Sidharth Shukla ଙ୍କ ଯିବା ପରେ Shehnaaz Gill ଙ୍କ ଅବସ୍ଥା ଦେଖି ରାଗିଗଲେ Anushka Sharma, କହିଲେ କିଛି ଏମିତି, ଦେଖନ୍ତୁ Video

ବନ୍ଧୁଗଣ ସିଦ୍ଧାର୍ଥ ଶୁକ୍ଲାଙ୍କ ଦେ-ହା-ନ୍ତ ପରେ ବହୁତ ସାରା ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଛି । ବନ୍ଧୁଗଣ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଏକ ଭି-ଡି-ଓ ବହୁତ ଭା-ଇ-ରା-ଲ ହେଉଛି । ସେହି ଭି-ଡି-ଓ-ରେ ସେହେନାଜ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କୁ ଦେଖିବାକୁ ଯାଉଥିବା ବେଳେ ମି-ଡି-ଆ ଶିକାରରେ ପଡିଗଲେ । ସେହି ସ୍ଥାନରେ ସମସ୍ତ ମିଡିଆ ସେହେନାଜଙ୍କୁ ଘେରି ଯାଇଥିଲେ ଓ ପୋଲିସ ପ୍ରୋଟେକ୍ସନ ମଧ୍ୟ ଫେ-ଲ ମା-ରି-ଯାଇଥିଲା । ବହୁତ କଷ୍ଟରେ ସେହେନାଜ ସିଦ୍ଧାର୍ଥଙ୍କୁ ଦେଖିବା ପାଇଁ ସେ ଜାଗରୁ ଯାଇଥିଲେ ।

ଏହି ଭି-ଡି-ଓ-କୁ ଦେଖି ଅଧିକାଂଶ ସେଲିବ୍ରେଟି ମାନେ ନିଜର ପ୍ରତିକ୍ରିୟା ସୋ-ସି-ଆ-ଲ ମି-ଡି-ଆ-ରେ ଦେଇଛନ୍ତି । ସୋ-ସି-ଆ-ଲ ମି-ଡି-ଆ-ରେ ଏମିତି ବହୁତ ଫଟୋ ଭା-ଇ-ରା-ଲ ହେଉଛି ଯେଉଁଥିରେ ସେହେନାଜ କାନ୍ଦୁ ଥିବାର ନଜର ଆସୁଛନ୍ତି । ତାଙ୍କ ଆଖି ଫୁଲି ଯାଇଛି ହେଲେ ସେହି ସମୟରେ ମିଡିଆ ବାଲା ତାଙ୍କୁ ଜୋର ଜୋର ସେ ଡାକୁଛନ୍ତି । ଏହି ଘଟଣାକୁ ନେଇ ବଲିଉଡ ଅଭିନେତ୍ରୀ ଅନୁସ୍କା ଶର୍ମା ଏକ ବଡ ପ୍ରତିକ୍ରିୟା ଦେଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ଅନୁସ୍କା ଏହି ପ୍ରତିକ୍ରିୟା ମିଡିଆ ବାଲାଙ୍କୁ ପାଇଁ ଦେଇଛନ୍ତି । ଅନୁସ୍କା ନିଜ ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟରେ ଏକ ପୋ-ଷ୍ଟ ସେୟାର କରିଛନ୍ତି । ସେହି ପୋ-ଷ୍ଟରେ ସେ ଲେଖିଛନ୍ତି-‘ସେ ତମକୁ ମଣିଷ ବୋଲି ଭାବୁ ନାହାନ୍ତି । ସେଥିପାଇଁ ସେ ଫଟୋ ନେବା ପାଇଁ ସମସ୍ତ ସୀମା ପାର କରୁଛନ୍ତି । ତମେ ମ-ରି-ଯା-ଅ କି ବଞ୍ଚି ଥାଅ ଫଟୋ ଉଠାଇବା ପାଇଁ ସେ ସବୁବେଳେ ମଉକା ଖୋଜନ୍ତି ଯେତେ ହୋଇପାରିବ ସେତେ’ । ଅନୁସ୍କା ଶର୍ମା ଏହି ପୋଷ୍ଟ ସେହେନାଜଙ୍କ କଷ୍ଟ ଦେଖି ପୋଷ୍ଟ କରିଥିଲେ ।

ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଥିବା ସମସ୍ତ ଫଟୋରେ ସେହେନାଜଙ୍କ ଅବସ୍ତା ବହୁତ ଖରାପ ନଜର ଆସୁଛି ହେଲେ ମି-ଡି-ଆ ତାଙ୍କୁ ହଇରାଣ କରିବାରେ ପଛ ଘୁଞ୍ଚା ଦେଇ ନାହିଁ । ଅନୁସ୍କାଙ୍କ ସହିତ ଅନ୍ୟ କେତେକ ବଲିଉଡ କଳାକାର ମାନେ ମଧ୍ୟ ମି-ଡି-ଆ-କୁ ନେଇ କିଛି ପ୍ରତିକ୍ରିୟା ଦେଇଛନ୍ତି ଯାହା ବର୍ତ୍ତମାନ ବହୁତ ଚର୍ଚାରେ ଅଛି ।

Leave a Reply

Your email address will not be published. Required fields are marked *