Shraddha Kapoor ଙ୍କୁ ତାଙ୍କ ଜନ୍ମ ଦିନରେ Bollywood ଷ୍ଟାରମାନେ ଦେଲେ ଏହି ସବୁ ଦାମୀ ଗିଫ୍ଟ, ବାପା Shakti Kapoor ଦେଲେ ସବୁଠୁ ମହଙ୍ଗା ଗିଫ୍ଟ, ଯାହାର ଦାମ ଆପଣଙ୍କ ହୋସ ଉଡେଇ ଦେବ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ସେହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ଶ୍ରଦ୍ଧା କପୁର ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଶ୍ରଦ୍ଧା କପୁରଙ୍କର ବହୁତ ସୁପର ହିଟ ଫିଲ୍ମ ଦେଖିଥିବେ । ଶ୍ରଦ୍ଧା ହେଉଛନ୍ତି ଜଣେ ପ୍ରସିଦ୍ଧ ଅଭିନେତ୍ରୀ ସେ ବହୁତ କମ ସମୟ ମଧ୍ୟରେ ବଲିଉଡରେ ସଫଳତା ପାଇଛନ୍ତି । ବନ୍ଧୁଗଣ ଶ୍ରଦ୍ଧାଙ୍କ ଜନ୍ମ ୩ ମାର୍ଚ୍ଚ ୧୯୮୭ ମସିହାରେ ହୋଇଥିଲା । ସେ ସବୁ ବର୍ଷ ନିଜ ଜନ୍ମ ଦିନକୁ ବହୁତ ଧୁମଧାମରେ ପାଳନ କରନ୍ତି ।

ଏହି ବର୍ଷ ମଧ୍ୟ ସେ ନିଜ ଜନ୍ମ ଦିନକୁ ନିଜ ପରିବାର ଲୋକଙ୍କ ସହ ବହୁତ ଧୁମଧାମରେ ପାଳନ କରିଛନ୍ତି । ବନ୍ଧୁଗଣ ଶ୍ରଦ୍ଧାଙ୍କୁ ତାଙ୍କର ଜନ୍ମ ଦିନ ଉପଲକ୍ଷେ କିଛି ଏକ୍ସ ପେନ୍ସିଭ ଗିଫ୍ଟ ମିଳିଛି ଯାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଶକ୍ତି କପୁର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ କଳାକାର ଓ ଶ୍ରଦ୍ଧା କପୁରଙ୍କ ବାପା ଶକ୍ତି କପୁର । ଜନ୍ମ ଦିନ ଅବସରରେ ଶକ୍ତି ନିଜ ଝିଅକୁ ନିଉୱର୍କରେ ଏକ ପ୍ରାଇଭେଟ ଆପାର୍ଟମେଣ୍ଟ ଗିଫ୍ଟ କରିଛନ୍ତି ଯାହାର ଦାମ ହେଉଛି ୪୦ କୋଟି ଟଙ୍କା ।

ଶିଭାଙ୍ଗି କୋଲ୍ହାପୁରୀ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଶ୍ରଦ୍ଧା କପୁରଙ୍କ ମା । ଜନ୍ମଦିନର ଅବସରରେ ଶ୍ରଦ୍ଧାଙ୍କ ମା ତାଙ୍କୁ ଏକ ଡାଇମଣ୍ଡ ସେଟ ଗିଫ୍ଟ କରିଛନ୍ତି ଯାହାର ଦାମ ହେଉଛି ୪ କୋଟି ଟଙ୍କା ।

ସିଦ୍ଧାର୍ଥ ମଲ୍ହୋତ୍ରା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ସିଦ୍ଧାର୍ଥ ମଲ୍ହୋତ୍ରା । ସିଦ୍ଧାର୍ଥ ଓ ଶ୍ରଦ୍ଧା ଏକା ସହ ୨୦୧୪ରେ ଆସିଥିବା ଫିଲ୍ମ ‘ଏକ ଭିଲେନ’ରେ କାମ କରିଥିଲେ । ଜନ୍ମଦିନର ଅବସରରେ ସିଦ୍ଧାର୍ଥ ଶ୍ରଦ୍ଧାଙ୍କୁ ସ୍ଵିଜରଲ୍ୟାଣ୍ଡର ଭେକେସନ ଟ୍ରିପ ଗିଫ୍ଟ କରିଛନ୍ତି ।

ବରୁନ ଧବନ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ବରୁନ ଧବନ । ବରୁନ ଓ ଶ୍ରଦ୍ଧା ଏକା ସହ ବହୁତ ସୁପର ହିଟ ଫିଲ୍ମରେ କାମ କରିଛନ୍ତି । ଏହି ଦୁଇଜଣ ଭଲ ସାଙ୍ଗ ମଧ୍ୟ ଅଟନ୍ତି । ଜନ୍ମଦିନ ଅବସରରେ ବରୁନ ଶ୍ରଦ୍ଧାଙ୍କୁ ଶୁବେଛା ଜଣାଇବା ସହ ବହୁତ ସାରା ହ୍ୟାଣ୍ଡ ମେଡ ଚକିଲେଟ ଦେଇଥିଲେ ।

ନୋରା ଫତେହୀ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ନୋରା ଫତେହୀ । ଶ୍ରଦ୍ଧା ଓ ନୋରା ଏକା ସହ ‘ଷ୍ଟ୍ରିଟ ଡ୍ୟାନ୍ସର’ ଫିଲ୍ମରେ କାମ କରିଥିଲେ । ଜନ୍ମଦିନ ଅବସରରେ ନୋରା ଶ୍ରଦ୍ଧାଙ୍କୁ ଏକ ଜିମ ସୁଟ ଓ ନାଇକିର ଜୋତା ଗିଫ୍ଟ କରିଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *