ଫାଇପ ଷ୍ଟାର ହୋଟେଲ ରେ ଚାଲୁଥିବା ସେ-କ-ସ ରା-କେ-ଟ ରେ ଧରା ପଡ଼ିଲେ Bollywood ର ଏହି ୩ଜଣ ଅଭିନେତ୍ରୀ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡ ଇଣ୍ଡଷ୍ଟ୍ରିରେ ଥିବା ଅଭିନେତ୍ରୀ ମାନେ ଫେମସ ହେବା ପାଇଁ ସବୁକିଛି କରିଥାନ୍ତି । ଏମାନେ ନିଜ ଲୁକ୍ ଓ ନିଜ ଅଭିନୟ ଉପରେ ବହୁତ ଅଧିକ ଗୁରୁତ୍ଵ ଦେଇଥାନ୍ତି । ହେଲେ ବନ୍ଧୁଗଣ କିଛି ଅଭିନେତ୍ରୀ ଏମିତି ମଧ୍ୟ ଅଛନ୍ତି ଯେଉଁମାନେ କେବଳ ଟଙ୍କା କମାଇବା ପାଇଁ ଇଛା କରିଥାନ୍ତି ଓ ଟଙ୍କା କମାଇବା ପାଇଁ ସେମାନେ ବହୁତ ଖରାପ କାମ ମଧ୍ୟ କରିଥାନ୍ତି । ସାଧାରଣତଃ ବହୁତ ସ୍ଥାନରେ ସେ-କ-ସ ରା-କେ-ଟ ଚାଲିଥାଏ ।

ଏହି ସେ-କ-ସ ରା-କେ-ଟ ହେଉଛି ଏକ ଏମିତି ସ୍ଥାନ ଯେଉଁଠି ଝିଅ ମାନେ ଟଙ୍କା ନେଇ ପୁରୁଷ ମାନଙ୍କ ସହ ଖ-ରା-ପ ସ-ମ୍ବ-ନ୍ଧ ରଖିଥାନ୍ତି । ହେଲେ ବନ୍ଧୁଗଣ କେବଳ ସାଧାରଣ ଝିଅ ନୁହେଁ ବର୍ତ୍ତମାନ ତ ଅଭିନେତ୍ରୀ ମାନେ ମଧ୍ୟ ଏହି ସେ-କ-ସ ରା-କେ-ଟରେ ସାମିଲ ହୋଇ ସାରିଛନ୍ତି ।

ଆପଣ ମାନେ ଜଣାଇଲେ ଏହା ଆଶ୍ଚର୍ଯ୍ୟ ହେବେ ଯେ, ମୁମ୍ବାଇର ଗୋରେଗାଓଁରେ ଥିବା ଏକ ଫାଇପ ଷ୍ଟାର ହୋଟେଲରେ ଚାଲିଥିବା ସେ-କ-ସ ରା-କେ-ଟକୁ ପୋଲିସ ଠାବ କରିଛି । ଏହି ସେ-କ-ସ ରା-କେ-ଟରେ ତିନି ଜଣ ବଲିଉଡ ଅଭିନେତ୍ରୀ ମଧ୍ୟ ଧରା ପଡିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହାର ପ୍ରକୃତ ଘଟଣା ।

ଖବର ଅନୁଯାଇ କିଛି ଦିନ ତଳେ ରାତ୍ରି ସମୟରେ ପୋଲିସର ଏକ ସ୍ପେଶାଲ ଟିମ ଏକ ଫାଇବ ଷ୍ଟାର ହୋଟେଲ ଉପରେ ଚଢାଉ କରିଥିଲା । ପୋଲିସ ଏହି ଘଟଣାର ସନ୍ଧାନ କରିବା ପାଇଁ ସେହି ହୋଟେଲକୁ ଗ୍ରାହକ ରୂପେ ଯାଇଥିଲେ । ସେହି ସ୍ଥାନରେ ପୋଲିସ ମାନେ ସେହି ସେ-କ-ସ ରା-କେ-ଟର ଲିଡର ମାନଙ୍କୁ ଭେଟି ଥିଲେ ।

ଏହାପରେ ବନ୍ଧୁଗଣ ପୋଲିସ ସେହି ସ୍ଥାନରେ ଚଢାଉ କରି ତିନୋଟି ମହିଳାଙ୍କୁ ଉଧାର କରିଥିଲା । ହେଲେ ବନ୍ଧୁଗଣ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ ସେହି ସ୍ଥାନରେ ତିନି ବଲିଉଡ ଅଭିନେତ୍ରୀ ମଧ୍ୟ ସାମିଲ ଥିଲେ । ବଡ ହୋଟେଲରେ ଗଣ ଦୁ-ଷ୍କ-ର୍ମ କରିବା ପାଇଁ ବଲିଉଡ ଓ ଟିଭି ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ମାନଙ୍କୁ ଆଣିଥିବାର ଅଭିଯୋଗ ହୋଇଛି ।

ବନ୍ଧୁଗଣ ଭାରତୀୟ ଦନଡବିଧି ବିଭାଗ ଅନୁଯାଇ ପୋଲିସ ସେହି ଅ-ଭି-ଯୁ-କ୍ତ ବିରୋଧରେ ମାମଲା ରୁଜୁ କରିଛି । ଏହି ମାମଲାର ସଂପୂର୍ଣ୍ଣ ଅନୁସନ୍ଧାନ ପରେ ସେହି ବଲିଉଡ ଅଭିନେତ୍ରୀଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ । ମିଡିଆ ରିପୋର୍ଟ ଅନୁସାରେ ବଲିଉଡର ଆନ୍ତର୍ଜାତୀୟ ନୃତ୍ୟଶିଳ୍ପୀ ଓ ଦୁଇଟି ଟିଭି ଇଣ୍ଡଷ୍ଟ୍ରି ଅଭିନେତ୍ରୀ ହୋଟେଲରେ ଶା-ରୀ-ରି-କ ସ-ମ୍ବ-ନ୍ଧ ରଖିବା ପାଇଁ ୧୦ ଲକ୍ଷ ଟଙ୍କାରେ ଡିଲ କରିଥିବାର ଅଭିଯୋଗ ରହିଛି ।

କିନ୍ତୁ ବନ୍ଧୁଗଣ ପୋଲିସ ଠିକ ସମୟରେ ପହଞ୍ଚି ଏହି ଦୁ-ଷ୍କ-ର୍ମ-କୁ ରୋକିଥିଲା । ବନ୍ଧୁଗଣ ଅତୀତରେ ମଧ୍ୟ ବଲିଉଡରେ ଏହି ସେ-କ-ସ ରା-କେ-ଟ ଘଟଣା ବହୁତ ହେଉଛି । ଏଥିରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *