ସାପ କାମୁଡ଼ିଲେ ତୁରନ୍ତ କରନ୍ତୁ ଏହି ଉପାୟ, ବଞ୍ଚିଯିବ ରୋଗୀର ଜୀବନ

ନମସ୍କାର ବନ୍ଧୁଗଣ ଆମ ଦେଶ ରେ ଅନେକ ଜୀଵନ ଜନ୍ତୁ ଭରି ରହିଛନ୍ତି ସେହି ପରି ଏକ ପ୍ରାଣୀ ହେଉଛି ସାପ । ଯାହା ଆମ ଦେଶର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥାନ୍ତି । ତେବେ ସାପ ବିଭିନ୍ନ ପ୍ରକାରର ମଧ୍ୟ ହୋଇଥାନ୍ତି ଏବଂ ଦେଖିବାକୁ ମଧ୍ୟ ବହୁତ ଭିନ୍ନ ଥାଆନ୍ତି । କୋବ୍ରା, ଅଜଗର, ଧଣ୍ଡ ଆଦି ଅନେକ ପ୍ରକାରର ଥାଆନ୍ତି । ତେବେ ସୂଚନା ଅନୁସାରେ ଏହା ମଧ୍ୟ ଜଣା ପଡ଼ିଛି କି ସାପ କା-ମୁ-ଡି-ବା ଯୋଗୁଁ ମୃ-ତ୍ୟୁ ସଂଖ୍ୟା ଏହି ଭାରତରେ ବହୁତ ଅଧିକ ।

ଏହାର କାରଣ ଅଶିକ୍ଷିତ ହେବା ଏବଂ ଅନ୍ଧ ବିଶ୍ୱାସ ଉପରେ ଭରସା କରିବା । ଆଜି ଏହି ନୂତନ ଯୁଗରେ ମଧ୍ୟ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ସାପ କା-ମୁ-ଡି-ବା ପରେ ଡାକ୍ତର ଙ୍କ ପାଖକୁ ନ ଯାଇ କୌଣସି ତାନ୍ତ୍ରିକ କିମ୍ବା ଗୁଣିଆ ପାଖକୁ ଯାଆନ୍ତି ଏବଂ ତନ୍ତ୍ର ମନ୍ତ୍ର କରନ୍ତି ତେବେ ଭଣ୍ଡ ବାବା ନିଜର ଅଭିନୟ କରିଥାଏ କିନ୍ତୁ ସେହି ରୋଗୀ କୁ ଭଲ କରି ପାରେ ନାହିଁ ଏବଂ ଶେଷ ରେ ତାର ମୃ-ତ୍ୟୁ ହୋଇ ଯାଏ ।

ତେଣୁ ଆମ ଦେଶରେ ଏହାର ସଂଖ୍ୟା ଅଧିକ ଅଟେ । ତେବେ ଆଜି ଆସନ୍ତୁ ଜାଣିନେବା କି ସାପ କା-ମୁ-ଡି-ବା ପରେ କଣ କରିବା ଆବଶ୍ୟକ । ଯଦି ଆପଣ ଙ୍କୁ ସାପ କା-ମୁ-ଡ଼ି-ଛି ତେବେ ଆପଣ ତୁରନ୍ତ ପାଖ ଡାକ୍ତର ଖାନାକୁ ନେଇ ଚିକିତ୍ସା କରାନ୍ତୁ କିନ୍ତୁ ଯଦି ପାଖରେ କୌଣସି ଡାକ୍ତର ଖାନା ନାହିଁ ତେବେ ଆପଣ କଣ କରିବା ଉଚିତ ଆସନ୍ତୁ ଜାଣିବା । ସାପ କା-ମୁ-ଡ଼ି-ଲେ ଆପଣ ନିଜ ମୁଣ୍ଡ କୁ ଶାନ୍ତ ରଖିବା ଆବଶ୍ୟକ ।

ଅଧିକ ଡରିବା ଯୋଗୁଁ ହୃ-ଦ-ଘା-ତ ହେବାର ସମ୍ଭାବନା ଥାଏ ତେଣୁ ନିଜ ମୁଣ୍ଡ ଏବଂ ନିଜକୁ ଶାନ୍ତ ରଖିବା ଉଚିତ ଏବଂ ଏଠି ସେଠି ଦୌଡ଼ିବା ଉଚିତ ନୁହେଁ । କାରଣ ଏପରି କରିବା ଦ୍ୱାରା ରକ୍ତଚାପ ବଢିବାକୁ ଲାଗିବ ଏବଂ ବି-ଷ ପୁରା ଶରୀର ରେ ବ୍ୟାପି ଯିବ । ଏହା ଛଡା କୌଣସି ଅନ୍ଧବିଶ୍ୱାସ ଉପରେ ଭରସା କରିବା ନାହିଁ । ଝଡା ଫୁଙ୍କା କରିବା ନାହିଁ ସବୁବେଳେ ଡ଼ାକ୍ତରଖାନା କୁ ଯାଇ ସେଠାରେ ଚିକିତ୍ସା କରିବା ଏବଂ କଦାପି ସାପ କା-ମି-ଡ଼ି-ବା କ୍ଷତ ରୁ ବି-ଷ କୁ ବାହାର କରିବା ପାଇଁ ପାଟି ବାଟେ ଚୁସିବା ଉଚିତ ନୁହେଁ ।

କାରଣ ବି-ଷ ରକ୍ତ ସହିତ ମିଶି ଯାଇଥାଏ ତେଣୁ ଏହା କରିବା ଉଚିତ ନୁହେଁ । ଏହା ସହ ଯେତେବେଳେ ବି କୌଣସି ଜଂଗଲ ଜାଗା କୁ ଯିବେ ସବୁବେଳେ ଜୋତା ପିନ୍ଧି ଯାଆନ୍ତୁ ଏବଂ ସାପ କା-ମୁ-ଡ଼ି-ଲେ ନିଜକୁ ହାଲକା ରଖନ୍ତୁ ଏବଂ ବ୍ୟସ୍ତ ହୁଅନ୍ତୁ ନାହିଁ । ଏହା ଛଡା ଯଦି ଆପଣ ଙ୍କ ର କୌଣସି ପରିଜନ କୁ ସାପ କା-ମୁ-ଡ଼ି-ଛି ତେବେ ତାଙ୍କୁ ଆସ୍ଵାସନା ଦିଅନ୍ତୁ ଏବଂ ତୁରନ୍ତ ଆମ୍ବୁଲାନ୍ସ ଡାକି ହସ୍ପିଟାଲ ନେଇ ଯାଆନ୍ତୁ ।

ଏହା ସହିତ ନିଜ ଘର କୁ ଭଲ ଭାବରେ ସଫା ରଖନ୍ତୁ ଯେପରି କୌଣସି ଜୀବ ଜନ୍ତୁ ଆସିବେ ନାହିଁ ଏବଂ ଡାକ୍ତର ଙ୍କ ପାଖକୁ ନେଲା ବେଳେ ରୋଗୀ କୁ ବାମ ପଟେ କରି ଶୁଆନ୍ତୁ । ତେବେ ଏହି ସବୁ ଉପାୟ ଦ୍ବାରା ଆପଣ ସାପ କାମୁଦାର ଚିକିତ୍ସା କରି ପାରିବେ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *