ଏମିତି ଝିଅ ମିଳିଲେ ତୁରନ୍ତ ବିବାହ କରି ନିଅନ୍ତୁ, ଘରକୁ କରି ଦିଅନ୍ତି ସ୍ଵର୍ଗ – Chanakya Niti

ବନ୍ଧୁଗଣ ଆଜିକାଲି ଦୁନିଆରେ ପ୍ରାୟତଃ ଅଧିକାଂଶ ପୁଅ ମାନେ ନିଜ ବିବାହ ପାଇଁ ବହୁତ ଚିନ୍ତିତ ରହୁଛନ୍ତି । କାରଣ ବର୍ତ୍ତମାନର ଦୁନିଆରେ ଏକ ପରଫେକ୍ଟ ଲାଇଫ ପାର୍ଟନର ମିଳିବା ବହୁତ କଷ୍ଟକର ହୋଇଛି । ଶାସ୍ତ୍ର ଓ ଚାଣକ୍ୟ ନୀତିରେ କୁହାଯାଇଛି ସିଦ୍ଧ ବ୍ୟକ୍ତି ସହ ବିବାହ କରିବା ଉଚିତ ନଚେତ ଜୀବନ ସାରା ବହୁତ ସମସ୍ଯାର ସମ୍ମୁଖୀନ ହେବାକୁ ପଡିବ । ଆପଣ ମାନଙ୍କର ଏହି ସମସ୍ଯାର ସମାଧାନକୁ ନେଇ ଆଜି ଆମେ ଆସିଛୁ ।

ବନ୍ଧୁଗଣ ଶାସ୍ତ୍ର ଅନୁଯାଇ ନାରୀ ମାନଙ୍କର ଏପରି କିଛି ଗୁଣ ଅଛି ଯାହାକୁ ଯଦି ଆପଣ ଦେଖିବେ ତା ହେଲେ ସେହି ନାରୀ ସହ ତୁରନ୍ତ ବିବାହ କରିନେବେ । କାରଣ ସେହି ନାରୀ ମାନେ ହେଉଛନ୍ତି ଶୁଦ୍ଧ । ଆଜି ଆମେ ଆପଣ ମାନଙ୍କୁ ନାରୀଙ୍କର ସେହି ଗୁଣ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ନାରୀ ମାନଙ୍କର ସେହି ଗୁଣ ବିଷୟରେ ।


୧. ବନ୍ଧୁଗଣ ଚାଣକ୍ୟଙ୍କ ଅନୁସାରେ ଯଦି କୌଣସି କାମରେ ଠିକ ଠାକ ହୋଇନଥାଏ ହେଲେ ସେ ପରିବାରର ସମସ୍ତ ଦାଇତ୍ଵ ତୁଲାଇବାରେ ସକ୍ଷମ ଥାଏ ତେବେ ସେହି ଭଳି ସ୍ତ୍ରୀ ପରିବାରରେ ସମ୍ମାନ ବଢାଇ ଥାନ୍ତି । ତେଣୁ ବନ୍ଧୁଗଣ ଯଦି ଆପଣ ଏହିପରି ଝିଅ ଦେଖିବେ ତା ହେଲେ ନିଶ୍ଚୟ ସେହି ଝିଅ ସହ ବିବାହ କରିନେବେ ।

୨. ବନ୍ଧୁଗଣ ବିବାହ ପାଇଁ ନାରୀ ମାନଙ୍କ ମଧ୍ୟରେ ଗୋଟିଏ ଗୁଣ ରହିବା ନିହାତି ଆବଶ୍ୟକ । ତାହା ହେଉଛି ବଡ ଓ ସାନ ସମସ୍ତଙ୍କୁ ସମ୍ମାନ ଦେବା । କାରଣ ଯଦି କୌଣସି ନାରୀ ବଡ ସାନକୁ ସମ୍ମାନ ଦେଇ ପାରିବ ନାହିଁ ତା ହେଲେ ସେ ଆପଣଙ୍କ ପରିବାରକୁ ଧ୍ଵଂସ କରିଦେବେ । ତେଣୁ ବନ୍ଧୁଗଣ ସମ୍ମାନ ଦେଉଥିବା ନାରୀଙ୍କ ସହ ବିବାହ କରନ୍ତୁ ।


୩. ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଯେଉଁ ସ୍ତ୍ରୀ ସଂସ୍କୃତି ଓ ପରମ୍ପରାକୁ ମାନି ଚାଲିଥାଏ ସେହି ସ୍ତ୍ରୀ ବିବାହ ପାଇଁ ଶ୍ରେଷ୍ଠ ବିବେଚିତ ହୋଇଥାଏ । ସେହି ଭଳି ନାରୀ ସ୍ଵାମୀ ମାନଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାଏ । ସେ ପୂଜା ପାଠ କରି ଦେବୀ ଦେବତାଙ୍କ ଆଶୀର୍ବାଦ ପାଇଥାଏ । ଯାହାର ପ୍ରଭାବ ସ୍ଵାମୀ ଉପରେ ପଡିଥାଏ ଓ ସ୍ଵାମୀ ସଫଳତା ହାସିଲ କରିଥାଏ ।

୪. ଯେଉଁ ସ୍ତ୍ରୀ ପାଖରେ ସଞ୍ଚୟ କରିବାର କ୍ଷମତା ଥାଏ ସେହି ସ୍ତ୍ରୀ ପରିବାର ପାଇଁ ଶୁଭ ଅଟେ । ସେ ପରିବାରର ଆର୍ଥିକ ସମସ୍ଯାକୁ ଦୂର କରିବା ପାଇଁ ବହୁତ ଚେଷ୍ଟା କରିଥାଏ । ଏହି ଭଳି ସ୍ତ୍ରୀଙ୍କୁ ଲକ୍ଷ୍ମୀ ପ୍ରତିମା ବୋଲି କୁହାଯାଇଥାଏ । ତେଣୁ ବନ୍ଧୁଗଣ ଏହି ପରିକା ନାରୀ ସହ ବିବାହ କରନ୍ତୁ ।

୫. ଯେଉଁ ନାରୀର କଥା ମିଠା ସେହି ନାରୀ ସହ ବିବାହ କରିବା ପାଇଁ ଶ୍ରେଷ୍ଠ ବିବେଚିତ ହୋଇଥାଏ । କାରଣ ଏହି ସ୍ତ୍ରୀ ମାନେ ନିଜ ମଧୁରବାଣୀ ଦ୍ଵାରା ସମସ୍ତଙ୍କ ମନକୁ ଜିତି ଥାନ୍ତି ଓ ଏମାନେ ଘର ପାଇଁ ମଧ୍ୟ ମଧ୍ୟ ଶୁଭ ଅଟନ୍ତି ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟ ମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ଚାଣକ୍ୟ ନୀତି ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲାନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *