ରାତିରେ 2 ମିନିଟ ଏହାକୁ ଲଗେଇ ଦିଅନ୍ତୁ, ସକାଳକୁ ଚେହେରା ଏତେ ଗୋରା କରିଦେବ କି ଆପଣ ବି ହେଇଯିବେ ଆଶ୍ଚର୍ଯ୍ୟ !

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟତଃ ଅଧିକାଂଶ ଲୋକ ଚେହେରା ବା ସ୍କିନ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ଲୋକମାନେ ଅନେକ ଫେସୱାସ ଓ ଫେସକ୍ରିମର ବ୍ୟବହାର କରୁଛନ୍ତି ହେଲେ ଏହି ସବୁ ଜିନିଷରେ କେମିକାଲ ମିଶି ଥାଏ ଯାହା ଆପଣଙ୍କ ଚେହେରା ଉପରେ ଖରାପ ପ୍ରଭାବ ପକାଇ ଥାଏ । ବନ୍ଧୁଗଣ ଯଦି ଆପଣ ମାନଙ୍କର ସ୍କିନ ଜନିତ ସମସ୍ୟା ତଥା ବ୍ରଣ, ଦାଗ ଓ କଳାପଣ ଆଦି ଅଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।

କାରଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି ଏକ ଉପଚାର ନେଇ ଆସିଛୁ ଯାହାର ପ୍ରୟୋଗ କରି ଆପଣ ନିଜ ସ୍କିନକୁ କ୍ଷୀର ଭଳି ଗୋରା କରିପାରିବେ । ଏହି ଉପଚାର କରିବା ଦ୍ଵାରା ଆପଣଙ୍କ ମୁହଁର ବ୍ରଣ, ଦାଗ ଓ କଳାପଣ ସଂପୂର୍ଣ୍ଣ ଦୂର ହୋଇଯିବ ଏବଂ ଆପଣଙ୍କ ମୁହଁ କାଚ ଭଳି ଚମକିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବା ରେମେଡି ବିଷୟରେ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ବହୁତ ଟଙ୍କାରେ ଓ ଅତି ସହଜରେ ଏହି ରେମେଡି ପ୍ରସ୍ତୁତ କରିପାରିବେ । ତେବେ ଏହି ରେମେଡି ପାଇଁ ଆମକୁ ଦରକାର ଲେମ୍ବୁ, ବିଲାତି ଟୁଥ ପେଷ୍ଟ ଓ ବେସନ । ପ୍ରଥମେ ଆପଣ ଗୋଟେ ପାତ୍ର ନିଅନ୍ତୁ ଓ ସେଥିରେ ଅଧା ଲେମ୍ବୁ ରସ ନିଅନ୍ତୁ । ଏହା ପରେ ଆପଣ ସେଥିରେ ଅଧା ବିଲାତି ରସ ନିଅନ୍ତୁ । ଏହା ପରେ ଆପଣ ଏଥିରେ ଅଧା ଇଞ୍ଚ ଟୁଥ ପେଷ୍ଟ ନିଅନ୍ତୁ ।

ବନ୍ଧୁଗଣ ଏହି ଉପଚାର ପାଇଁ ଆପଣ ମାନେ ଯେକୌଣସି ଟୁଥ ପେଷ୍ଟର ବ୍ୟବହାର କରିପାରିବେ ହେଲେ ଧ୍ୟାନ ରଖିବେ ଯେମିତି ସେହି ଟୁଥ ପେଷ୍ଟ ଧଳା ହୋଇଥିବ ସେଥିରେ କୌଣସି ରଙ୍ଗ ଯେମିତି ନମିଶି ଥିବ । ଏହା ପରେ ଆପଣ ଏହି ମିଶ୍ରଣକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହା ପରେ ଆପଣ ଏଥିରେ ଗୋଟେ ବଡ ଚାମଚ ବେସନ ମିଶାଇ ଦିଅନ୍ତୁ ଓ ଭଲ ଭାବରେ ଏହାକୁ ମିକ୍ସ କରନ୍ତୁ ।

ଏହା ପରେ ଆମ ରେମେଡି ପ୍ରସ୍ତୁତ ହୋଇଯିବ ।ଆପଣ ପ୍ରଥମେ ନିଜ ମୁହଁକୁ ଭଲ ଭାବରେ ଧୋଇ ଦିଅନ୍ତୁ ତା ପରେ ଏହି ରେମେଡିକୁ ନିଜ ମୁହଁରେ ଲଗାନ୍ତୁ ଓ ଭଲ ଭାବରେ ମସାଜ କରନ୍ତୁ । କମ ସେ କମ ପାଞ୍ଚ ମିନିଟ ପର୍ଯ୍ୟନ୍ତ ମୁହଁରେ ମସଜ କରନ୍ତୁ ।

ଏହା ପରେ ଆପଣ ୧୦ ମିନିଟ ପର୍ଯ୍ୟନ୍ତ ଏହାକୁ ଛାଡି ଦିଅନ୍ତୁ ଓ ଯେତେବେଳେ ଏହା ଶୁଖିଯିବ ଆପଣ ନିଜ ମୁହଁକୁ ଧୋଇ ଦିଅନ୍ତୁ । ବନ୍ଧୁଗଣ ଏହି ରେମେଡିଟି ବହୁତ ଲାଭଦାୟକ ଅଟେ ଆପଣଙ୍କୁ ଏହାର ଗୋଟିଏ ପ୍ରୟୋଗରେ ରେସଲ୍ଟ ଜଣା ପଡିଯିବ । ତା ହେଲେ ବନ୍ଧୁଗଣ ଶୀଘ୍ର ଏହି ରେମେଡିକୁ ପ୍ରୟୋଗ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *