ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ରେ କାମ କରୁଥିବା ଏହି କଳାକାରମାନେ ରିୟଲ ଲାଇଫରେ ଅଟନ୍ତି ମା-ପୁଅ, କଣ ଆପଣ ଜାଣନ୍ତି

ବଲିଉଡ ଅଭିନେତାଙ୍କ ପରି ସାଉଥ ରେ ମଧ୍ୟ ଏମିତି ବହୁତ ଅଭିନେତା ଅଛନ୍ତି ଯାହାଙ୍କୁ ଦର୍ଶକ ବହୁତ ପସନ୍ଦ କରନ୍ତି ଓ ଆଜି ଏମାନଙ୍କ ପାପୁଲାରିଟି ବହୁତ ଅଧିକ ଅଟେ ।କିନ୍ତୁ କଣ ଆପଣ ସେମାନଙ୍କ ମା’ଙ୍କ ବିଷୟରେ ଜାଣିଛନ୍ତି । ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ପରି ସାଉଥରେ ମଧ୍ୟ ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ ରିଅଲ ଲାଇଫରେ ମା ପୁଅ ଅଟନ୍ତି । ହେଲେ ଏହା ବହୁତ କମ ଲୋକ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ସବୁ କଳାକାରଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ କହିବୁ, ତେବେ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ ।

୧. ଜୁନିଅର ଏନଟିଆର

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏନ ଟି ଆର ହେଉଛନ୍ତି କେତେକ ଦିଗ୍ଗଜ ଅଭିନେତା ମାନଙ୍କ ମଧ୍ୟରୁ ଜଣେ ଅଭିନେତା । ସାଉଥରେ ଏନ ଟି ଆର ଙ୍କ ଲୋକ ପ୍ରିୟତା ବହୁତ ଅଧିକ । ଯଦି ଆମେ କଥା ହେବା ଜୁନିଅର ଏନ ଟି ଆରଙ୍କ ମାଙ୍କ ବିଷୟରେ ତେବେ ଆମେ କହି ଦେଉଛୁ ଜୁନିଅର ଏନ ଟି ଆର ଙ୍କ ମାଙ୍କ ନାମ ହେଉଛି ଶାଲିନୀ । ସେ ତାଙ୍କ ସମୟରେ ବହୁତ ବଡ ଅଭିନେତ୍ରୀ ଥିଲେ । ଏନ ଟି ଆର ତାଙ୍କ ମାଙ୍କୁ ବହୁତ ଭଲ ପାଆନ୍ତି ।

୨. ରାମ ଚରଣ

ସାଉଥର ଲୋକପ୍ରିୟ ଅଭିନେତା ଚିରଞ୍ଜିବଙ୍କ ପୁଅ ହେଉଛନ୍ତି ରାମ ଚରଣ । ପିତାଙ୍କ ପରି ରାମ ଚରଣ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବହୁତ ହିଟ ଫିଲ୍ମ ଦେଇ ସାରିଛନ୍ତି । ରାମ ଚରଣଙ୍କ ମା ଙ୍କ ନାମ ହେଉଛି ସୁରେଖା କୋଣିଡେଲ । ଯିଏ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ଲୋକପ୍ରିୟ ଅଭିନେତ୍ରୀ ରୂପେ ପରିଚିତ ଅଟନ୍ତି । ରାମ ଚରଣଙ୍କୁ ତାଙ୍କ ପିତାଙ୍କ ପରି ତାଙ୍କ ମା ମଧ୍ୟ ବହୁତ ସପୋର୍ଟ କରନ୍ତି ।

୩. ମହେଶ ବାବୁ-

ମହେଶ ବାବୁ ନିଜ କଷ୍ଟ ଓ ସଂଘର୍ଷ ବଳରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ଗୋଟେ ଫିଲ୍ମ ପାଇଁ ମହେଶ ବାହୁ ୨୫ କୋଟି ଟଙ୍କା ନିଅନ୍ତି । ମହେଶ ବାବୁଙ୍କ ମା’ଙ୍କ ନାମ ହେଉଛି ଇନ୍ଦ୍ରା ଦେବୀ । ଇନ୍ଦ୍ରା ଦେବୀଙ୍କ ମୃତ୍ୟୁ ପରେ ମହେଶଙ୍କ ବାପା ଦ୍ଵିତୀୟ ବିବାହ କରିଥିଲେ ।

୪. ଅଲୁ ଅର୍ଜୁନ-


ସାଉଥ ଇଣ୍ଡଷ୍ଟ୍ରିରେ ଅଲୁ ଅର୍ଜୁନ ହେଉଛନ୍ତି ଜଣେ ଦିଗଜ ଅଭିନେତା । ଭାରତ ବର୍ଷର ସମସ୍ତ ଲୋକ ତାଙ୍କ ଫିଲ୍ମକୁ ବହୁତ ପସନ୍ଦ କରନ୍ତି । ଅଲୁ ଙ୍କ ମା’ଙ୍କର ନାମ ହେଉଛି ନିର୍ମଲା ଅଲୁ । ନିର୍ମଲା ତାଙ୍କ ସମୟରେ ଜଣେ ଜଣା ଶୁଣା ଅଭିନେତ୍ରୀ ରୂପେ ପରିଚିତ । ଅଲୁ ଅର୍ଜୁନଙ୍କୁ ତାଙ୍କ ମା ବହୁତ ସପୋର୍ଟ କରିଛନ୍ତି ।

୫. ପ୍ରଭାସ-


କେବଳ ସାଉଥରେ ନୁହେଁ ପ୍ରଭାସ ବଲିଉଡରେ ମଧ୍ୟ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ସାଉଥର ଦିଗଜ ଅଭିନେତା ମଧ୍ୟରୁ ପ୍ରଭାସଙ୍କ ନାମ ସର୍ବ ପ୍ରଥମେ ଆସିଥାଏ । କାରଣ ପ୍ରଭାସ ‘ବାହୁବଲି’ ଭଳି ବ୍ଲକବଷ୍ଟର ଫିଲ୍ମ କରିଛନ୍ତି । ପ୍ରଭାସଙ୍କ ମା’ଙ୍କର ନାମ ହେଉଛି ଶିବ କୁମାରୀ । ଶିବ କୁମାରୀ ନିଜ ସମୟରେ ଜଣେ ଲୋକପ୍ରିୟ ଅଭିନେତ୍ରୀ ଥିଲେ ।

ତେବେ ଯଦି ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଛି ତେବେ ଏହାକୁ ଲାଇକ ଓ ଶେୟାର କରିଦେବେ । ଏମିତି ହିଁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ବିଷୟରେ ଅଧିକ ଜାଣିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *