ଷ୍ଟେଜ ଉପରେ ନାଚି ଲକ୍ଷେ ଟଙ୍କା ଗଣିଲେ ଅଭିନେତ୍ରୀ Rani Panda, ଦେଖନ୍ତୁ Video

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଯାତ୍ରା ଜଗତର ଦିଗଜ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନିଶ୍ଚୟ ଜାଣିଥିବେ । ଯାତ୍ରା ଜଗତରେ ରାଣୀ ସୁନାମ ଅର୍ଜନ କରିଛନ୍ତି ଆଉ ତାଙ୍କ ଲୋକପ୍ରିୟତା ବି ବହୁତ ଅଧିକ ରହିଛି । ତେବେ ବନ୍ଧୁଗଣ ନିଜ ପର୍ଶନାଲ ଲାଇଫ ଆଉ ଅନେକ ବିବାଦ ପାଇଁ ରାଣୀ ଚର୍ଚ୍ଚାରେ ରୁହନ୍ତି । ରାଣୀ ଅନେକ ଥର ଗଣମାଧ୍ୟମ ସାମ୍ନାକୁ ଆସି ବଡ ବଡ ବୟାନ ଦିଅନ୍ତି ।


ବନ୍ଧୁଗଣ ରାଣୀ ଯାତ୍ରା ଜଗତକୁ ଆସିବା ଦିନରୁ ସୋସିଆଲ ମିଡିଆରେ ନିଜର ଫଟୋ ଏବଂ ଭିଡିଓ ସେୟାର କରନ୍ତି ଯାହା ଦେଖୁ ଦେଖି ଭାଇରାଲ ହୋଇଯାଏ । ଏମିତିରେ ତାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ଆଉ ଆଜି ଆମେ ଆପଣ ମାନଙ୍କୁ ରାଣୀଙ୍କ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଭାଇରାଲ ହେଉଥିବା ଏହି ଭିଡିଓଟିକୁ ଦେଖିଲେ ଆପଣ ମାନଙ୍କ ମନ ଖୁସି ହୋଇଯିବ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ରାଣୀ କେବଳ ଯାତ୍ରା ସ୍ଟେଜରେ ନୁହେଁ ସେ ଡ୍ୟାନ୍ସ ସ୍ଟେଜକୁ ବି ଆସନ୍ତି । ତେବେ ଭାଇରାଲ ହେଉଥିବା ଭିଡିଓରେ ରାଣୀ ଏକ ସ୍ଟେଜରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ରାଣୀଙ୍କର ଡ୍ୟାନ୍ସ ଦେଖି ତାଙ୍କ ଫ୍ୟାନ୍ସ ମାନେ ବହୁତ ଅଧିକ ଖୁସି ହୋଇଛନ୍ତି ।

ମିଡିଆ ରିପୋର୍ଟସ ଅନୁସାରେ ରସୁଲଗଡରେ ଦୂର୍ଗା ପୂଜା ଉପଲକ୍ଷେ ଏକ ସ୍ଟେଜ ପ୍ରୋଗ୍ରାମ ହୋଇଥିଲା  । ଏହି ସ୍ଟେଜ ପ୍ରୋଗ୍ରାମଟି ଗତ କଲି ତଥା ମହା ନବମୀରେ ହୋଇଥିଲା  । ଆଉ ଏହି ସ୍ଟେଜ ସୋରେ ଆମନ୍ତ୍ରଣ କରାଯାଥିଲା ରାଣୀ ପଣ୍ଡାଙ୍କୁ । ରାଣୀ ଏକ ହଳଦିଆ ରଙ୍ଗର ଲେହେଙ୍ଗା ପିନ୍ଧି ଏହି ସୋକୁ ଆସିଥିଲେ । ସୋକୁ ଆସିବା ପରେ ଦର୍ଶକ ମାନଙ୍କ ମଧ୍ୟରେ ଉତ୍ସାହ ବହୁତ ବଢି ଯାଇଥିଲା । ରାଣୀ ପ୍ରଥମେ ସ୍ଟେଜ ଉପରେ ଛିଡା ହୋଇ କିଛି ଭାଷଣ ଦେଇଥିଲା ଆଉ ତା ପରେ ସେ ନିଜର ଦମଦାର ଡ୍ୟାନ୍ସ ପଦର୍ଶନ କରି ଦର୍ଶକ ମାନଙ୍କ ମନ କିଣି ଥିଲେ ।

ବନ୍ଧୁଗଣ ଏମିତି କି କିଛି ଦର୍ଶକ ମାନେ ଏକ ବଡ ଖୁଲାସା କରିଛନ୍ତି । କିଛି ଦର୍ଶକ ମାନେ କହିଛନ୍ତି ରାଣୀ ପଣ୍ଡା ଏହି ସ୍ଟେଜ ସୋ କରିବା ପାଇଁ କୌଣସି ଟଙ୍କା ନେଇ ନାହାନ୍ତି ଏହା ସହ ସେ ଆସନ୍ତା ବର୍ଷ ଦୂର୍ଗା ପୂଜା ପାଇଁ 1 ଲକ୍ଷ ଟଙ୍କା ଦେଇଛନ୍ତି । ଏହି ଖବର ପ୍ରସାରଣ ହେବା ପରେ ରାଣୀଙ୍କୁ ନେଇ ସମସ୍ତେ ପ୍ରଶଂସା କରୁଛନ୍ତି । ତା ହେଲେ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ରାଣୀଙ୍କ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *