ବହୁତ ହିଁ ସୁନ୍ଦର ଅଟନ୍ତି South ର ଏହି 5 ଖଳନାୟକଙ୍କ ପତ୍ନୀ, 5 ନଂ Actor ଙ୍କ ପତ୍ନୀଙ୍କ ଆଗରେ ତ ହିରୋଇନ ମାନେ ବି ଫେଲ ହେଇଯାନ୍ତି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ସାଉଥ ଜଗତ ରେ ଯେତେ ଜରୁରୀ ନାୟକ ଙ୍କ ର ହୋଇଥାଏ ସେତିକି ସିନେମା ର ଖଳନାୟକ ଙ୍କର ମଧ୍ୟ ହୋଇଥାଏ। ଏହି କାରଣ ହେଉଛି କି ଅନେକ ସିନେମା ଏହି ଖଳନାୟକ ଙ୍କ ନାମରେ ପରିଚିତ। ଏହାକୁ ଦେଖି ସାଉଥ ରେ ଅନେକ ଅଭିନେତା ଖଳ ନାୟକ ଚରିତ୍ର ରେ ଅଭିନୟ କରି ଲୋକ ମାନଂକୁ ଖୁବ ଡ଼ରେଇ ମଧ୍ୟ ଛନ୍ତି ଏବଂ ତା ସହ ଦର୍ଶକ ମାନଙ୍କ ହୃଦୟ ରେ ମଧ୍ୟ ଘର କରି ପାରିଛନ୍ତି।

ଲୋକମାନେ ଯେତିକି ସିନେମା ର ନାୟକ କୁ ଭଲ ପାଆନ୍ତି ସେଭଳି ଓ ସେତିକି ଖଳ ନାୟକ ଙ୍କୁ ମଧ୍ୟ ଭଲ ପାଇଥାନ୍ତି। ଖଳନାୟକ ଙ୍କ ବିଷୟରେ ତ ସମସ୍ତେ ଜାଣିଛନ୍ତି କିନ୍ତୁ ତାଙ୍କ ବାସ୍ତବ ଜୀବନର ପତ୍ନୀ ଙ୍କ ବିଷୟରେ ଖୁବ କମ କଥା ଜାଣିଛନ୍ତି। ତେବେ ଚାଲନ୍ତୁ ଆଜି ଆମେ ସେହି ଖଳନାୟକ ଙ୍କ ବାସ୍ତବ ଜୀବନର ସ୍ତ୍ରୀ ଙ୍କ ବିଷୟରେ ଆଲୋଚନା କରିବା।

୧- ପ୍ରଥମ ଅଭିନେତା ହେଲେ ମୁକେଶ ରିଷୀ। ସାଉଥ ର ଅନେକ ସିନେମାରେ ଖଳନାୟକ ଚରିତ୍ର ରେ ନଜର ଆସିଥିବା ମୁକେଶ ରିଷୀ ସାଉଥ ର ଜଣେ ଲୋକପ୍ରିୟ ଖଳନାୟକ। ସେ ନିଜର ଅଭିନୟ ର ଯାଦୁ ରେ ଲୋକ ମାନଙ୍କ ହୃଦୟ ରେ ଘର କରି ପାରିଛନ୍ତି। ଏବଂ ତାଙ୍କ ସ୍ତ୍ରୀ ଙ୍କ ବିଷୟରେ କଥା କହିଲେ ତାଙ୍କ ସ୍ତ୍ରୀ ଙ୍କ ନାମ ହେଉଛି କେସନୀ ରିଷୀ। ସେମାନେ ୧୯୭୯ ରେ ବିବାହ କରିଥିଲେ। ଏବଂ ଏମାଙ୍କର ଗୋଟିଏ ପୁଅ ମଧ୍ୟ ଅଛି । ତାଙ୍କ ସ୍ତ୍ରୀ ଜଣେ ଶିକ୍ଷିକା ଥିଲେ ଏବଂ ବାହାଘର ପରେ ସେ ଏବେ ନିଜ ଘର ସଂସାର ସମ୍ଭାଳୁ ଛନ୍ତି। ଏବଂ ସେ ଦେଖିବାକୁ ମଧ୍ୟ ଖୁବ ସୁନ୍ଦରୀ।

୨- ଦ୍ୱିତୀୟ ଅଭିନେତା ହେଉଛନ୍ତି ଆଶିଷ ବିଦ୍ୟାର୍ଥୀ। ସାଉଥ ର ନମ୍ବର ୧ ଖଳନାୟକ ରେ ଆଶିଷ ଅଛନ୍ତି। ସାଉଥ ର ଅନେକ ସିନେମା ରେ ଅଭିନୟ କରିଛନ୍ତି ଏବଂ ପ୍ରାୟତଃ ସମସ୍ତ ନାୟକ ଙ୍କ ବିପକ୍ଷରେ ଅଭିନୟ କରିଛନ୍ତି। ତାଙ୍କ ବାସ୍ତବ ଜୀବନର ସ୍ତ୍ରୀ ଙ୍କ ନାମ ହେଉଛି ରାଜୁଶି ବିଦ୍ୟାର୍ଥୀ। ଏମାନେ ପ୍ରେମ ବିବାହ କରିଥିଲେ ଏବଂ ଏମାନ ଙ୍କର ଗୋଟିଏ ପୁଅ ମଧ୍ୟ ଅଛି। ରାଜୁଶି ମଧ୍ୟ ଜଣେ ଅଭିନେତ୍ରୀ। ସେ ଅନେକ ଧାରବାହିକ ଓ ସିନେମାରେ ଅଭିନୟ କରିଛନ୍ତି।

୩- ତୃତୀୟ ଅଭିନେତା ହେଉଛନ୍ତି ପ୍ରଦୀପ ରାୱାତ। ସାଉଥ ର ସବୁଠୁ ଖତର ନାକ ଖଳନାୟକ ହେଉଛନ୍ତି ପ୍ରଦୀପ। ସାଉଥ ର ଅନେକ ସିନେମା ରେ ସେ ନିଜର ଅଭିନୟ ର ଯାଦୁ ଦେଖେଇଛନ୍ତି। ତାଙ୍କ ସ୍ତ୍ରୀ ଙ୍କ ନାମ ହେଉଛି କଲ୍ୟାଣି ରାୱାତ। ଏବଂ ସେ ନିଜର ଘର ସଂସାରକୁ ସମ୍ଭାଳୁଛନ୍ତି।

୪- ଚତୁର୍ଥ ଅଭିନେତା ହେଉଛନ୍ତି ସାୟାଜି ଶିନ୍ଦେ। ସାୟାଜି ମରାଠୀ, ତେଲେଗୁ,କନ୍ନଡ଼,ମାଲାୟଲମ, ବଲିଉଡ ଆଦି ଇଣ୍ଡଷ୍ଟ୍ରି ରେ କାମ କରିଛନ୍ତି। ସେ ନିଜ କ୍ୟାରିଅର ରେ ୧୦୦ ରୁ ଅଧିକ ସିନେମା କରିଛନ୍ତି। ତେବେ ତାଙ୍କ ସ୍ତ୍ରୀ ଙ୍କ ବିଷୟରେ ଆଲୋଚନା କଲେ ସେ କୌଣସି ଅଭିନେତ୍ରୀ ଙ୍କ ଠାରୁ କମ ନୁହେଁ। ତାଙ୍କ ସ୍ତ୍ରୀ ଙ୍କ ନାମ ହେଉଛି ବନ୍ଦନା ସେମାନଙ୍କ ର ଗୋଟିଏ ପୁଅ ଏବଂ ଝିଅ ଅଛି।

୫- ପଞ୍ଚମ ଅଭିନେତା ହେଉଛନ୍ତି ପ୍ରକାଶ ରାଜ। ପ୍ରକାଶ ରାଜ ସମସ୍ତ ଙ୍କ ପ୍ରିୟ ଅଭିନେତା ସେ ନିଜର ଅଭିନୟ ରେ ସମସ୍ତ ଙ୍କ ହୃଦୟ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ତେବେ ସେ ୨୦୦ ରୁ ଅଧିକ ସିନେମା କରି ସାରିଛନ୍ତି ତାଙ୍କ ପ୍ରଥମ ପତ୍ନୀ ଙ୍କ ନାମ ହେଉଛି ଲଳିତା କୁମାରୀ ଯାହାଙ୍କୁ ସେ ୧୯୯୪ ମସିହାରେ କରିଥିଲେ କିନ୍ତୁ ୨୦୧୯ ରେ ତାଙ୍କ ର ଛାଡ଼ ପତ୍ର ହୋଇ ଯାଇଥିଲା ଏବଂ ପରେ ୨୦୧୦ ରେ ପୋନି ବର୍ମା ଙ୍କ ସହ ବିବାହ କରିଥିଲେ ଏବଂ ସେମାନଙ୍କ ର ଏକ ପୁତ୍ର ବେଦାନ୍ତ ମଧ୍ୟ ଅଛି।

Leave a Reply

Your email address will not be published. Required fields are marked *