IAS ଇଣ୍ଟରଭ୍ୟୁରେ ଝିଅଟିକୁ ପଚରା ଗଲା, ସିଙ୍ଗଡ଼ାକୁ ଇଂଗ୍ଲିଶରେ କଣ କୁହାଯାଏ ? 99 % ଫେଲ…

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧. ଦୁନିଆରେ ରାଜ୍ କରୁଥିବା ପ୍ରଥମ ରାଜାଙ୍କ ନାମ କଣ ?

ଉତ୍ତର- ଦୁନିଆରେ ରାଜ୍ କରୁଥିବା ପ୍ରଥମ ରାଜାଙ୍କ ନାମ ହେଉଛି ସରଗୋନ ଦଗ୍ରେଟ ।

୨. ରାଷ୍ଟ୍ରଗୀତ ପ୍ରଥମେ କେବେ ଗାନ କରାଯାଇଥିଲା ?

ଉତ୍ତର- ରାଷ୍ଟ୍ରଗୀତ ପ୍ରଥମେ ୧୯୧୧ ମସିହାରେ ଗାନ କରାଯାଇଥିଲା ।

୩;- ନିମ୍ନ ଲିଖିତ ମଧ୍ୟରୁ କେଉଁ ଗ୍ରହର ଚତୁଃପାର୍ଶ୍ଵରେ ବଳୟ ରହିଛି ?

ଉତ୍ତର;- ଶନି ।

୪;- କେଉଁ ଜନ୍ତ୍ର ସାହାର୍ଯ୍ୟରେ ବାୟୁର ଗତି ମାପ କରାଯାଏ ?

ଉତ୍ତର;- ଏନିମୋମିଟର ।

୫;- ଭାରତ ରତ୍ନ ର ଡିଜାଇନ କେଉଁ ବୃକ୍ଷର ପତ୍ର ସଦୃଶ ହୋଇଥାଏ ?

ଉତ୍ତର;- ଅଶ୍ଵତଥ ଗଛ ।

୬. ଏପରି କେଉଁ ଟେବଲ ଅଛି ଯାହାକୁ ଆମେ ଖାଇଥାଉ ?

ଉତ୍ତର- ଭେଜିଟେବୁଲ ଯାହାକୁ ଆମେ ମାନେ ଖାଇ ଥାଉ ।

୭. ବିଶ୍ଵର ଏଭଳି କେଉଁ ଦେଶ ରହିଛି ଯିଏ ଆଜି ପର୍ଯ୍ୟନ୍ତ ଅନ୍ୟ କେଉଁ ଦେଶର ଗୁଲାମ ହୋଇନାହିଁ ?

ଉତ୍ତର- ନେପାଳ ହେଉଛି ବିଶ୍ଵର ଏକ ଏପରି ଦେଶ ଯିଏ ଆଜି ପର୍ଯ୍ୟନ୍ତ କେଉଁ ଦେଶର ଗୁଲାମ ହୋଇ ନାହିଁ ।

୮. କେଉଁ ବେଙ୍ଗ କାମୁଡିଲେ ମଣିଷ ଶୀଘ୍ର ମରି ଥାଏ ?

ଉତ୍ତର- ଡାର୍ଟଫ୍ରଗ କାମୁଡିଲେ ମଣିଷ ଶୀଘ୍ର ମରି ଥାଏ ।

୯. କେଉଁ ପକ୍ଷୀ ଅଧିକ ଉଚ୍ଚରେ ଉଡିଥାଏ ?

ଉତ୍ତର- ଶାଗୁଣା ପକ୍ଷୀ ଅଧିକ ଉଚ୍ଚରେ ଉଡିଥାଏ ।

୧୦. କେଉଁ ଜୀବର ଆୟୁଷ ମାତ୍ର କେବଳ ୫ ମିନିଟ ଅଟେ ?

ଉତ୍ତର- ମେଫ୍ଲାଏ ଜୀବର ଆୟୁଷ ମାତ୍ର କେବଳ ୫ ମିନିଟ ଅଟେ ।

୧୧. କେଉଁଠି ସୂର୍ଯ୍ୟ ପଶ୍ଚିମ ପଟୁ ଉଦୟ ହୁଅନ୍ତି ?

ଉତ୍ତର- ୟୂରେନ୍ସ ଗ୍ରହରେ ସୂର୍ଯ୍ୟ ପଶ୍ଚିମ ପଟୁ ଉଦୟ ହୁଅନ୍ତି ।

୧୨. UPSCର ଫୁଲଫର୍ମ କଣ ?

ଉତ୍ତର- UPSCର ଫୁଲଫର୍ମ ହେଉଛି Union public service commission ।

୧୩. କମ୍ପୁଟର କିଏ ଉଦ୍ଭାବନ କରିଥିଲେ ?

ଉତ୍ତର- କମ୍ପୁଟର ଚାର୍ଲ୍ସ ବାବେଜ ଉଦ୍ଭାବନ କରିଥିଲେ ।

୧୪. କୋଇଲା କେତେ ପ୍ରକାର ?

ଉତ୍ତର- କୋଇଲା ୫ ପ୍ରକାର ।

୧୫. କେଉଁ ଦେଶରେ ଦୁଇଟି ରାଷ୍ଟ୍ରପତି ଅଛନ୍ତି ?

ଉତ୍ତର- ସନ୍ ମାରିନୋ ଦେଶରେ ଦୁଇଟି ରାଷ୍ଟ୍ରପତି ଅଛନ୍ତି ।

୧୩- ସିଙ୍ଗଡ଼ା କୁ ଇଂରାଜୀରେ କଣ କୁହାଯାଏ?
ଉ: ରିସୋଲ (Rissole) କୁହାଯାଏ ।

Leave a Reply

Your email address will not be published. Required fields are marked *