ଦାମ ଅଧିକ କିନ୍ତୁ କାମ କମ୍ ! IPL ର ସବୁଠୁ ମହଙ୍ଗା ଖେଳାଳି ପ୍ରଥମ ମ୍ଯାଚରେ ହିଁ ହେଇଗଲେ ଫ୍ଲପ, ଦାମ ଶୁଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଭାରୀ ରକମର କିଣା ହୋଇଥିଲେ କ୍ରିକେଟର ! ହେଲେ ଦେଖାଇପାରିଲେ ନାହିଁ ନିଜର ଜଲ୍ବା ! ୧୭ . ୫୦ କୋଟି ଟଙ୍କାର ଖେଳାଳୀ ପ୍ରଥମ ମ୍ଯାଚରେ ହିଁ ହୋଇଗଲେ ଫ୍ଲପ ! ଏହି ଖେଳାଳୀ ଜଣଙ୍କ ମୁମ୍ବାଇ ଇଣ୍ଡିଆନର ପ୍ରଥମ ମ୍ଯାଚରେ ହୋଇଗଲେ ଫ୍ଲପ ! ତେବେ ସୂଚନା ମୁତାବିକ ଖେଳର ମହାସମର ତଥା IPL  ୨୦୨୩ ର ମ୍ଯାଚ ଆରମ୍ଭ ହୋଇଯାଇଛି । ଯେଉଁଠାରେ କି ନିଜ ନିଜ ଦଳରେ ଖେଳାଳୀ ମାନେ ନିଜର ଜଲ୍ବା ଦେଖାଇବାରେ ଲାଗିଛନ୍ତି ।

ହେଲେ ମୁମ୍ବାଇ ଇଣ୍ଡିଆନ୍ସ ରେ ଖେଳୁଥିବା କ୍ରାମ୍ରନ ଗ୍ରୀନ ନିଜ ଖେଳରେ ଫ୍ଲପ ପଦର୍ଶନ କରିଛନ୍ତି ।  ତେବେ ମୁମ୍ବାଇ  ଏହି ଖେଳାଳୀ ଜଣଙ୍କୁ ୧୭. ୫୦ ଲକ୍ଷ ଟଙ୍କା ଦେଇ କିଣିଥିଲା । ତେବେ IPL  ର କ୍ରିକେଟର ମାନଙ୍କ ଇତିହାସରେ ବହୁ ଦାମୀ ଦାମୀ କ୍ରିକେଟରଙ୍କ ତାଲିକାରେ ଏହି କ୍ରିକେଟର ଜଣଙ୍କ ତଥା କ୍ରାମ୍ରନ ଗ୍ରୀନ ଦିତୀୟ ସ୍ଥାନରେ ଅଛନ୍ତି । ତେବେ କ୍ରିକେଟର ଶେନ କରନ ତାଲିକାରେ ପ୍ରଥମ ସ୍ଥାନରେ ବର୍ତ୍ତମାନ ଅଛନ୍ତି ।

ଜିଏକି ପଞ୍ଜାବ ଦ୍ଵାରା ୧୮.୫୦ ଲକ୍ଷ ଟଙ୍କା ଦ୍ଵାରା ନିଲାମ ହୋଇଥିଲେ । ତେବେ କ୍ରିକେଟ ପ୍ରେମୀ ତଥା କିକେଟ ସମର୍ଥକଙ୍କର ଏହି କ୍ରାମ୍ରନ ଗ୍ରୀନ ନାମକ ଅଷ୍ଟ୍ରେଲିଆ ଖେଳାଳୀଙ୍କ ଠାରୁ ବହୁତ କିଛି ଆଶା ରଖିଥିଲେ । କରନ ପୂର୍ବରୁ ଏହି ଖେଳାଳୀଙ୍କ କ୍ରିକେଟ ଜଗତରେ ବହୁତ କ୍ରେଜ ଦେଖିବା ପାଇଁ ମିଳିଅଛି । ଯାହାକୁ ଦେଖି ମୁମ୍ବାଇ ଏହି ଅଷ୍ଟ୍ରେଲିଆ ପ୍ଲେୟରଙ୍କୁ ଏତେ କୋଟି କୋଟି ଟଙ୍କା ରକମ ଦେଇ ଦଳରେ ସାମିଲ କରି ଖେଳିବାର ସୁଯୋଗ ଦେଇଥିଲେ ।

ସେ ୪ ଟି ବଲ୍ ରେ ଗୋଟିଏ ଚଉକା ସାହାଜ୍ଯରେ ୫ ରନ୍ କରିଥିଲେ । ହେଲେ ମ୍ଯାଚରେ ମଇଦାନ ଉପରେ ବହୁତ ସମୟ ଟିକିକି ରହିପାରିନଥିଲେ । ଯାହା ଦ୍ଵାରା ବହୁତ ଶୀଘ୍ର ହିଁ ଏହି ଖେଳାଳୀ ଜଣଙ୍କ ମ୍ଯାଚରୁ ଆଉଟ ହୋଇଯାଇଥିଲେ । ହେଲେ ଅଷ୍ଟ୍ରେଲିଆ ଅଲ ରାଉଣ୍ଡର ତଥା ବ୍ୟାଟ୍ସମ୍ୟାନ ସମସ୍ତଙ୍କ ଆଶାକୁ ନିରାଶ କରିଦେଇଥିଲେ ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ସହିତ କ୍ରିକେଟ ସମ୍ବଦ୍ଧୀୟ ଅଧିକରୁ ଅଧିକ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଯାହା ଦ୍ଵାରା ଆପଣଙ୍କ ପାଖରେ ଲାଟେଷ୍ଟ ସୂଚନା ବହୁତ ଶୀଘ୍ର ହିଁ ପହଞ୍ଚି ପାରିବ । ଧନ୍ୟବାଦ

Leave a Reply

Your email address will not be published. Required fields are marked *