ରାକ୍ଷୀରେ Bollywood ଷ୍ଟାର ମାନଙ୍କ ଦାମୀ ଗିଫ୍ଟ, Akshay Kumar ନିଜ ଭଉଣୀ ଙ୍କୁ ଦେଲେ ସବୁଠୁ ଅଧିକ ମହଙ୍ଗା ଗିଫ୍ଟ, ଯାହାର ଦାମ ଶୁଣିଲେ ଆପଣ ଚମକି ପଡିବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ରାକ୍ଷୀ ପୂର୍ଣ୍ଣିମା ହେଉଛି ଏଭଳି ଏକ ପର୍ବ ଯାହା ସମ୍ପୂର୍ଣ୍ଣ ଦୁନିଆ ରେ ବହୁତ ଧୁମଧାମରେ ପାଳନ କରାଯାଇଥାଏ।ବଲିଉଡ ଇଣ୍ଡଷ୍ଟ୍ରୀ ର କଳାକାର ମଧ୍ୟ ନିଜ ଭାଇ ଓ ଭଉଣୀ ଙ୍କ ସହିତ ଏହି ପର୍ବ କୁ ପାଳନ କରନ୍ତି ଏବଂ ପରସ୍ପର କୁ ଦାମୀ ଗିଫ୍ଟ ମଧ୍ୟ ଦେଇଥାନ୍ତି। ଆଜି ଆମେ ଆପଣ ମାନଙ୍କୁ ବଲିଉଡ ସେଲିବ୍ରିଟି ଙ୍କ ରାକ୍ଷୀ ପୂର୍ଣ୍ଣିମା ରେ ମିଳିଥିବା ଦାମୀ ଗିଫ୍ଟ ସମ୍ବନ୍ଧରେ କହିବୁ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି, ଅର୍ଜୁନ କପୁର। ଅର୍ଜୁନ କପୁର ନିଜ ଭଉଣୀ ଜାହ୍ନବୀ କପୁର ଙ୍କ ସହିତ ମୁମ୍ବାଇ ରେ ରାକ୍ଷୀ ପୂର୍ଣ୍ଣିମା ସେଲିବ୍ରେଟ କରିଥିଲେ। ଅର୍ଜୁନ ଜାହ୍ନବୀ ଙ୍କୁ ଏକ ଡାଇମଣ୍ଡ ସେଟ ଗିଫ୍ଟ କରିଥିଲେ। ଯାହାର ଦାମ ୧ କୋଟି ଟଙ୍କା ଅଟେ। ୨. ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଇବ୍ରାହିମ ଅଲ୍ଲୀ ଖାଁ। ଇବ୍ରାହିମ ନିଜ ବଡ଼ ଭଉଣୀ ସାରା ଅଲ୍ଲୀ ଖାଁ ଙ୍କୁ ଏହି ଖୁସି ର ପର୍ବ ରେ ଏକ ଡାଇମଣ୍ଡ ମୁଦି ଗିଫ୍ଟ କରିଥିଲେ। ଯାହାର ଦାମ ୧ କୋଟି ଟଙ୍କା ଅଟେ।

୩. ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ସିଦ୍ଧାର୍ଥ କପୁର। ସିଦ୍ଧାର୍ଥ କପୁର ନିଜ ଭଉଣୀ ଶ୍ରଦ୍ଧା କପୁର ଙ୍କୁ ରାକ୍ଷୀ ପୂର୍ଣ୍ଣିମା ରେ ଏକ ଲାମବର୍ଗିନୀ କାର୍ ଗିଫ୍ଟ କରିଥିଲେ। ଯାହାର ଦାମ ୫ କୋଟି ଟଙ୍କା ଅଟେ। ୪. ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ଲଭ ସିହ୍ନା। ଲଭ ସିହ୍ନା ନିଜ ଭଉଣୀ ସୋନାକ୍ଷୀ ସିହ୍ନା ଙ୍କୁ ଏହି ପର୍ବ ରେ ଏକ ନେକଲେସ ସେଟ ଗିଫ୍ଟ କରିଥିଲେ। ଯାହାର ଦାମ ୪୦ ଲକ୍ଷ ଟଙ୍କା ଅଟେ।

୫. ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ସୈଫ ଅଲ୍ଲୀ ଖାଁ। ସୈଫ ମୁସଲିମ ହେବା ସତ୍ତ୍ୱେ ଏହି ପର୍ବ କୁ ପାଳନ କରନ୍ତି। ସେ ଏହି ରାକ୍ଷୀ ପୂର୍ଣ୍ଣିମା ରେ ନିଜ ସାନ ଭଉଣୀ ସୋହା ଅଲ୍ଲୀ ଖାଁ ଙ୍କୁ ଡାଇମଣ୍ଡ ୟର୍ରିଙ୍ଗ ଗିଫ୍ଟ କରିଛନ୍ତି। ଯାହାର ଦାମ ୩୦ ଲକ୍ଷ ଟଙ୍କା ଅଟେ। ୬. ଏହି ଲିଷ୍ଟ ର ଷଷ୍ଠ ସ୍ଥାନରେ ଅଛନ୍ତି ଅକ୍ଷୟ କୁମାର। ଅକ୍ଷୟ କୁମାର ନିଜ ଭଉଣୀ ଅଲକା ଭାଟିଆ କୁ ରାକ୍ଷୀ ପୂର୍ଣ୍ଣିମା ରେ ଏକ ପ୍ରାଇଭେଟ ୟାଚ ଗିଫ୍ଟ କରିଛନ୍ତି। ଯାହାର ଦାମ ୨୨ କୋଟି ଟଙ୍କା ଅଟେ।

୭. ଏହି ଲିଷ୍ଟ ର ସପ୍ତମ ସ୍ଥାନରେ ଅଛନ୍ତି ଆମୀର ଖାଁ। ଆମୀର ଖାଁ ନିଜ ଦୁଇ ଭଉଣୀ ଙ୍କ ସହିତ ରାକ୍ଷୀ ପୂର୍ଣ୍ଣିମା ସେଲିବ୍ରେଟ କରିଛନ୍ତି। ସେ ନିଜ ଦୁଇ ଭଉଣୀ ଫରାତ ଖାଁ ଓ ନିଖତ ଖାଁ ଙ୍କୁ ଗୋଲ୍ଡ ଚେନ୍ ଗିଫ୍ଟ କରିଛନ୍ତି। ଯାହାର ଦାମ ୩୦ ଲକ୍ଷ ଟଙ୍କା ଅଟେ। ୮. ଏହି ଲିଷ୍ଟ ର ଅଷ୍ଟମ ସ୍ଥାନରେ ଅଛନ୍ତି ସଲମାନ ଖାଁ। ସଲ୍ମାନ ଖାଁ ନିଜ ସାବତ ଭଉଣୀ ଅର୍ପିତା ଙ୍କୁ ରାକ୍ଷୀ ପୂର୍ଣ୍ଣିମା ରେ ମନୀଷ ମଲ୍ହୋତ୍ରା ଡିଜାଇନର ଲେହେଁଗା ଗିଫ୍ଟ କରିଛନ୍ତି। ଯାହାର ଦାମ ୯୦ ଲକ୍ଷ ଟଙ୍କା ଅଟେ।

୯. ଏହି ଲିଷ୍ଟ ର ନବମ ସ୍ଥାନରେ ଅଛନ୍ତି ଟୋନି କକ୍କର୍। ଟୋନି କକ୍କର୍ ନିଜ ଭଉଣୀ ନେହା କକ୍କର୍ ଙ୍କ ସହିତ ଏକ ଖାସ ବଣ୍ଡିଙ୍ଗ ସେୟାର କରନ୍ତି। ଏହି ରାକ୍ଷୀ ପୂର୍ଣ୍ଣିମା ରେ ଟୋନି ନିଜ ଭଉଣୀ ନେହା ଙ୍କୁ ଏକ ଡାଇମଣ୍ଡ ବ୍ରେସଲେଟ୍ ଗିଫ୍ଟ କରିଛନ୍ତି। ଯାହାର ଦାମ ୫ କୋଟି ଟଙ୍କା ଅଟେ। ୧୦. ଏହି ଲିଷ୍ଟ ର ଦଶମ ସ୍ଥାନରେ ଅଛନ୍ତି ଅଭିଷେକ ବଚ୍ଚନ। ଅଭିଷେକ ବଚ୍ଚନ ନିଜ ଭଉଣୀ ଶ୍ୱେତା ବଚ୍ଚନ ଙ୍କୁ ଏହି ରାକ୍ଷୀ ପୂର୍ଣ୍ଣିମା ରେ ଇଟାଲୀ ରେ ଏକ ଆପାର୍ଟମେଣ୍ଟ ଗିଫ୍ଟ କରିଛନ୍ତି। ଯାହାର ଦାମ ୧୫ କୋଟି ଟଙ୍କା ଅଟେ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *