ସୋନାଲି କିଏ ? Sonali ଙ୍କ ସହିତ Janklin ଓ Somalin ଙ୍କ କଣ ଥିଲା ସମ୍ପର୍କ ? ଦେଖନ୍ତୁ ଏହି Video

ବନ୍ଧୁଗଣ ଗତ କିଛି ଦିନ ହେବ ସୋମ୍ୟ ରଞ୍ଜନ ଆତ୍ମହତ୍ୟା ମାମଲା ବର୍ତ୍ତମାନ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ନିଜ ପ୍ରେମିକା ପାଇଁ ସୋମ୍ୟ ଏକ ସୁସାଇଡ ନୋଟ ଲେଖି ଆତ୍ମହତ୍ୟା କରିଛନ୍ତି । ଗତ କିଛି ଦିନ ହେବ ଏହି ମାମଲାଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଲୋକ ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ରଖୁଛନ୍ତି । ତେବେ ବନ୍ଧୁଗଣ ସୋମ୍ୟ ଯେଉଁ ଝିଅ ପାଇଁ ନିଜର ଜୀବନ ହାରି ଅଛନ୍ତି ତାଙ୍କର ନାମ ହେଉଛି ସୋନାଲି ନନ୍ଦ ।

ବନ୍ଧୁଗଣ ବର୍ତ୍ତମାନ ସୋମ୍ୟଙ୍କ ମା ବାପା ନିଜ ପୁଅକୁ ନ୍ୟାୟ ଦେବା ପାଇଁ ଜନସାଧାରଣ ଓ ପୋଲିସ ପ୍ରଶାସନକୁ ଅନୁରୋଧ କରୁଛନ୍ତି । ସୋନାଲିଙ୍କ ବିରୋଧରେ ଅନେକ ଲୋକ ଖରାପ କହୁଥିବା ବେଳେ ସୋନାଲି ନନ୍ଦ ଏହାକୁ ନେଇ କୌଣସି ବୟାନ ଦେଇ ନାହାନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଏହି ମାମଲାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖବର ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ସୋସିଆଲ ମିଡିଆରେ ଗତ କିଛି ସମୟ ହେବ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ଓଡିଆ ଟିଭି ଅଭିନେତ୍ରୀ ଜାଙ୍କଲିନ ପରିଡା ଓ ସୋମାଲିନ ପରିଡାଙ୍କ ସହ ସୋନାଲି କଥା ହେଉଥିବାର ନଜର ଆସୁଛନ୍ତି ।

ଆପଣ ମାନେ ସମସ୍ତେ ଓଡିଆ ଅଭିନେତ୍ରୀ ଜାଙ୍କଲିନ ଓ ସୋମାଲିନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଜାଙ୍କଲିନ ଓ ସୋମାଲିନ ଦୁଇ ଭଉଣୀ ଅଟନ୍ତି ଏବଂ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଏହି ଦୁଇଜଣ ସୁନାମ ଅର୍ଜନ କରିଛନ୍ତି । ବର୍ତ୍ତମାନ ଏହି ଭିଡିଓକୁ ନେଇ ଲୋକ ମାନଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି । କାରଣ ଅଧିକାଂଶ ଲୋକ ସୋନାଲିଙ୍କୁ ଖରାପ କହୁଛନ୍ତି ତେବେ ଜାଙ୍କଲିନ ଓ ସୋମାଲିନ୍ ଙ୍କ ସହ ସୋନାଲିଙ୍କ ସମ୍ପର୍କ କଣ ବୋଲି ଏବେ ପ୍ରଶ୍ନ ଉଠୁଛି ।

ବନ୍ଧୁଗଣ ଏହି ଭିଡିଓ ଦେଖି ଯାହା ଜଣା ପଡୁଛି ସୋନାଲିଙ୍କ ସହ ଜାଙ୍କଲିନ ଓ ସୋମାଲିନଙ୍କ ନିବିଡ ବନ୍ଧୁତା ଅଛି । ତେଣୁ ଏମାନେ ଗୋଟେ ସମୟରେ ଲାଇଭ ଭିଡିଓ ଚାଟରେ କଥା ହେଉଥିବାର ନଜର ଆସିଥିଲେ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *