Real Life ରେ କିପରି ଦେଖାଯାନ୍ତି ଟିଭି ସିରିଏଲ ‘ସିନ୍ଦୁରର ଅଧିକାର’ ର ଆକ୍ଟର ମାନେ, ପ୍ରଥମ ଥୈଆ ପାଇଁ ଦେଖନ୍ତୁ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଧାରାବାହିକ ‘ସିନ୍ଦୁରର ଅଧିକାର’ ବେସ ଭଲ ଭାବରେ ଦେଖିଥିବେ । ଏହି ସିରିଏଲଟିକୁ ଲୋକ ମାନେ ବହୁତ ପସନ୍ଦ କରୁଛନ୍ତି କାରଣ ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଅଭିନୟ କରିଛନ୍ତି । ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ହେଲେ ବନ୍ଧୁଗଣ ଆପଣ ମାନେ କଣ ଏହି କଳାକାରଙ୍କ ପ୍ରକୃତରେ କେମିତି ଦେଖାଯାନ୍ତି ତାହା ବିଷୟରେ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ‘ସିନ୍ଦୁରର ଅଧିକାର’ ସିରିଏଲରେ ଅଭିନୟ କରୁଥିବା କଳାକାରଙ୍କ ରିଅଲ ଲାଇଫ ଲୁକ୍ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ପବିତ୍ର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ପବିତ୍ର । ଏହି ସିରିଏଲରେ ପବିତ୍ର ବହୁତ ସୁନ୍ଦର ଅଭିନୟ କରୁଛନ୍ତି । ରିଲ ଲାଇଫରେ ସେ ଏକ ସଂସ୍କାରୀ ବୋହୁ ଭୂମିକାରେ ନଜର ଆସୁଛନ୍ତି ହେଲେ ରିଅଲ ଲାଇଫରେ ସେ ବହୁତ ଷ୍ଟାଇଲିସ ଅଟନ୍ତି । ଆପଣ ମାନେ ଏହି ଫଟୋରେ ତାଙ୍କ ରିଅଲ ଲାଇଫ ଲୁକ୍ କୁ ଦେଖି ପାରୁଥିବେ ।

ଦାମିନୀ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଦାମିନୀ । ଦାମିନୀ ନିଜ ଲୁକ୍ ପାଇଁ ଏହି ସିରିଏଲରେ ବହୁତ ଲୋପ୍ରିୟତା ହାସଲ କରିଛନ୍ତି । ତାଙ୍କ ସୁନ୍ଦରତା ଓ ତାଙ୍କ ଅଭିନୟକୁ ଦେଖିବା ପାଇଁ ଲୋକ ମାନେ ବହୁତ ପସନ୍ଦ କରୁଛନ୍ତି । ରିଅଲ ଲାଇଫରେ ଦାମିନୀ ବହୁତ ସିମ୍ପଲ ଓ ସୁନ୍ଦର ନଜର ଆସନ୍ତି ।

ଉର୍ଭି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଉର୍ଭି । ଉର୍ଭି ଏକ ସୁନ୍ଦର ଅଭିନେତ୍ରୀ ଅଟନ୍ତି ଓ ସେ ସୋସିଆଲ ମିଡିଆରେ ଅଧିକାଂଶ ସମୟ ଆକ୍ଟିଭ ରୁହନ୍ତି । ଉର୍ଭିଙ୍କ ଅଭିନୟକୁ ଲୋକ ମାନେ ବହୁତ ପସନ୍ଦ କରୁଛନ୍ତି । ରିଲ ଲାଇଫ ପରି ରିଅଲ ଲାଇଫରେ ମଧ୍ୟ ଉର୍ଭି ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି ।

କାମ୍ୟ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଅଭିନେତ୍ରୀ କାମ୍ୟ । କାମ୍ୟଙ୍କ ଅଭିନୟକୁ ତ ଆପଣ ମାନେ ନିଶ୍ଚୟ ଦେଖିଥିବେ । ସେ ଏହି ସିରିଏଲରେ ନିଜ ଅଭିନୟର ଜାଦୁ ଦେଖାଇ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ରିଲ ଲାଇଫରେ ସେ ଏକ ସଂସ୍କାରୀ ଲୁକ୍ ରେ ନଜର ଆସନ୍ତି ହେଲେ ରିଅଲ ଲାଇଫରେ ସେ ବହୁତ ଷ୍ଟାଇଲିସ ଅଟନ୍ତି ।

ନିକି- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ନିକି । ନିକି ବହୁତ କମ ବର୍ଷରେ ଟିଭି ଜଗତରେ ଅଭିନୟ କରି ଫେମସ ହୋଇଛନ୍ତି । ଏହି ସିରିଏଲରେ ତାଙ୍କ ସୁନ୍ଦର ଅଭିନୟକୁ ସମସ୍ତେ ପସନ୍ଦ କରୁଛନ୍ତି । ବନ୍ଧୁଗଣ ରିଲ ଲାଇଫ ପରି ନିକି ରିଅଲ ଲାଇଫରେ ମଧ୍ୟ ବହୁତ ଷ୍ଟାଇଲିସ ନଜର ଆସନ୍ତି ।

ଆରଭ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଆରଭ । ଆରଭ ଏହି ସିରିଏଲରେ ମୁଖ୍ୟ ଅଭିନେତା ଭୂମିକାରେ ନଜର ଆସୁଛନ୍ତି ଓ ତାଙ୍କ ଅଭିନୟକୁ ମଧ୍ୟ ଲୋକ ମାନେ ବେସ ପସନ୍ଦ କରୁଛନ୍ତି । ଆରଭ ରିଲ ଲାଇଫ ପରି ରିଅଲ ଲାଇଫରେ ମଧ୍ୟ ବହୁତ ଷ୍ଟାଇଲିସ ନଜର ଆସନ୍ତି ।

Leave a Reply

Your email address will not be published. Required fields are marked *