ଗର୍ଭାବସ୍ଥାରେ ଭୁଲରେ ବି ଖାଇବେନି ଏହି 8 ଟି ଫଳ, ହେଇପାରେ ଗର୍ଭପାତ

ବନ୍ଧୁଗଣ, ଯଦି ଆପଣ ଗ-ର୍ଭ-ବ-ତୀ ଅଛନ୍ତି ତେବେ ଆପଣ ଉପଯୁକ୍ତ ଫଳ, ପନିପାରିବା ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରଚୁର ପରିମାଣରେ ଖାଇବା ଉଚିତ । କାରଣ ଏହା ଗ-ର୍ଭ ରେ ବଢୁଥିବା ଶିଶୁ ର ବିକାଶ ରେ ସହାୟତା ହୋଇଥାଏ । ଏହା ସହିତ ଏଭଳି କିଛି ଫଳ ରହିଅଛି ଯାହାକୁ ଗ-ର୍ଭ-ବ-ତୀ ମହିଳା ମାନେ ଖାଇଲେ ଗ-ର୍ଭ ନ-ଷ୍ଟ ହୋଇଯାଏ । ଆସନ୍ତୁ ଜାଣିବା ଏହିସବୁ ଫଳ ବିଷୟରେ । ୧- ସପୁରୀ- ଗ-ର୍ଭ ରହିବାର ୩ ମାସ ଆଦୌ ସପୁରୀ ରହିବା ଉଚିତ ନୁହେଁ । କାରଣ ସପୁରୀ ରେ ବ୍ରୋ ମେଲାଇନ ନାମକ ଏନଯାଇମ ରହିଥାଏ ।

ଏହା ଯୁ-ଟେ-ରା-ଇ-ନ ଙ୍କୁ ସଙ୍କୁଚିତ କରିଦେଇଥାଏ । ଏଣୁ ଗ-ର୍ଭ-ପା-ତ ହେବାର ସମ୍ଭାବନା ଯଥେଷ୍ଟ ବଢିଯାଇଥାଏ । ଏହା ବ୍ୟତୀତ ପ୍ରଚୁର ରକ୍ତ ପଡିଥାଏ । ଏଣୁ ଗ-ର୍ଭ-ବ-ସ୍ଥା ରେ ସପୁରୀ ଆଦୌ ଖାଆନ୍ତୁ ନାହିଁ । ୨- ଅଙ୍ଗୁର- ଗ-ର୍ଭା-ବ-ସ୍ଥା- ରେ କୌଣସି ପ୍ରକାରର ଅଙ୍ଗୁର ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ । କାରଣ ଅଙ୍ଗୁରରେ ରେସଭରାଟ୍ରୋଲ ନାମକ ଯୌଗିକ ଥାଏ । ଏହା ଗ-ର୍ଭ-ବ-ତୀ ମହିଳା ମାନଙ୍କ ନିମନ୍ତେ ବି-ଷା-କ୍ତ ଏବଂ କ୍ଷ-ତି-କାରକ ହୋଇଥାଏ । ଅଙ୍ଗୁରର ଏସିଡ ଗୁଣ ଯୋଗୁଁ ନାନା ପ୍ରକାରର ସମାସ୍ୟା ଦେଖାଯାଇଥାଏ ।

୩- ତେନ୍ତୁଳୀ- ଗ-ର୍ଭ ରହିବାର ପ୍ରଥମ ୩ ମାସ ଆଦୌ ତେନ୍ତୁଳୀ ଖାଇବେ ନାହିଁ । ତେନ୍ତୁଳିରେ ଅତ୍ୟଧିକ ଭିଟାମିନ-c ରହିଥାଏ । ଏହା ଶରୀରର ବିକାଶ ହେଉଥିବା ହରମୋନ କୁ କମ କରିଦେଇଥାଏ । ଏହା ଫଳରେ ଗ-ର୍ଭ-ପା-ତ ଅଥବା ଗ-ର୍ଭ ରେ ବଢୁଥିବା ଶିଶୁ ଙ୍କ କୋଷ ନ-ଷ୍ଟ ହୋଇଯାଇପାରେ ।

୪- ଅମୃତ ଭଣ୍ଡା- ଏହା ପୋଷକ ତତ୍ଵ ରେ ପରିପୂର୍ଣ୍ଣ ହୋଇଥାଏ । ମାତ୍ର ଗ-ର୍ଭା-ବ-ସ୍ଥା ରେ ଅମୃତ ଭଣ୍ଡା ଆଦୌ ଖାଆନ୍ତୁ ନାହିଁ । ଅମୃତ ଭଣ୍ଡା ଖାଇଲେ ଏହା ଶରୀରର ତାପମାତ୍ରା କୁ ବଢାଇ ଦେଇଥାଏ । ଏହା ଗ-ର୍ଭା-ବ-ସ୍ଥା ରେ ଆଦୌ ଭଲ ନୁହେଁ । ୫- କଦଳୀ- ଗ-ର୍ଭା-ବ-ସ୍ଥା ରେ କଦଳୀ ଖାଇବା ଲାଭଦାୟକ ହୋଇଥାଏ ମାତ୍ର ଯେଉଁ ଗ-ର୍ଭବତୀ ମହିଳା ଙ୍କୁ ଡାଇବେଟିକ୍ସ ଥାଏ କିମ୍ବା କଦଳୀ ରୁ ଏଲର୍ଜି ରହିଥାଏ, ସେହି ମହିଳା ମାନେ କଦଳୀ ଖାଇବା ଉଚିତ ନୁହେଁ ।

୬- ଖଜୁରୀ- ଗ-ର୍ଭା-ବ-ସ୍ଥା ରେ ଅତ୍ୟାଧିକ ଖଜୁରୀ ଖାଇବା ଉଚିତ ନୁହେଁ ।  ଦିନରେ ମାତ୍ର ଆପଣ ୧ ରୁ ୨ ଟି ଖଜୁରୀ ଖାଇ ପାରିବେ ମାତ୍ର ତାହାଠାରୁ ଅଧିକ ଖାଇଲେ ତାହା ଆପଣଙ୍କ ନିମନ୍ତେ ହା-ନି କା-ର-କ ସାବ୍ୟସ୍ଥ ହେବ । ୭- ଫ୍ରିଡ୍ଜ ରେ ରଖାଯାଇଥିବା ଫଳ- ଗ-ର୍ଭ-ବ-ତୀ ମହିଳା ମାନେ ଫ୍ରିଡ୍ଜ ରେ ବେଶୀ ଦିନଧରି ରଖିଥିବା ଫଳ କୁ ସେବନ କରନ୍ତୁ ନହିଁ । କାରଣ ଏଥିରେ ପୋଷକ ତତ୍ଵ ରହିନଥାଏ ।

୮- ତରଭୁଜ- ତରଭୁଜ ଖାଇଲେ ଏହା ଶରୀରରୁ ବି-ଷା-କ୍ତ ପଦାର୍ଥ କୁ ବାହାର କରିଦେଇଥାଏ । କିନ୍ତୁ ଗ-ର୍ଭା-ବ-ସ୍ଥା ରେ ତରଭୁଜ ସେବନ କଲେ ଗ-ର୍ଭ-ରେ ଥିବା ଶିଶୁ ତରଭୁଜ କାରଣରୁ ମା’ ଶରୀରରୁ ବାହାରୁଥିବା ବି-ଷ-କ୍ତ ପଦାର୍ଥ ସଂସ୍ପର୍ଶରେ ଆସିଥାଏ । ଏହାଫଳରେ ଶିଶୁ ଟି ରୋଗଗ୍ରସ୍ତ ହୋଇଥାଏ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *