Shraddha Kapoor ଙ୍କ ଏହି 4 ଟି ଫିଲ୍ମ କୁ କେବେ ବି ଦେଖିବାକୁ ଚାହାଁନ୍ତି ନାହିଁ ପାପା Shakti Kapoor, କରନ୍ତି ଘୃଣା

ବନ୍ଧୁଗଣ ଆପଣ ମାନେ ସାମସ୍ତେ ବଲିଉଡର ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ସେହି କଳାକାର ଜଣକ ହେଉଛନ୍ତି ଶକ୍ତି କପୁର। ଆପଣ ମାନେ ଶକ୍ତିଙ୍କର ବହୁତ ସୁପର ହିଟ ଫିଲ୍ମ ଦେଖିଥିବେ । ହେଲେ ବର୍ତ୍ତମାନ ଶକ୍ତିଙ୍କ ଝିଅ ଶ୍ରଦ୍ଧା କପୁର ବଲିଉଡର ଜଣେ ଲୋକପ୍ରିୟ ଅଭିନେତ୍ରୀ ରୂପେ ପରିଚିତ ।

ଶକ୍ତି ନିଜ ଝିଅ ଶ୍ରଦ୍ଧାଙ୍କୁ ବହୁତ ପ୍ରେରଣା ଦିଅନ୍ତି । ହେଲେ ଶ୍ରଦ୍ଧାଙ୍କର ଏପରି କିଛି ଫିଲ୍ମ ଅଛି ଯାହାକୁ ଶକ୍ତି ଦେଖିବା ପାଇଁ ପସନ୍ଦ କରନ୍ତି ନାହିଁ । ବନ୍ଧୁଗଣ ଶ୍ରଦ୍ଧା ନିଜର ଏହି ସବୁ ଫିଲ୍ମ ପାଇଁ ବହୁତ ଟ୍ରୋଲିଙ୍ଗର ଶିକାର ମଧ୍ୟ ହୋଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଶ୍ରଦ୍ଧାଙ୍କର ସେହି ସମସ୍ତ ଫିଲ୍ମ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ହସିନା ପାର୍କର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି ୨୦୧୭ରେ ଆସିଥିବା ଫିଲ୍ମ ‘ହସିନା ପାର୍କର’ । ଏହି ଫିଲ୍ମଟି ଶ୍ରଦ୍ଧା ପାଇଁ ଏକ ସଫଳ ଫିଲ୍ମ ଅଟେ । ବନ୍ଧୁଫ୍ଗାନ ଏହି ଫିଲ୍ମଟି ଦେଖିବା ପାଇଁ ଶକ୍ତି ପସନ୍ଦ କରନ୍ତି ନାହିଁ । କାରଣ ଏହି ଫିଲ୍ମରେ ଶ୍ରଦ୍ଧା ଦୁବାଇର ଏକ ଲେଡି ଡନ୍ ର ଭୂମିକା ପଦର୍ଶନ କରିଛନ୍ତି । ହେଲେ ଶକ୍ତି ନିଜ ଝିଅକୁ ଆଜି ପର୍ଯ୍ୟନ୍ତ ଏକ ସିଧା ସାଧା ଝିଅ ପରି ଦେଖି ଆସିଛନ୍ତି । ସେଥିପାଇଁ ଶକ୍ତି ଏହି ଫିଲ୍ମକୁ ଦେଖିବା ପାଇଁ ପସନ୍ଦ କରନ୍ତି ନାହିଁ ।

ଓକେ ଜାନୁ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛି ଫିଲ୍ମ ‘ଓକେ ଜାନୁ’ । ବନ୍ଧୁଗଣ ଲିଭିଙ୍ଗ ରିଲେସନ ଉପରେ ଆଧାରିତ ହୋଇଥିବା ଏହି ଫିଲ୍ମଟି ଫ୍ଲପ ହୋଇଯାଇଥିଲା । ଏହା ସହିତ ଏହି ଫିଲ୍ମରେ ଶ୍ରଦ୍ଧା ଓ ଆଦିତ୍ୟ ବହୁତ ଇଣ୍ଟିମେଣ୍ଟ ସିନ୍ସ ମଧ୍ୟ ଦେଇଥିଲେ ଯାହା ସେହି ସମୟରେ ବହୁତ ଚର୍ଚାରେ ଥିଲା । ସେଥିପାଇଁ ଏହି ଫିଲ୍ମକୁ ଦେଖିବା ପାଇଁ ଶକ୍ତି ପସନ୍ଦ କରନ୍ତି ନାହିଁ ।

ହାଫ ଗାର୍ଲଫ୍ରେଣ୍ଡ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛି ୨୦୧୭ରେ ଆସିଥିବା ଫିଲ୍ମ ‘ହାଫ ଗାର୍ଲଫ୍ରେଣ୍ଡ’ । ବନ୍ଧୁଗଣ ଏହି ଫିଲ୍ମଟିକୁ ଲୋକମାନେ ବହୁତ ପସନ୍ଦ କରିଥିଲେ ଓ ଏହି ଫିଲ୍ମଟି ସୁପର ହିଟ ମଧ୍ୟ ହୋଇଥିଲା ହେଲେ ଶକ୍ତି ଏହି ଫିଲ୍ମକୁ ଦେଖିବା ପାଇଁ ପସନ୍ଦ କରନ୍ତି ନାହିଁ । କାରଣ ଏହି ଫିଲ୍ମର ଶୁଟିଙ୍ଗ ସେଟରେ ଶ୍ରଦ୍ଧା ଓ ଅର୍ଜୁନ କପୁରଙ୍କର ବହୁତ ବଡ ଝଗଡା ହୋଇଥିଲା । ଏହି କାରଣ ପାଇଁ ଶକ୍ତି ଏହି ଫିଲ୍ମକୁ ଦେଖିବା ପାଇଁ ପସନ୍ଦ କରି ନଥିଲେ ।

ରକଅନ୍ ୨- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛି ୨୦୧୬ରେ ଆସିଥିବା ଫିଲ୍ମ ‘ରକଅନ୍ ୨’ । ଏହି ଫିଲ୍ମଟି ଲୋକମାନଙ୍କୁ ବହୁତ ପସନ୍ଦ ଆସିଥିଲା ଓ ସୁପର ହିଟ ମଧ୍ୟ ହୋଇଥିଲା । ହେଲେ ଏହି ଫିଲ୍ମକୁ ଦେଖିବା ପାଇଁ ଶକ୍ତି ପସନ୍ଦ କରନ୍ତି ନାହିଁ । କାରଣ ଏହି ଫିଲ୍ମ କରିବା ସମୟରେ ଶ୍ରଦ୍ଧା ଓ ଫରାନ ପରସ୍ପରକୁ ପ୍ରେମ କରି ବସିଥିଲେ । କିନ୍ତୁ କିଛି ସମୟ ପରେ ଫରାନ ଶ୍ରଦ୍ଧାଙ୍କୁ ଧୋକା ଦେଇଥିଲେ । ଫରାନଙ୍କ ପାଇଁ ଶକ୍ତି ଏହି ଫିଲ୍ମକୁ ଦେଖନ୍ତି ନାହିଁ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *