Odia Jokes- ସ୍ତ୍ରୀ କହିଲା ଆଜି ପୁଣି ସେଇଆ କରିବାକୁ ମନ ହେଉଛି, ଯାହା ବାହାଘରର ପ୍ରଥମ ରାତିରେ କରିଥିଲେ, ସ୍ଵାମୀ- ଠିକ ଅଛି କରିବା, କିନ୍ତୁ ପୋଜିସନ ବଦଳେଇ, ଏ ଥର ତୁମେ…

ବନ୍ଧୁଗଣ ସମସ୍ତଙ୍କ ଜୀବନରେ ଖୁସିର ଆବଶ୍ୟକତା ରହିଥାଏ । ଯଦି କୌଣସି ଲୋକର ମନ ଖୁସି ଥାଏ, ତେବେ ସେ ନିଜର କାର୍ଯ୍ୟକୁ ବହୁତ ସହଜରେ କରିନିଏ, ହେଲେ ଯଦି କାହାର ମନରେ ଦୁଃଖ ବା ଚିନ୍ତା ରହିଥାଏ, ସେମାନେ ଠିକ ଭାବରେ ନିଜ କାର୍ଯ୍ୟକୁ ପୂର୍ଣ୍ଣ କରିପାରେ ନାହିଁ । ବନ୍ଧୁଗଣ ଆପଣ ମାନଙ୍କ ପାଇଁ ଆଜି ଆମେ କିଛି ଓଡିଆ ଜୋକ୍ସ ନେଇ ଆସିଛୁ, ଯାହାକୁ ପଢିବା ଦ୍ଵାରା ଆପଣଙ୍କ ମନ ଖୁସି ହୋଇଯିବ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।

Joke-1
ଗୋଟିଏ ଗାଁ ର ପୁଅ ସହରର ଝିଅକୁ ପଟେଇବାକୁ ଚେଷ୍ଟା କରୁଥିଲା
ପୁଅଟି ତାର ସାଙ୍ଗକୁ କହିଲା

ପୁଅ- ଦେଖ ତୋ ସାଙ୍ଗର କେତେ Atitude
ସାଙ୍ଗ- Atitude ର ସ୍ପେଲିଙ୍ଗ ତ କହ ଦେଖିବା
ସାଙ୍ଗ- ନା, ବହୁତ ଇଗୋ ଅଟେ !!!

Joke-2

ଗୋଟିଏ ଯୁବକ ଓ ଯୁବତୀ ସାଇକେଲ ରେ ଯାଉଥିଲେ

ସେତିକିବେଳେ ତାଙ୍କର ଧକ୍କା ହୋଇଗଲା

ଯୁବକ- ଆରେ ଟିକେ ସମ୍ଭାଳିକି ସାଇଡ ରେ ଚାଲନ୍ତୁ ମ୍ୟାଡମ

ଯୁବତୀ- କାହିଁକି, ସଡକ କଣ ତୋ ବାପାର ?

ଯୁବକ- ଆଜ୍ଞା ନା, ସଡକ ତ ତୁମ ବାପାର

ମତେ ଯୌତୁକ ରେ ମିଳିଛି !!!

Joke-3

ନିର୍ବନ୍ଧ ପରେ ଝିଅଟି ପୁଅକୁ କହିଲା…

ଝିଅ- ଏବେ ଝିଅ ମାନଙ୍କୁ ଦେଖିବା ବନ୍ଦ କର

ପୁଅ- ଓଃ, ତୁମ କହିବାର ମାନେ କଣ ?

ଝିଅ- ଏଠି ସେଠି ଦେଖିବା ବନ୍ଦ କର

ପୁଅ- ମୁଁ ଖାଦ୍ୟ ଖାଇବାକୁ ଆସିଛି ତ ଏହାର ମାନେ ନୁହଁ କି

ମୁଁ ମେନୁ ଦେଖି ପାରିବିନି

Joke-4

ଚାକରାଣୀ- ମାଲକିନ ମତେ 10 ଦିନର ଛୁଟି ଦରକାର

ମାଲକିନ- ଯଦି ତୁ ଛୁଟିରେ ଚାଲିଯିବୁ ତ

ତୋ ସାହାବ ଙ୍କ ନାସ୍ତା କିଏ ବନେଇବ

ଟିଫିନ କିଏ ପ୍ୟାକ କରିବ,

କପଡା କିଏ ଧୋଇବ,

ତାଙ୍କୁ ଟାଇମ ରେ ଔଷଧ କିଏ ଦବ…

ଚାକରାଣୀ (ଲାଜେଇ ଯାଇ ) ଯଦି ତୁମେ କହିବ ତ ମୁଁ ସାହାବ ଙ୍କୁ ନିଜ ସାଥିରେ ନେଇଯିବି ?

Joke-5

ସ୍କୁଲ ରେ ହିନ୍ଦୀ ପିରିଅଡ ରେ ଟୀଚର ପଚାରିଲେ…

ଟୀଚର- “ଦୁଃଖ ତୋ ଅପନା ସାଥି ହେ, ସୁଖ ତୋ ଆତା ଯାତା ହେ”

ଅର୍ଥ କୁହ

ପପୁ- ସ୍ତ୍ରୀ ସବୁବେଳେ ଘରେ ଥାଏ,

ଶାଳି ତ ଆସୁଥାଏ ଯାଉଥାଏ

Joke-6

ସ୍ତ୍ରୀ- ଆଜି ପୁଣି ସେଇଆ କରିବାକୁ ମନ ହେଉଛି

ଯାହା ବାହାଘରର ପ୍ରଥମ ରାତିରେ କରିଥିଲେ,

ସ୍ଵାମୀ- ଠିକ ଅଛି କରିବା, କିନ୍ତୁ

ପୋଜିସନ ବଦଳେଇ, ଏ ଥର ତଳେ ତୁମେ ଶୋଇବ ଓ ମୁଁ ଖଟ ଉପରେ ଏକୁଟିଆ ଶୋଇବି

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *