ବନ୍ଧୁଗଣ ଆପଣ ମାନେ ସମସ୍ତେ ବର୍ତ୍ତମାନର ଡିଜିଟାଲ ଦୁନିଆରେ ଯେକୌଣସି ସ୍ଥାନରେ ରହି ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଥିବେ । ଏହି କରୋନା କାଳରେ ମଧ୍ୟ ରାଜ୍ୟରେ ଏପରି ସବୁ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।
ବନ୍ଧୁଗଣ ଏହି ଭାଇରାଲ ଭିଡିଓଟିକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ଏହି ଭାଇରାଲ ଭିଡିଓଟି ଯେତେ ଆଶ୍ଚର୍ଯ୍ୟ ଜନକ ସେତେ ଭୟାବହ ମଧ୍ୟ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ବିଷୟରେ ।
ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଗୋଟେ କାର ହୁତୁହୁତୁ ହେଇ ଜଳୁ ଥିବାର ନଜର ଆସୁଛି । କାରଟି ନିଆଁ ଲାଗି ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି ଓ ଘଟଣା ସ୍ଥଳରେ ଥିବା ଲୋକମାନେ ଏହି ଦୃଶ୍ୟକୁ କେବଳ ଦୂରରେ ରହି ଦେଖୁଛନ୍ତି । ବନ୍ଧୁଗଣ ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ସାରା ଓଡିଶାରେ ଏହି ଭିଡିଓକୁ ନେଇ ଚର୍ଚା ଜୋର ସୋର ଧରିଛି ।
ତେବେ ମିଡିଆ ରିପୋର୍ଟସ ଅନୁସାରେ ଏହି ଘଟଣାଟି କଟକ ମଧୁପାଟଣା ଓଭର ବ୍ରିଜ ଉପରେ ଘଟିଛି । ହଠାତ ଗାଡିରେ ନିଆଁ ଲାଗିଯାଇଥିଲା ଓ ଡ୍ରାଇଭର ଗାଡି ଛାଡି ନିଜ ଜୀବନ ବଞ୍ଚାଇବା ପାଇଁ ଚମ୍ପଟ ମାରିଥିଲା । ହେଲେ ବନ୍ଧୁଗଣ ନିଆଁ କଣ ପାଇଁ ଲାଗିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ । ଘଟଣା ହେବାର କିଛି ମିନିଟ ମଧ୍ୟରେ ମଧୁପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା ।
ଗାଡିଟି ବହୁତ ସମୟ ଧରି ଜଳି ଥିଲା ଓ ପରେ ଅଗ୍ନିସମ ବିଭାଗର କର୍ମଚାରୀ ମାନେ ଆସି ନିଆଁ ଲିଭାଇ ଥିଲେ । ମିଡିଆ ରିପୋର୍ଟସ ଅନୁସାରେ ଏହି ଦୁର୍ଘଟଣାରେ କାହାର ପ୍ରାଣ ଯାଇ ନାହିଁ । ବନ୍ଧୁଗଣ ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ଭାଇରାଲ ହେଉଛି ଓ ଲୋକମାନେ ଏହି ଘଟଣାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।