ନିଶାରେ ନିଜର ହୋସ ହରାଇ Sonam Kapoor ଙ୍କ ଉପରେ ରାଗିଗଲେ Malaika Arora, ଫାଡିଦେଲେ ଡ୍ରେସ, ଆଉ ତା’ ପରେ…

ବନ୍ଧୁଗଣ ବର୍ତ୍ତମାନ ବଲିଉଡର ସମସ୍ତ ଅଭିନେତ୍ରୀ ଏନସିବି ଟାର୍ଗେଟରେ ଅଛନ୍ତି । ସେହିପରି ବର୍ତ୍ତମାନ ବଲିଉଡ ଅଭିନେତ୍ରୀ ସୋନମ କପୁର ଓ ମଲାଇକା ଅରୋରାଙ୍କ ଏକ ନୂଆ ମାମଲା ସାମ୍ନାକୁ ଆସିଛି । ଖବର ମିଳିଛି ଯେ ବହୁତ ଶୀଘ୍ର ଏହି ଦୁଇଜଣଙ୍କୁ ଡ୍ରଗ୍ସ କେସ ପାଇଁ ପଚରା ଉଚରା କରିବା ପାଇଁ ଏନସିବି ଟିମ ଡାକି ପାରେ । ବନ୍ଧୁଗଣ ବର୍ତ୍ତମାନ ଏକ ଏମିତି ଭିଡିଓ ଭାଇରାଲ ହେଉଛି ଯାହାକୁ ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିଆମେ ଆପଣ ମାନଙ୍କୁ ସେହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ଏହି କିଛି ଦିନ ତଳେ ସେଲିବ୍ରେଟି ମନୀଷ ମଲ୍ହୋତ୍ରାଙ୍କ ଜନ୍ମ ଦିନ ପାଳନ ହେଉଥିଲା । ସେହି ଜନ୍ମ ଦିନରେ ପ୍ରାୟ ସମସ୍ତ ବଲିଉଡ ଷ୍ଟାର ଉପସ୍ଥିତ ଥିଲେ । ସେହି ସ୍ଥାନରେ ମଲାଇକା ଏବଂ ତାଙ୍କ ପୂର୍ବ ସ୍ଵାମୀ ଅରବାଜ ଖାନ ମଧ୍ୟ ଥିଲେ । ଅରବାଜ ଖାନ ସେହି ସ୍ଥାନକୁ ନିଜ ଗାର୍ଲ ଫ୍ରେଣ୍ଡ ସହ ଆସିଥିଲେ । ହେଲେ ସେହି ପାର୍ଟିରେ ତମାସା ସେତେବେଳେ ହେଲା ଯେତେବେଳେ ମଲାଇକା ବହୁତ ଅଧିକ ମଦ ପିଇଦେଇଥିଲେ ।

କାରଣ ସେହି ସମୟରେ ମଲାଇକା ନିଜ ପୂର୍ବ ସ୍ଵାମୀଙ୍କୁ ଓ ସ୍ଵାମୀର ଗାର୍ଲଫ୍ରେଣ୍ଡକୁ ପରସ୍ପର ସହ ଡ୍ୟାନ୍ସ କରୁଥିବାର ଦେଖି ମଲାଇକା ସହିପାରି ନଥିଲେ । ଯାହାଫଳରେ ସେ ବହୁତ ଅଧିକ ମଦ ପିଇଦେଇଥିଲେ । ସେହି ସମୟରେ ମଲାଇକା ଠିକ ଭାବରେ ଛିଡା ମଧ୍ୟ ହୋଇପାରୁ ନଥିଲେ । ସେତେବେଳେ ସୋନମ କପୁର ମଲାଇକାଙ୍କ ଏହି ଅବସ୍ତାକୁ ଦେଖି ତାଙ୍କ ସାହାର୍ଯ୍ୟ କରିବା ପାଇଁ ଆଗକୁ ଆସିଥିଲେ । ହେଲେ ମଲାଇକା ନିଶା ଅବସ୍ତାରେ ସୋନମଙ୍କୁ ବେଜତ କରିଦେଇଥିଲେ ।

ମଲାଇକାଙ୍କର ଏହି ବ୍ୟବହାରକୁ ଦେଖି ସୋନମ ଦୂରକୁ ଚାଲିଯାଇଥିଲେ । ଏହାଦ୍ବାରା ପାର୍ଟିରେ ଥିବା ସମସ୍ତ ଲୋକଙ୍କ ନଜର ଏହି ଦୁଇଜଣଙ୍କ ଉପରେ ପଡିଥିଲା । ଯେତେବେଳେ ଏହି ଖବର ମନୀଷ ମଲ୍ହୋତ୍ରା ଏବଂ କରନ ଜୋହରଙ୍କୁ ଜଣା ପଡିଥିଲା ସେତେବେଳେ ସେ ମଲାଇକାଙ୍କୁ ବୁଝାଇ ଏକ ଘରେ ରେସ୍ଟ କରିବା ପାଇଁ ଛାଡିଦେଇଥିଲେ ।

 

ସେହି ରୁମ୍କୁ ଯିବା ସମୟରେ ମଧ୍ୟ ମଲାଇକା ଠିକ ଭାବରେ ଚାଲି ପାରୁନଥିଲେ । ସେଥିପାଇଁ ସେ କରନ ଜୋହାର ଓ ମନୀଷ ମଲ୍ହୋତ୍ରାଙ୍କ ସାହାରା ନେଇ ରୁମ୍କୁ ଯାଇଥିଲେ । ଏହା ଛଡା ମଲାଇକା ଅଧିକାଂଶ ପାର୍ଟିରେ ଏହିପରି ଅଧିକ ମଦ ପଈ ତମସା କରିଥିବାର ନଜର ଆସିଛନ୍ତି । ମଲାଇକାଙ୍କର ଏହି ହରକତ ପରେ ସୋନମ ମଧ୍ୟ ତାଙ୍କ ଉପରେ କ୍ରୋଧ କରିଥିଲେ । ଯାହାଫଳରେ ମିଡିଆ ସାମ୍ନାରେ ସୋନମ ମଲାଇକାଙ୍କ ବିଷୟରେ ବହୁତ ଖରାପ କଥା ମଧ୍ୟ କହିଦେଇଥିଲେ ।

ପ୍ରଥମେ ଏହି ଦୁଇଜଣ ବହୁତ ଭଲ ସାଙ୍ଗ ଥିଲେ । ହେଲେ ମଲାଇକାଙ୍କର ଏହି ବ୍ୟବହାରକୁ ଦେଖି ସୋନମ ମଲାଇକାଙ୍କୁ ଘୃଣା କରିଛନ୍ତି । ବର୍ତ୍ତମାନ ଏହି ମାମଲାଟି ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ସମସ୍ତ ଲୋକ ମଲାଇକାଙ୍କର ଏହି ରୂପ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି ।

Leave a Reply

Your email address will not be published. Required fields are marked *