ସବୁଠୁ ଅଧିକ ମୋଟି ଅଟନ୍ତି South ସିନେମା ର ଏହି 3 ଜଣ ହିରୋଇନ, 2 ନମ୍ବର ହିରୋଇନ ଙ୍କ ପାଇଁ ତ ପୁରା ଦୁନିଆ ଦିବାନା

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡ ଅଭିନେତ୍ରୀଙ୍କ ପରି ସାଉଥ ଅଭିନେତ୍ରୀ ମାନେ ମଧ୍ୟ ବହୁତ ଚର୍ଚାରେ ରହୁଛନ୍ତି । କହିବାକୁ ଗଲେ ସାଉଥ ଅଭିନେତ୍ରୀ ବଲିଉଡ ଅଭିନେତ୍ରୀଙ୍କ ଠାରୁ କମ ନୁହନ୍ତି । ସାଉଥ ଆଡଭିନେତ୍ରୀ ମାନେ ସୁନ୍ଦରତା ମାମଲାରେ ବଲିଉଡ ଅଭିନେତ୍ରୀ ମାନଙ୍କୁ ବାଦ ଦେଇଦେବେ । ହେଲେ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ସାଉଥର ଏପରି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ବହୁତ ଓଜନଦାର ବା ସେମାନଙ୍କ ଓଜନ ବହୁତ ଅଧିକ ଅଛି । ହେଲେ ସେମାନେ ସାଉଥ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ନମୀତା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ନମୀତା । ନମୀତା ବହୁତ ସୁନ୍ଦର ଓ ସେକସି ନଜର ଆସନ୍ତି । ସେ ସାଉଥର ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିଛନ୍ତି । ସେ ‘ଜଗନ ମୋହିନୀ’ ଓ ‘ବିର୍ଲ୍ଲା’ ଆଦି ଫିଲ୍ମରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସିଲ କରିଛନ୍ତି ।


ତାଙ୍କର ସୁନ୍ଦରତା ଓ ଅଭିନୟକୁ ଦେଖିବା ପାଇଁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରନ୍ତି । ବନ୍ଧୁଗଣ ନମୀତାଙ୍କ ଓଜନ ହେଉଛି 66 କିଲୋଗ୍ରାମ । ହେଲେ ସେ ନିଜକୁ ବହୁତ ଭଲ ଭାବରେ ମେଣ୍ଟେନ କରିଛନ୍ତି ।


ଅନୁସ୍କା ସେଟି- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ସାଉଥର ଫେମସ ଅଭିନେତ୍ରୀ ଅନୁସ୍କା ସେଟି । ଅନୁସ୍କା ବହୁତ ସୁନ୍ଦର ଓ ସେକସି ନଜର ଆସନ୍ତି । ସେ ସାଉଥରେ ବହୁତ ସୁପର ହିଟ ଫିଲ୍ମରେ କାମ କରି ପ୍ରସିଦ୍ଧି ହାସଲ କରିଛନ୍ତି । ଫିଲ୍ମ ‘ବାହୁବଳି’ରେ ଦେବସେନାର ଭୂମିକା ପଦର୍ଶନ କରି ଅନୁସ୍କା ସମଗ୍ର ବିଶ୍ଵରେ ପରିଚିତ ଅଛନ୍ତି । ‘ବାହୁବଳି’ ଫିଲ୍ମ ପୂର୍ବରୁ ମଧ୍ୟ ଅନୁସ୍କା ବହୁତ ସୁପର ହିଟ ଫିଲ୍ମ କରିଛନ୍ତି । ଅନୁସ୍କା ସାଉଥର ଜଣେ ମହଙ୍ଗା ଅଭିନେତ୍ରୀ ।

ସେ ନିଜର ପ୍ରତି ଫିଲ୍ମ ପାଇଁ ବହୁତ ଅଧିକ ଟଙ୍କା ଚାର୍ଜ କରନ୍ତି । ହେଲେ ଅନୁସ୍କା ସାଉଥର ଓଜନଦାର ଅଭିନେତ୍ରୀ ମାନଙ୍କ ମଧ୍ୟରେ ଗଣା ଯାଇଥାନ୍ତି । କାରଣ ବର୍ତ୍ତମାନ ଅନୁସ୍କାଙ୍କର ଓଜନ ୬୧ କିଲୋ ଅଛି । ଏତେ ଓଜନ ଥାଇ ମଧ୍ୟ ଅନୁସ୍କା ନିଜକୁ ବହୁତ ଅଧିକ ମେଣ୍ଟେନ କରୁଛନ୍ତି ଓ ବହୁତ ଅଧିକ ସେକସି ନଜର ଆସୁଛନ୍ତି ।

ହଂସିକା ମୋଟବାନୀ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ହଂସିକା ମୋଟବାନୀ । ଆପଣ ମାନେ ସମସ୍ତେ ହଂସିକାଙ୍କୁ ବହୁତ ସୁପର ହିଟ ସାଉଥ ଫିଲ୍ମରେ ଦେଖିଥିବେ । ହଂସିକା ନିଜର ଅଭିନୟ କାରିୟରର ଆରମ୍ଭ ୧୨ ବର୍ଷ ବୟସରୁ କରିଥିଲେ । ହଂସିକା ନିଜ ଅଭିନୟ ଓ ସୁନ୍ଦରତା ଦ୍ଵାରା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ହଂସିକାଙ୍କର ଓଜନ ହେଉଛି ୬୫ କିଲୋ ଗ୍ରାମ ହେଲେ ସୁନ୍ଦରତା ମାମଲାରେ ସେ ସମସ୍ତଙ୍କୁ ବାଦ ଦେଇଦେବେ ।

ତେବେ ଫ୍ରେଣ୍ଡ୍ସ ଆପଣ ମାନନକୁ ଏମାନଙ୍କ ମଧ୍ୟରୁ କିଏ ସବୁଠୁ ଅଧିକ ଭଲ ଅଲାଗନ୍ତି ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *