ମା’ ଙ୍କ ଯିବା ଦୁଃଖରେ ଭାଙ୍ଗି ପଡିଛନ୍ତି ଶ୍ରୀତମ, କାନ୍ଦି କାନ୍ଦି କହିଲେ ‘ମା’ ଚାଲିଗଲା ମୋ ସବୁ ଖୁସି ଚାଲିଗଲା…କିଏ ଆଉ ମତେ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମା’ ଚାଲିଗଲା ମୋ ସବୁ ଖୁସି ଚାଲିଗଲା । ତେବେ ସୂଚନା ମୁତାବିକ ଓଡିଆ କଳାକାର ଶ୍ରୀତମ ଦାସଙ୍କ ମା’ ଙ୍କର ଗତ କଲି ସନ୍ଧ୍ଯା ସମୟରେ ଦେହାନ୍ତ ଘଟିଛି । ଯାହାକୁ ନେଇ ଶ୍ରୀତମ ଦାସଙ୍କ ସମେତ ତାଙ୍କ ପୁରା ପରିବାର ଭାଙ୍ଗି ପଡିଛନ୍ତି । ତେବେ ବନ୍ଧୁଗଣ ପ୍ରତ୍ଯେକଟି ପିଲାର ଜୀବନରେ ତାଙ୍କ ବାପା ଓ ମାଆ ହେଉଛନ୍ତି ତାଙ୍କର ଚଳନ୍ତି ପ୍ରତିମା ।

ତେବେ ବିଶେଷ କରି ପୁଅ ହେଉ ଅବା ଝିଅ ତାଙ୍କ ଜୀବନରେ ତାଙ୍କ ମା’ଙ୍କ ଅବଦାନ ବହୁତ ରହିଥାଏ । ତେବେ ସେହିପରି ଶ୍ରୀତମ ଦାସ ମଧ୍ୟ ତାଙ୍କ ମା’ ଙ୍କୁ ବହୁତ ଭଲ ପାଇଥାନ୍ତି । ତାଙ୍କ ମା’ ଙ୍କୁ ନିଜର ପ୍ରେରଣା କରି ଆଗକୁ ବଢିଥାନ୍ତି । ତେବେ ଶ୍ରୀତମ ଦାସଙ୍କ କହିବା ମୁତାବକ ମୋ ଜୀବନରେ ସବୁଠାରୁ ଏକ ଭଲ ମୂହୁର୍ତ୍ତ ଆସିଥିଲା ।

ଯେଉଁ ଦିନ ମୋ ଝିଅ ତରଂଗ ଉତ୍ସବରେ ବେଷ୍ଟ ଚାଇଲ୍ଡ ଆକ୍ଟର ପାଇଥିଲା । ହେଲେ ତାପର ଦିନ ହିଁ ମା’ ଙ୍କର ବିୟୋଗ ଘଟିଗଲା । ଯେଉଁ ଦିନଟି ମୋ ଜୀବନର ସବୁଠାରୁ ଏକ ବଡ ଦୁଃଖ ଦିନ ପାଲଟିଗଲା । ତେବେ ଅଭିନେତା ଶ୍ରୀତମ ଦାସ ନିଜ ମା’ ଙ୍କ ଜୀବନୀ ବିଷୟରେ ମଧ୍ୟ କିଛି କହିଛନ୍ତି । ଏହା କି ଯେ ମା’ ଯାତ୍ରା, ସିରିଏଲ, ଫିଲ୍ମ ସବୁ ଦେଖିବାକୁ ଭଲ ପାଉଥିଲା ।

ବିଶେଷ କରି ମା’ ବିଭିନ୍ନ ପ୍ରକାର ବହି, ଗ୍ରନ୍ଥ ଏହି ସବୁ ପଢିବାରେ ବହୁତ ରୁଚି ରଖୁଥିଲା । ସବୁବେଳେ ଫାଙ୍କା ସମୟରେ କିଛି ନା କିଛି ନୂଆ ନୂଆ ବହି ପଢିବାକୁ ମା’ ବହୁତ ଭଲ ପାଇଥାଏ । ମା’ ମୋତେ ବହୁତ ଭଲ ପାଏ, ମୁଁ କୁଆଡେ ଜିବି, କେତେବେଳେ ଆସିବି ସବୁ କଥା ଭଲ, ମନ୍ଦ ଆଜି ପର୍ଯ୍ୟନ୍ତ ମଧ୍ୟ ପଚାରିକି ବୁଝୁଥିଲା ।

ହେଲେ ହଟାତ ଚଲାବୁଲା କରି କରୁ ଗତ କାଲି ସନ୍ଧ୍ଯା ସମୟରେ ମା’ଙ୍କର ଦେହାନ୍ତ ଘଟିଗଲା । ତେବେ ଅଭିନେତା ଶ୍ରୀତମ ଦାସଙ୍କ ମା’ ଙ୍କ ଆତ୍ମାଙ୍କର ଆତ୍ମାର ସଦଗତି ହେଉ ବୋଲି ତାଙ୍କ ପ୍ରତି ଆମର ଶ୍ରଦ୍ଧାଞ୍ଜଳି ରହୁଅଛି ।  ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକରୁ ଅଧିକ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *