Jyotish Shastra- ସ୍ତ୍ରୀ ଙ୍କର ଦିବାନା ହେଇଥାନ୍ତି ଏହି 4 ଟି ନାମର ପୁରୁଷ, ଆଉ ଆପଣଙ୍କ ସ୍ଵାମୀ ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟରେ କୌଣସି ବ୍ୟକ୍ତି ସଚ୍ଚୋଟ ହୋଇନଥାଏ। ସମସ୍ତଙ୍କ ମଧ୍ୟରେ କୌଣସି ନା କୌଣସି ଦୁର୍ବଳତା ନିଶ୍ଚିତ ଭାବରେ ରହିଥାଏ। ଆଜିକାଲି ର ସମୟରେ ସତ ଭଲ ପାଇବା ମିଳିବା କଷ୍ଟକର ହୋଇଯାଇଛି। କେବଳ ଭାଗ୍ୟଶାଳୀ ବ୍ୟକ୍ତି ଙ୍କୁ ହିଁ ଜୀବନ ରେ ସତ ଭଲ ପାଇବା ମିଳିଥାଏ।ସବୁ ଝିଅ ମାନେ ନିଜ ଜୀବନ ସାଥି ଙ୍କୁ ନେଇ ଅନେକ କିଛି ସ୍ବପ୍ନ ଦେଖିଥାନ୍ତି। ସେ ଚାହାନ୍ତି ତାଙ୍କୁ ନିଜ ଠାରୁ ମଧ୍ୟ ଅଧିକ ଭଲ ପାଉଥିବା ଜୀବନ ସାଥି ମିଳୁ ଏବଂ ସେ ଚାହାନ୍ତି ଯେ ଜୀବନ ର ଯେ କୌଣସି ପରିସ୍ଥିତିରେ ମଧ୍ୟ ତାଙ୍କୁ ନିଜ ଜୀବନସାଥୀ ଙ୍କ ସହଯୋଗ ଓ ସହାନୁଭୂତି ପ୍ରାପ୍ତ ହେଉ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ୪ଟି ନାମ ଥିବା ବ୍ୟକ୍ତି ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ନିଜ ସ୍ତ୍ରୀ ଙ୍କୁ ବହୁତ ଭଲ ପାଆନ୍ତି ଏବଂ ତାଙ୍କର ଦିୱାନା ଅଟନ୍ତି।ଯଦି ଆପଣଙ୍କ ଜୀବନ ସାଥି ମଧ୍ୟ ଏହି ନାମର ଅଟନ୍ତି ତେବେ ଆପଣଙ୍କ ଠାରୁ ଭାଗ୍ୟଶାଳୀ ଏହି ଦୁନିଆ ରେ ଅନ୍ୟ କେହି ନାହାନ୍ତି। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ପ୍ରଥମ ଅକ୍ଷର ହେଉଛି,’P’। ଯେଉଁ ପୁଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ନିଜ ସ୍ତ୍ରୀ ଙ୍କ ପାଇଁ ଦିୱାନା ଅଟନ୍ତି। ଏମାନେ ନିଜ ସ୍ତ୍ରୀ ଙ୍କୁ ବହୁତ ଭଲ ପାଆନ୍ତି। ନିଜ ସ୍ତ୍ରୀ ଙ୍କ ପ୍ରତି ଏମାନେ ବହୁତ ଇମାନ୍ଦାର ଅଟନ୍ତି। ଏହି ନାମର ପୁରୁଷ ବହୁତ ସଫା ହୃଦୟର ହୋଇଥାନ୍ତି। ଏମାନେ ନିଜ ସ୍ତ୍ରୀ ଙ୍କ ମନ କଥା ନ କହିଲେ ମଧ୍ୟ ଜାଣି ଯାଆନ୍ତି। ସଂକ୍ଷେପରେ କହିବାକୁ ଗଲେ ଏହି ନାମର ପୁରୁଷ ଙ୍କ ପାଇଁ ନିଜ ସ୍ତ୍ରୀ ବହୁତ ହିଁ ଅଧିକ ମହତ୍ତ୍ୱପୂର୍ଣ ଅଟନ୍ତି।


୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି, ‘G’। ଯେଉଁ ପୁଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ନିଜ ସ୍ତ୍ରୀ ଙ୍କୁ ସମସ୍ତ କ୍ଷେତ୍ରରେ ସହଯୋଗ କରନ୍ତି। ଏମାନେ ନିଜ ସଫଳତା ଅପେକ୍ଷା ନିଜ ସ୍ତ୍ରୀ ଙ୍କ ସଫଳତା ରେ ଅଧିକ ଖୁସି ହୁଅନ୍ତି। ନିଜ ସ୍ତ୍ରୀ ଙ୍କ ପ୍ରତି ଏମାନଙ୍କ ବ୍ୟବହାର ଅତ୍ୟନ୍ତ ଅନୁକୂଳ ଅଟେ।ଏମାନେ ନିଜଠାରୁ ମଧ୍ୟ ନିଜ ସ୍ତ୍ରୀ ଙ୍କୁ ଅଧିକ ବିଶ୍ୱାସ କରନ୍ତି। ସଂକ୍ଷେପରେ କହିବାକୁ ଗଲେ ଏହି ନାମର ପୁଅ ନିଜ ସ୍ତ୍ରୀ ଙ୍କ ପ୍ରତି ସର୍ବଦା ସଚ୍ଚୋଟ ରୁହନ୍ତି।


୩. ବନ୍ଧୁଗଣ ତୃତୀୟ ଅକ୍ଷର ହେଉଛି, ‘K’।ଯେଉଁ ପୁଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଜିଦ୍ଦି ସ୍ୱଭାବ ର ହୋଇଥାନ୍ତି ସତ କିନ୍ତୁ ନିଜ ସ୍ତ୍ରୀ ଙ୍କୁ ବହୁତ ଭଲ ପାଆନ୍ତି। ଏମାନେ ନିଜ ସ୍ତ୍ରୀ ଙ୍କ ସମସ୍ତ ଆବଶ୍ୟକତା କୁ ପୂରଣ କରନ୍ତି ଏବଂ ନିଜ ସ୍ତ୍ରୀ ଙ୍କ ସମସ୍ତ କଥାକୁ ମାନିଥାନ୍ତି। ସଂକ୍ଷେପରେ କହିବାକୁ ଗଲେ ଯଦି ଏହି ନାମର ପୁରୁଷ ଆପଣଙ୍କ ଜୀବନ ରେ ଅଛନ୍ତି ତେବେ ଆପଣଙ୍କ ସବୁ ସମସ୍ୟା ର ସମାଧାନ ହୋଇଯାଏ।


୪. ବନ୍ଧୁଗଣ ଚତୁର୍ଥ ଅକ୍ଷର ହେଉଛି, ‘R’। ଯେଉଁ ପୁଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ନିଜ ସ୍ତ୍ରୀ ଙ୍କ ସମସ୍ତ ଛୋଟ ଛୋଟ ଆବଶ୍ୟକତା କୁ ମଧ୍ୟ ପୂରଣ କରନ୍ତି।ଏହି ନାମର ପୁଅ ନିଜ ସ୍ତ୍ରୀ ଙ୍କ ପାଇଁ କିଛିବି କରିବାକୁ ପ୍ରସ୍ତୁତ ହୋଇଯାନ୍ତି। ସଂକ୍ଷେପରେ କହିବାକୁ ଗଲେ ଏହି ନାମ ର ପୁଅ ଯେଉଁ ମାନଙ୍କ ଜୀବନରେ ଥାଆନ୍ତି ସେମାନେ ବହୁତ ଭାଗ୍ୟଶାଳୀ ଅଟନ୍ତି।

ତେବେ ଆପଣଙ୍କୁ ଆମର ଏହି ଲେଖାଟି କିପରି ଲାଗିଲା ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *