Bollywood ର ଏହି 8 ଜଣ ଅଭିନେତ୍ରୀ ହେଉଛନ୍ତି ସବୁଠୁ ଅଧିକ ଗୋରୀ ଆଉ ସୁନ୍ଦରୀ, ନମ୍ବର ୨ ର ରଙ୍ଗ ତ କ୍ଷୀର ପରି ପୁରା ସଫା ଧଳା

ବନ୍ଧୁମାନେ, ଭାରତୀୟ ସିନେମା ଜଗତ ରେ ଅନେକ ସୁନ୍ଦରୀ ମହିଳା ଅଛନ୍ତି। ଏଠାରେ କିଛି ଅଭିନେତ୍ରୀ ନେଚୁରାଲୀ ବହୁତ ସୁନ୍ଦର ଅଟନ୍ତି। ତାଙ୍କୁ ସର୍ଜରି ର କିଛି ଆବଶ୍ୟକତା ହି ନାହିଁ। ଆଉ ନା ହି ସେମାନେ କିଛି ସର୍ଜରି କରେଇ ଛନ୍ତି। ଯେଉଁଠି କି କିଛି ଅଭିନେତ୍ରୀ ତାଙ୍କ ସୌନ୍ଦର୍ଯ୍ୟ କୁ ନିଜ ସର୍ଜରି ଦ୍ୱାରା ହି ଦେଖେଇ ଥାଆନ୍ତି। ଆପଣ ବହୁତ ଏମିତି ଅଭିନେତ୍ରୀ ଙ୍କ ବାବଦରେ ଶୁଣିଥିବେ ଯିଏ କି ସର୍ଜରି କରେଇ ଥାଆନ୍ତି।

ଗୋରା ଆଉ ସୁନ୍ଦର ହେବା ସବୁ ଲୋକଙ୍କ ଆଶା ହେଇଥାଏ ଯେବେ କି ଅସୁନ୍ଦର ଆଉ ଶ୍ୟାମଳ ହେବା ଦ୍ୱାରା ଲୋକଙ୍କ ଆତ୍ମ ବିଶ୍ୱାସ କମ ହେଇଯାଏ। ଆଜି ଏଠାରେ ଆମେ ଆପଣଙ୍କୁ ସେମିତି କିଛି ଅଭିନେତ୍ରୀ ଙ୍କ ବାବଦରେ କହିବାକୁ ଯାଉଛୁ ଯାହାଙ୍କ ନାମ ବଲିଉଡ ର କିଛି ସବୁଠୁ ସୁନ୍ଦରୀ ଆଉ ଗୋରୀ ଅଭିନେତ୍ରୀ ଙ୍କ ଭିତରେ ହେଇଥାଏ।

୧: କରିନା କପୁର: ବେବୋ କରିନା କପୁର ଙ୍କୁ ବଲିଉଡ ର କିଛି ସବୁଠୁ ସୁନ୍ଦରୀ ଅଭିନେତ୍ରୀ ମାନଙ୍କ ଭିତରେ ଗଣା ଯାଇଥାଏ। ତାଙ୍କ ରଙ୍ଗ କାଗଜ ଭଳି ଧଳା ଆଉ ତାଙ୍କ ଚେହେରା ରେ ଗୋଟେ ବି ଦାଗ କି ଚିନ୍ହ କିଛି ବି ନାହିଁ।

୨: ଅନୁଷ୍କା ଶର୍ମା: ଅନୁଷ୍କା ଶର୍ମା ଆଜି ବଲିଉଡ ର କିଛି ସବୁଠୁ ଟପ ଆକଟ୍ରେସ ମାନଙ୍କ ଭିତରୁ ଜଣେ। ଏବେ ଏବେ ହି ସେ କ୍ରିକେଟ ର ସମ୍ରାଟ ବିରାଟ କୋହଲି ଙ୍କ ସହ ବିବାହ କରିଛନ୍ତି । ସେ ଦେଖିବାକୁ ବହୁତ ସୁନ୍ଦର ଆଉ ତାଙ୍କ ରଙ୍ଗ ବି କ୍ଷୀର ଭଳି ଧଳା ଅଟେ।

୩: ତମନ୍ନା ଭାଟିଆ: ମୁମ୍ବାଇ ରେ ଜନ୍ମିଥିବା ତମାନ୍ନା ସାଉଥ ର ବହୁତ ଫିଲ୍ମ ମାନଙ୍କରେ କାମ କରି ସାରିଛନ୍ତି। ତାଙ୍କ ରଙ୍ଗ ବି ବହୁତ ଧଳା ଆଉ ତାଙ୍କ ପୁରା ଶରୀର ରେ ଗୋଟେ ବି ଦାଗ ନାହିଁ।

୪: ମୋନିକା ବେଦୀ: ଅଣ୍ଡର ୱାର୍ଲଡ଼ ଡ଼ନ ଆବୁ ସାଲେମ ଆଉ ମୋନିକା ବେଦୀ ଙ୍କର ଆଫେୟର ବହୁତ ଚର୍ଚ୍ଚା ରେ ଥିଲା। ପୋଲିସ ରେ ଧରା ପଡିବା ପରେ ସେ ବି ଡ଼ନ ଙ୍କ ସହ କିଛି ଦିନ ଜେଲ ରେ କାଟିଥିଲେ। ତାଙ୍କୁ ବି ବଲିଉଡ ର କିଛି ସବୁଠୁ ଗୋରୀ ଅଭିନେତ୍ରୀ ଙ୍କ ଭିତରେ ଗଣା ଯାଏ।

୫: ଜ୍ୟାକଲିନ ଫର୍ଣ୍ଣଣ୍ଡିସ: ଶ୍ରୀଲଙ୍କା ର ଅଭିନେତ୍ରୀ ତଥା ଭାରତ ରେ ଅନ୍ୟତମ ଚର୍ଚ୍ଚା ରେ ଥିବା ଜ୍ୟାକ୍ଲିନ ବି ବଲିଉଡ ର କିଛି ସବୁଠୁ ସୁନ୍ଦରୀ ଆଉ ଗୋରୀ ଅଭିନେତ୍ରୀ ଙ୍କ ଭିତରେ ପରିଚିତ।

୬ : କରିସ୍ମା କପୁର: ୯୦ ଦଶକ ର ଅନ୍ୟତ୍ତମ ଅଭିନେତ୍ରୀ ଭାବେ ପରିଚିତ କରିସ୍ମା ଙ୍କ ରଙ୍ଗ ବି କାଗଜ ପରି ଧଳା।

୭: କେଟ୍ରିନା କେଫ: କେଟ୍ରିନା ଙ୍କର ନାଁ ଦୁନିୟା ର କିଛି ସବୁଠୁ ବଡ଼ ଅଭିନେତ୍ରୀ ଙ୍କ ଭିତରେ ମନା ଯାଏ। ସେ ବି କ୍ଷୀର ପରି ଧଳା।

୮: ଆଲିଆ ଭଟ୍ଟ: ନିଜ ସବୁ ଫିଲ୍ମ ରେ ଅଦା ରେ ଫ୍ୟାନସ ମାନଙ୍କୁ ପାଗଳ କରିଥିବା ଆଲିଆ ଙ୍କର ନାମ ବି ଏଥିରେ ଅଛି। ସେ ମଧ୍ୟ କାଗଜ ପରି ଧଳା ଆଉ ତାଙ୍କ ଶରୀର ରେ ବି ଗୋଟେ ବି ସ୍ପଟ ନାହିଁ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *