ସୀମା ଓ ସଚିନ ପ୍ରେମ କାହାଣୀକୁ ନେଇ ଆସିଛି ବଡ ଖବର ସୀମା ହେଉଛନ୍ତି ପାକିସ୍ତାନୀ ଆର୍ମି ମେଜର ! ଏବେ ଭାରତ ଆସି ଫଶିଗଲେ…

ନମସ୍କାର ବନ୍ଧୁଗଣ ।ସୂଚନା ମୁତାବକ ସୀମା ଓ ସଚିନଙ୍କ ସମ୍ବନ୍ଧରେ ଅନେକ ଖବର ଶୁଣିବାକୁ ମିଳୁଛି । ସୀମାଙ୍କ କହିବା ଅନୁସାରେ ସେ ସଚିନକୁ pubg ଖେଳରୁ ଭଲ ପାଇଛନ୍ତି । ତେଣୁ ସେ ତାଙ୍କ ଦେଶକୁ ଛାଡି ସଚିନଙ୍କ ପାଇଁ ଭାରତ ଆସିଛନ୍ତି ଏବଂ ସେ ସଚିନକୁ ବିବାହ କରି ଭାରତର ବୋହୁ ହେଇକି ରହିବେ । ତେବେ ସୀମାଙ୍କ ଏହି କଥାକୁ ଶୁଣିଥିବା ଅଧିକାରୀମାନେ ସୀମାଙ୍କ ବାବଦରେ ଅନୁସନ୍ଧାନ କରିବା ଆରମ୍ଭ କରିଥିଲେ ।

ସୋସିଆଲ ମିଡିଆରେ ସୀମାଙ୍କ ସ୍ଵାମୀ ଏକ ଭିଡିଓ ଜାରି କରିଥିଲେ ଏବଂ ସେହି ଭିଡିଓରେ କହୁଛନ୍ତି କି ସୀମା ଓ ତାଙ୍କର ପ୍ରେମ ବିବାହ ହୋଇଥିଲା । ବହୁକଷ୍ଟ ସହି ଉଭୟ ବିବାହ କରିଥିଲେ ତିନୋଟି ସନ୍ତାନ ହେବା ଯାଏ ସେ ବହୁତ ଖୁସିରେ ଥିଲେ କିନ୍ତୁ ତାଙ୍କ ଆର୍ଥିକ ସ୍ଥିତି ଖରାପ ଥିବା କାରଣରୁ ତାଙ୍କୁ ଆରଫ ଦେଶକୁ  ଟଙ୍କା ରୋଜଗାର କରିବା ପାଇଁ ଯାଇଥିଲେ ।

ମାତ୍ର ସେ ଜାଣିନଥିଲେ କି ସୀମ ଏଭଳି କିଛି କରିବେ ବୋଲି । ତେଣୁ  ସେ ସୀମାଙ୍କୁ ପାକିସ୍ତାନକୁ ଫେରାଇବା ଦେବା ପାଇଁ ବିନୟ କରିଥିଲେ । ମାତ୍ର ସୀମା ଯିବାକୁ ମନା କରୁଥିବା ଦେଖିବାକୁ ମିଳିଥିଲା ମାତ୍ର ଏବେ ସୀମାଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ପ୍ରକୃତରେ ସୀମା ହେଉଛନ୍ତି ପାକିସ୍ତାନୀ ଆର୍ମୀ ମେଜର । ତାଙ୍କ ପାକିସ୍ତାନୀ ପରିଚୟ ହେଉଛି ସାମିଆ ରେହମାନ ଓ ଆର୍ମିରୁ ପ୍ରମୋଟ ହୋଇ ISI  ରେ ଭର୍ତ୍ତି ହୋଇଛନ୍ତି ।

ସୀମା ନିଜର ଭିନ୍ନ ଭିନ୍ନ ପରିଚୟ ତିଆରି କରି ଭାରତୀୟ ଯୌବନ ଯୁବକମାନଙ୍କୁ ପଶାନ୍ତି ଏଭଳି କୁ ସେ ନେଇକି ଆସିଥିବା ଚାରି ଛୁଆ ମଧ୍ୟ ତାଙ୍କର ନୁହେଁ । ସେ ଭାରତର ଆର୍ମିରୀ ପଶି ଭାରତର ଗୁପ୍ତ ରହସ୍ୟ ସବୁ କୁଆଡେ ପାକିସ୍ତାନକୁ ଦେବେ । ତେବେ ଭାରତ ଜାଣିଗଲା ସୀମା ହରିଦାର ବା ସାମିଆ ରେହମାନଙ୍କ ପ୍ରକୃତ ସତ ।

ଟ୍ଵିଟ୍ଟାର ର ଭଗୟା କ୍ରାନ୍ତି ନାମକ ଏକ ଆକାଉଣ୍ଟ ସୀମାଙ୍କ ଆର୍ମି ଫୋଟୋ ଓ ସେ ଆର୍ମି ମେଜର ବୋଲି ଦାବି ହୋଇଛି । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସାମିଆ ରେହମାନଙ୍କୁ ନେଇ UP ପୋଲିସ ତଦାରଖ ଆରମ୍ଭ କରିଛି । ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *