ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ସିଂହ ଖୁଆଡ଼ ରେ ପସିଗଲେ ଜଣେ ମହିଳା । ସିଂହ ଆଗରେ ନାଚିଲେ ଏବଂ କୁ-ଦି-ବା ଆରମ୍ଭ କରିଲେ । ଏଭଳି ଏକ ଅ-ଜ-ବ ଓ ଅ-ଭା-ବ-ନୀୟ ଘଟଣା ଘଟିଛି ନ୍ୟୁୟର୍କ ର ବ୍ରୋନ୍କସ ଚିଡିଆଖାନା ରେ ।
ସୋ-ସି-ଆ-ଲ ମି-ଡି-ଆ ରେ ଭା-ଇ-ରା-ଲ ହେଉଥିବା ଏହି ଭି-ଡି-ଓ କୁ ଦେଖିଲେ ଆପଣ ଜାଣି ପାରିବେ ଏଥିରେ ଯେଉଁ ମହିଳା ଜଣକ ଅଛନ୍ତି ସେ ଯେଉଁଭଳି ଭାବରେ ସିଂହ ଆଗରେ ନାଚୁଛନ୍ତି ତାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ ରେ ଖୁବ ମାତ୍ରାରେ ଭା-ଇ-ରା-ଲ ହୋଇଛି । ଏହି ଭି-ଡି-ଓ ରେ ଘଟୁଥିବା ଦୃଶ୍ୟ କୁ ଦେଖିଲେ ଆପଣ ତାଜୁବ ହୋଇଯିବେ ।
କିନ୍ତୁ ଏହା ସହିତ ଏହି ମହିଳା ଙ୍କ କାର୍ଯ୍ୟ କଳାପ ଦେଖିବା ପରେ ଆପଣଙ୍କ ମୁଣ୍ଡ ବିଗିଡ଼ି ଯିବା ମଧ୍ୟ ସ୍ୱଭାବିକ । ସିଂହ ଖୁଆଡ଼ ର ଚାରିପାଖରେ ଥିବା ସୁରକ୍ଷା ପାଚେରୀ କୁ ଡେ-ଇଁ ମହିଳା ଜଣକ ଭିତରକୁ ପ-ଶି ଯାଇଥିଲେ । ସେଫ୍ଟି ବ୍ୟାରିୟର ଭିତରକୁ କୁଦା ମା-ରି ସିଂହ ର ଖୁଆଡ଼ ଭିତରକୁ ପ-ଶି ଯାଇଥିଲେ ଏହି ମହିଳା ଜଣକ । ଏହାପରେ ଯାହା ଘଟିଲା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।
ଉକ୍ତ ମହିଳା ଜଣକ ସିଂହ ର ଖୁଆଡ଼ ରେ ପସିବା କ୍ଷଣି ତାଙ୍କର ସାମ୍ନା ହୋଇଥିଲା ସିଂହ ସହିତ । ଉଭୟ ମୁହାଁମୁହିଁ ହେବା ପରେ ପରସ୍ପର କୁ କିଛି ସମୟ ପର୍ଯ୍ୟନ୍ତ ଚାହିଁ ରହିଥିଲେ । ଏହି ସମୟ ରେ ସିଂହ ଟି ଶାନ୍ତ ମୁଦ୍ରା ରେ ଥିବାର ଦେଖିବାକୁ ମିଳିଥିଲା ।
କାରଣ ସିଂହ ଟି ମହିଳା ଙ୍କୁ ଆ-କ୍ର-ମ-ଣ କରିବାରେ କୌଣସି ପ୍ରକାର ରେ ଉଦ୍ୟତ ହୋଇ ନଥିଲା । କିନ୍ତୁ ମହିଳା ଜଣକ ନିଜ କାର୍ଯ୍ୟ କଳାପ ଦ୍ଵାରା ସିଂହ କୁ ଉ-ସକା-ଇବାକୁ ଚେଷ୍ଟା କରିଥିଲେ । ମହିଳା ଜଣକ ସିଂହ ସାମ୍ନା ରେ ନାଚୁଛନ୍ତି କିନ୍ତୁ ସିଂହ ଟି କୌଣସି ହିଂ-ସ୍ର ଆ-ଚ-ରଣ କରୁନାହିଁ । ରିପୋର୍ଟ ଅନୁସାରେ ଜଣା ପଡ଼ିଛି ସିଂହ ଟି ଆଫ୍ରିକୀୟ ପ୍ରଜାତିର ।
ଏହି ଘଟଣା ରେ ମହିଳା ଙ୍କ ଜୀବନ କୁ ମଧ୍ୟ କୌଣସି ବି-ପ-ଦ ଆସିନାହିଁ ବୋଲି ଜଣା ପଡ଼ିଛି । ଚିଡିଆଖାନା ର ଅଧିକାରୀ ଏହି ଘଟଣା କୁ ଗମ୍ଭୀର ରୂପରେ ନେଇଛନ୍ତି । ସେଫ୍ଟି ବ୍ୟାରିୟର୍ ଡେ-ଇଁ-ବା ଦ-ଣ୍ଡ-ନୀ-ୟ ଅ-ପ-ରା-ଧ ଅଟେ । ଏହି ଘଟଣା କୁ ଦେଖିବା ପରେ ଲୋକମାନେ ମଧ୍ୟ ନିଜର ଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କ ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।