଲିପଷ୍ଟିକ ଲଗାଇ ଥାଆନ୍ତି ?
ଉତ୍ତର- ପାଖାପାଖି 3 କିଲୋର ଲିପଷ୍ଟିକ
ପ୍ରଶ୍ନ-3
ମୂଷା ପାଣି ନ ପିଇ ପାଖା ପାଖି କେତେ ଦିନ ପର୍ଯ୍ୟନ୍ତ ରହି ପାରିବ ?
ଉତ୍ତର- ଏକ ମାସ ପର୍ଯ୍ୟନ୍ତ ରହି ପାରିବ
ପ୍ରଶ୍ନ-4
କେଉଁ ଦେଶରେ ସବୁଠାରୁ ଅଧିକ ପ୍ରଜାପତି ଦେଖା ଯାଆନ୍ତି ?
ଉତ୍ତର- ଭାରତରେ ସବୁଠାରୁ ଅଧିକ ପ୍ରଜାପତି ଦେଖା ଯାଆନ୍ତି ।
ପ୍ରଶ୍ନ-5
ଚନ୍ଦ୍ର ପୃଷ୍ଠରେ କାହିଁକି ବର୍ଷା ହୋଇ ନଥାଏ ?
ଉତ୍ତର- ଅଲଗା ଅଲଗା ବାତାବରଣ ପାଇଁ ବର୍ଷା ହୋଇ ନଥାଏ ।
ପ୍ରଶ୍ନ-6
ଶ୍ମଶାନ ବାଟ ଦେଇ ରାତିରେ ଯିବା ଆସିବା କରିବା କାହିଁକି ଅନୁଚିତ ?
ଉତ୍ତର- ରାତିରେ ନକରାତ୍ମକ ଶକ୍ତି ଅଧିକ ଥିବାରୁ
ପ୍ରଶ୍ନ-7
କେଉଁ ଜୀବ କିଛି ନଖାଇ 3 ଦିନ ଜୀବିତ ରହିପାରେ ?
ଉତ୍ତର- ବିଲେଇ 3 ଦିନ ପର୍ଯ୍ୟନ୍ତ କିଛି ନ ଖାଇ ଜୀବିତ ରହିପାରେ ।
ପ୍ରଶ୍ନ-8
ଦିଲ୍ଲୀ ଭାରତର ରାଜଧାନୀ କେବେ ହେଲା ?
ଉତ୍ତର- 1911 ମସିହାରେ ଦିଲ୍ଲୀ ଭାରତର ରାଜଧାନୀ ହୋଇଥିଲା ।
ପ୍ରଶ୍ନ-9
ସ୍ତ୍ରୀ କାହିଁକି ସବୁବେଳେ ସ୍ଵାମୀର ବାମ ପଟେ ଶୋଇଥାଏ ?
ଉତ୍ତର- କାରଣ ସ୍ତ୍ରୀ କୁ ସ୍ଵାମୀର ବାମାଙ୍ଗୀ କୁହାଯାଏ । ସେଥିପାଇଁ ସ୍ତ୍ରୀ ସ୍ଵାମୀର ବାମପଟେ ଶୋଇଲେ ଶୁଭ ହୋଇଥାଏ ।
ପ୍ରଶ୍ନ-10
ସତିପ୍ରଥା ର ବିରୋଧ କିଏ କରିଥିଲେ ?
ଉତ୍ତର- ରାଜା ରାମମୋହନ ରାୟ ସତିପ୍ରଥାର ବିରୋଧ କରିଥିଲେ ।
ପ୍ରଶ୍ନ-11
ଭଗବାନ ଶ୍ରୀ କୃଷ୍ଣ କାହାର ପୁତ୍ର ଥିଲେ ?
ଉତ୍ତର- ଭଗବାନ ଶ୍ରୀକୃଷ୍ଣ ଦେବକୀ ଓ ବାସୁଦେବଙ୍କର ପୁତ୍ର ଥିଲେ ।
ପ୍ରଶ୍ନ-12
ଏମିତି କେଉଁ ଦାନ ଯାହାକୁ ଗରିବ ଓ ଧନୀ ଦୁଇ ଜଣ ହିଁ କରିଥାନ୍ତି ?
ଉତ୍ତର – କନ୍ୟାଦାନ
ପ୍ରଶ୍ନ-13
ଏମିତି କଣ ଯାହା ଦେଖି ପାରିବା ହେଲେ ଛୁଇଁ ପାରିବା ନାହିଁ ?
ଉତ୍ତର – ସ୍ଵପ୍ନ
ପ୍ରଶ୍ନ-14
Vodafone କେଉଁ ଦେଶର କମ୍ପାନୀ ?
ଉତ୍ତର – ଇଂଲଣ୍ଡ