ACF Soumya Ranjan ମୃ-ତ୍ୟୁ ମାମଲାରେ ଆସିଲା ନୂଆ ମୋଡ, ବୋହୁ ବିଷୟରେ କିଛି ଏମିତି କହିଲେ ସୋମ୍ୟଙ୍କ ମା ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ଦିନ ତଳେ ପାରଳା ଖେମୁଣ୍ଡିରେ ଘ-ଟି-ଥି-ବା ଏକ ଆଶ୍ଚର୍ଯ୍ୟ ଜନକ ଘ-ଟ-ଣା ସାମ୍ନାକୁ ଆସିଥିଲା । ଗତ କିଛି ଦିନ ତଳେ ଏସିଏଫ ଅଫିସର ସୋମ୍ୟ ରଞ୍ଜନ ନିଜ ଘରେ ପୋ-ଡି ହୋଇ ମ-ରି-ଯା-ଇ-ଥି-ଲେ ।

କେମିତି ନି-ଆଁ ଲା-ଗି ଜ-ଳି-ଗ-ଲେ ସୋମ୍ୟ ସେ ନେଇ ଅନେକ ତ-ଦ-ନ୍ତ ଚାଲିଛି । ଏହା ଏକ ଆ-କ-ସ୍ମି-କ ଦୁ-ର୍ଘ-ଟ-ଣା ଥିଲା ନା ହ-ତ-ୟା ପାଇଁ ଷ-ଡ-ଯ-ନ୍ତ୍ର ଥିଲା ସେ ନେଇ ପୋ-ଲି-ସ ନିଜ ତ-ଦ-ନ୍ତ ଆରମ୍ଭ କରି ସାରିଛି । ପାରଳାଖେମୁଣ୍ଡିର ଏକ ସରକାରୀ କ୍ଵାଟରରେ ସୋମ୍ୟ ଜ-ଳି ମୃ-ତ୍ୟୁ ବ-ର-ଣ କରିଥିଲେ । ହେଲେ ବନ୍ଧୁଗଣ ସେହି ସ୍ଥାନରେ ସୋମ୍ୟ ଜ-ଳି ମ-ରି-ଥି-ବା-ର କୌଣସି ସଠିକ ସୁ-ରା-ଗ ମିଳି ନଥିଲା । କାରଣ ସେହି ସ୍ଥାନର ଅନ୍ୟ ସବୁ ଜିନିଷ ଜ-ଳି ନଥିଲା । ଯା-ଞ୍ଚ ବେଳେ କିନ୍ତୁ ପୋ-ଲି-ସ-କୁ ମିଳିଥିଲା ଏକ ଲ୍ୟାପଟପ ସହ କିଛି ହାତ ଲେଖା ।

ସେହି ଲ୍ୟାପଟପ ଓ ହାତଲେଖାକୁ ଆଧାର କଲେ ଜଣା ପଡିଛି ଯେ, ସୋମ୍ୟ ଓ ତାଙ୍କ ପତ୍ନୀ ବିଦ୍ୟା ଭାରତୀଙ୍କ ମଧ୍ୟରେ ଦା-ମ୍ପ-ତ୍ତ୍ୟ କ-ଳ-ହ ଲାଗି ରହୁଥିଲା । ଛା-ଡ-ପ-ତ୍ର ପାଇଁ ବି ଚୁ-କ୍ତିନା-ମା କଥା ଦର୍ଶା ଯାଇଥିଲା ସେହି ହାତ ଲେଖାରେ । ସେହି ହାତ ଲେଖା ସୋମ୍ୟଙ୍କର ବୋଲି ସ-ନ୍ଦେ-ହ କରାଯାଇଛି ।

ବର୍ତ୍ତମାନ ଏହାର ତ-ଦ-ନ୍ତ ଚାଲିଛି ଓ ଗତ କିଛି ସମୟ ହେବ ସୋମ୍ୟଙ୍କ ମା ଏକ ଚା-ଞ୍ଚ-ଲ୍ୟ-କାର ବ-ୟା-ନ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ସୋମ୍ୟଙ୍କ ମା ତୁଳସୀଙ୍କ ମତରେ-‘ ସୋମ୍ୟ ତାଙ୍କ ମାଙ୍କୁ ତାଙ୍କ ଘରେ ଲାଗି ରହୁଥିବା ଝ-ଗ-ଡା ବିଷୟରେ କହିଥିଲେ ।

ଗୋଟିଏ ବର୍ଷ ପାଇଁ ଉଭୟଙ୍କ ମଧ୍ୟରେ ସ-ମ୍ପ-ର୍କ ରହିବ ନାହିଁ ବୋଲି ଏଗ୍ରୀମେଣ୍ଟ ସାଇନ ହୋଇଥିଲା କହିଥିଲେ ସୋମ୍ୟ । ଅଧିକ ଝ-ଗ-ଡା ହେଉଥିବାରୁ ବୋହୁ ଶଙ୍ଖା ଭା-ଙ୍ଗି ଓ ସିନ୍ଦୁର ପୋ-ଛି କୁଆଡେ ଚାଲି ଯାଇଥିଲା । ବହୁତ ଖୋ-ଜି-ବା ପରେ ଡିଏଫଓଙ୍କ ଘରୁ ମିଳିଥିଲେ ବିଦ୍ୟା ଭାରତୀ’ ।

ବନ୍ଧୁଗଣ ଆଗକୁ ତାଙ୍କ ମା କହିଛନ୍ତି- ଏହା ପରେ ବୋହୁ ପରୀକ୍ଷା ଦେବା ପାଇଁ ବଲାଙ୍ଗୀର ଯାଇଥିଲା ଓ ସେଠାରେ ସେ ପୁଅକୁ ଫୋନ କରି ୩୦ ହଜାର ଟଙ୍କା ମାଗିଥିଲା । ବୋହୁ ବଲାଙ୍ଗୀରରେ ବ୍ୟା-ଚ-ଲ-ର ପା-ର୍ଟି ଦେବ ବୋଲି କହିଥିଲା । ସୋମ୍ୟ ରଞ୍ଜନଙ୍କ ମୃ-ତ୍ୟୁ ପଛରେ ଡିଏଫଓ, ରୋଷେଇଆ ଓ ତାଙ୍କ ବୋହୁ ଦାୟୀ ବୋଲି ତାଙ୍କ ମା କହିଛନ୍ତି ।

‘ମୋ ପୁଅକୁ ମା-ରି-ଦେ-ଲେ, ବୋହୁ ସହ ଅନ୍ୟ ମାନଙ୍କୁ ଦ-ଣ୍ଡ ମିଳୁ’ ବୋଲି କହିଛନ୍ତି ସୋମ୍ୟଙ୍କ ମା । ଅନ୍ୟ ପକ୍ଷରେ ପୋ-ଲି-ସ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକରେ ଥିବା ସୋମ୍ୟଙ୍କର ଅନ୍ୟ ଏକ ଘରେ ଯାଇ ପୋ-ଲି-ସ ତ-ଦ-ନ୍ତ ଆରମ୍ଭ କରିଛି ଏହା ସହ ମା ତୁଳସୀ ଓ ସୋମ୍ୟଙ୍କ ମାଇଁଙ୍କୁ ପଚରା ଉଚରା କରିଛନ୍ତି । ଏଥିରେ ଆପଣ ମାନଙ୍କ ମତ କଣ ଆମକୁ ନିଶ୍ଚୟ କମେଣ୍ଟ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *