ଏମାନେ ହେଲେ Ajay Devgan ଙ୍କ ଫିଲ୍ମ Diljale ର ଷ୍ଟାର ମାନଙ୍କ ରିଅଲ ଲାଇଫ ପାର୍ଟନର

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ ଫିଲ୍ମକୁ ନିଶ୍ଚୟ ଦେଖିଥିବେ । ବଲିଉଡର ଏପରି କିଛି ଫିଲ୍ମ ଅଛି ଯାହା ପ୍ରସିଦ୍ଧି ହାସଲ କରିଥାଏ ଓ ଏପରି ମଧ୍ୟ କିଛି ଫିଲ୍ମ ଅଛି ଯାହାକୁ ଦର୍ଶକ ମାନେ ଅଧିକ ପସନ୍ଦ କରିନଥାନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହିପରି ଏକ ପ୍ରସିଦ୍ଧ ଫିଲ୍ମ ବିଷୟରେ କହିବାକୁ ଯାଉଛୁ, ସେହି ଫିଲ୍ମର ନାମ ହେଉଛି ‘ଦିଲଜଲେ’ । ବନ୍ଧୁଗଣ ଏହି ଫିଲ୍ମଟି ସେହି ସମୟରେ ବହୁତ ଲୋକପ୍ରିୟତା ହାସଲ କରି ସୁପର ହିଟ ହୋଇଥିଲା । ଦର୍ଶକ ମାନେ ଏହି ଫିଲ୍ମକୁ ବହୁତ ଅଧିକ ପସନ୍ଦ କରିଥିଲେ । କାରଣ ଏହି ଫିଲ୍ମରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଅଭିନୟ ପଦର୍ଶନ କରିଥିଲେ ।

ଏହି ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିଥିଲେ ବଲିଉଡ ଅଭିନେତା ଅଜୟ ଦେବଗନ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଫିଲ୍ମରେ ଅଭିନୟ କରିଥିବା କଳାକାର ମାନଙ୍କ ରିଅଲ ଲାଇଫ ପାର୍ଟନର ମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ସୋନାଲି ବେନ୍ଦ୍ରେ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ସୋନାଲି ବେନ୍ଦ୍ରେ । ଏହି ଫିଲ୍ମରେ ସୋନାଲି ମୁଖ୍ୟ ଅଭିନେତ୍ରୀ ରାଧିକାର ଭୂମିକା ପଦର୍ଶନ କରିଥିଲେ । ସେ ଏହି ଫିଲ୍ମରେ ବହୁତ ସୁନ୍ଦର ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ । ସୋନାଲିଙ୍କ ରିଅଲ ଲାଇଫ ସ୍ଵାମୀ ହେଉଛନ୍ତି ଗୋଲଦେଇ ବେହଲ । ଏହି ଦୁଇଜଣ ୧୨ ନଭେମ୍ବର ୨୦୦୨ ମସିହାରେ ପରସ୍ପର ସହ ବିବାହ କରିଥିଲେ । ଗୋଲଦେଇ ବେହଲ ହେଉଛନ୍ତି ଜଣେ ଫିଲ୍ମ ମେକର ।


ମଧୁ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ମଧୁ । ଏହି ଫିଲ୍ମରେ ମଧୁ ସବନମର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ । ବନ୍ଧୁଗଣ ମଧୁଙ୍କର ରିଅଲ ଲାଇଫ ସ୍ଵାମୀ ହେଉଛନ୍ତି ଆନନ୍ଦ ସାହ । ଏହି ଦୁଇଜଣ ୧୯୯୯ ମସିହାରେ ପରସ୍ପର ସହ ପ୍ରେମ ବିବାହ କରିଥିଲେ । ଏହି ଦୁଇଜଣଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି । ଆନନ୍ଦ ହେଉଛନ୍ତି ଜଣେ ବଡ ବିଜନେସ ମ୍ୟାନ ।


ଅମରେଶ ପୁରୀ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତା ଅମରେଶ ପୁରୀ । ଏହି ଫିଲ୍ମରେ ଅମରେଶ ମୁଖ୍ୟ ଖଳନାୟକର ଭୂମିକା ପଦର୍ଶନ କରି ପ୍ରସିଦ୍ଧି ହାସଲ କରିଥିଲେ । ଅମରେଶଙ୍କ ରିଅଲ ଲାଇଫ ପତ୍ନୀଙ୍କ ନାମ ହେଉଛି ଊର୍ମିଲା ଦେବକର । ଏହି ଦୁଇଜଣ ୧୯୫୭ ମସିହାରେ ବିବାହ କରିଥିଲେ ।

ପରିମିତ ସେଠି- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତା ପରିମିତ ସେଠି । ଏହି ଫିଲ୍ମରେ ପରିମିତ ରବିର ଭୂମିକା ପଦର୍ଶନ କରିଥିଲେ ଓ ବହୁତ ଲୋକପ୍ରିୟତା ହାସଲ କରିଥିଲେ । ପରିମିତଙ୍କ ରିଅଲ ଲାଇଫ ପତ୍ନୀ ହେଉଛନ୍ତି ଅର୍ଚନା ପୁରନ ସିଂହ । ଏହି ଦୁଇଜଣ ୧୯୯୨ ମସିହାରେ ପରସ୍ପର ସହ ବିବାହ କରିଥିଲେ । ଅର୍ଚନା ମଧ୍ୟ ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଅଭିନେତ୍ରୀ ଅଟନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *