‘ଯଦି Soumya ପାଇଁ ଆସି ରାଜରାସ୍ତାରେ ଗୋଟିଏ ରାଲି କରିବ, ତେବେ ମୁଁ ଜାଣିବି ତମ ପୁରୁଷ ଜାତି…’ ଦେଖନ୍ତୁ ଏମିତି କଣ କହିଦେଲେ Rani Panda ଯାହା ଏବେ ହେଉଛି ଭାଇରାଲ ! ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ଦିନ ହେବ ସୋମ୍ୟ ରଞ୍ଜନ ଆତ୍ମହତ୍ୟା ମାମଲା ବର୍ତ୍ତମାନ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ନିଜ ପ୍ରେମିକା ପାଇଁ ସୋମ୍ୟ ଏକ ସୁସାଇଡ ନୋଟ ଲେଖି ଆତ୍ମହତ୍ୟା କରିଛନ୍ତି । ଗତ କିଛି ଦିନ ହେବ ଏହି ମାମଲାଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଲୋକ ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ରଖୁଛନ୍ତି । ତେବେ ବନ୍ଧୁଗଣ ସୋମ୍ୟ ଯେଉଁ ଝିଅ ପାଇଁ ନିଜର ଜୀବନ ହାରି ଅଛନ୍ତି ତାଙ୍କର ନାମ ହେଉଛି ସୋନାଲି ନନ୍ଦ ।

ସୋନାଲିଙ୍କ ବିରୋଧରେ ଅନେକ ଲୋକ ଖରାପ କହୁଥିବା ବେଳେ ସୋନାଲି ନନ୍ଦ ଏହାକୁ ନେଇ କୌଣସି ବୟାନ ଦେଇ ନାହାନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ଏହି ମାମଲାକୁ ନେଇ ନିଜର ଏକ ବଡ ପ୍ରତିକ୍ରିୟା ରଖିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ରାନୀ ପଣ୍ଡାଙ୍କ ମତରେ-‘ଯିଏ ଦୋଷ କରିଥାଏ ସେ ଚୁପ ହି ରହେ ନା । ଏଣିକି ଯଦି ମୁ ଦୋଷ କରି ନଥିବି ତା ହେଲେ ମୁ ରୋଡ ଉପରକୁ ଯାଇ ଚିଲେଇକି କହିବି ଆଜ୍ଞା ମୁ ଠିକ । ମୁ ଯଦି ଦୋଷ କରି ନାହିଁ ମୁ ଏୟା । ମୁ ଯଦି ଦୋଷ କରିଛି ତା ହେଲେ ନିହାତି ଭାବରେ ମୋତେ ମାନିବା ଦରକାର ।

ଆଗକୁ ସେ କହିଛନ୍ତି-‘ତ ମୁ ସବୁ ଓଡିଶା ବାସୀଙ୍କୁ କହୁଛି ଓଡିଶାରେ ଯେତେ ପୁରୁଷ ଜାତି ଅଛ ପୁରୁଷ ମାନେ ଅଛ ସମସ୍ତଙ୍କୁ କହୁଛି ଏଇ ଟାଇପର ନାରୀର ଶିକାର ହୁଅନ୍ତୁ ନାହିଁ । ଏହି ଭଲ ପାଇବାର ଶିକାର ହୋଇ ନିଜକୁ ତିଳ ତିଳ କରି ଜାଳି ମରିଯାଅ ନାହିଁ । ମୋ ଭାଇ ମାନେ ତମ ଜୀବନରେ ଯିଏ ବି ଆସୁ ତାକୁ ନେଇ ଖୁସିରେ ସଂସାର କର । ଯଦି ଭଲ ପାଉଛ ତା ହେଲେ ଦେଖି ଚାହିଁ ଟିକେ ଭଲ ପାଅ ।

ଆଗକୁ ସେ କହିଛନ୍ତି-‘ଆଉ ମୁ ପୁରୁଷ ଜାତିକୁ ଗୋଟେ କଥା କହିବି ମୁ ଅନୁରୋଧ କରୁଛି ଯେଉଁ ମାନେ ପ୍ରକୃତ ପୁରୁଷ ଯଦି ସୋମ୍ୟ ପାଇଁ ଆସି ରାଜରାସ୍ତାରେ ରାଲି କରିବ ତା ହେଲେ ମୁ ଜାଣିବି ତମ ପୁରୁଷ ଜାତିରେ ଦମ ଅଛି । ଆଉ ରାନୀ ପଣ୍ଡା ବି ସେ ଜାଗାକୁ ନିହାତି ଭାବରେ ଯିବ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ରାନୀ ପଣ୍ଡା ନିଜର ପ୍ରତିକ୍ରିୟା ରଖିଛନ୍ତି ।

Leave a Reply

Your email address will not be published. Required fields are marked *