ଶାଶୁଘରେ ପ୍ରଥମ ଥର ପାଇଁ କେମିତି ମାଣ ବସେଇଲେ Somalin, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ଏହା ସହିତ ଏହି ଅଭିନେତ୍ରୀ ମାନେ ନିଜ ଲଭ ଅଫେୟାର ଓ ନିଜ ବିବାହ ପାଇଁ ମଧ୍ୟ ବହୁତ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ସୋମାଲିନ୍ । ବନ୍ଧୁଗଣ ଆପଣ ମାନେ ସମସ୍ତେ ସୋମାଲିନ୍ ଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ତେବେ ଗତ କିଛି ଦିନ ତଳେ ସୋମାଲିନ୍ ନିଜ ପୁରୁଷ ବନ୍ଧୁ ନିଶୀଥଙ୍କ ସହ ବିବାହ କରିଥିଲେ । ବିବାହ ପରଠାରୁ ସୋମାଲିନ୍ ନିଜ ଶାଶୁ ଘରେ ରହି ଅନେକ ସର୍ଟ ଭିଡିଓ ଅପଲୋଡ କରୁଛନ୍ତି ।

ଆସିବା ଦିନରୁ ସୋମାଲିନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନୂଆ ନୂଆ ଫଟୋ ଓ ଭିଡିଓ ଅପଲୋଡ କରନ୍ତି । ତେବେ ବର୍ତ୍ତମାନ ସୋମାଲିନ ନିଜ ଶାଶୁ ଘରେ ରହି ଭିଡିଓ ଅପଲୋଡ କରୁଛନ୍ତି । ବନ୍ଧୁଗଣ ଆଜି ହେଉଛି ମାଣବସା ଗୁରୁବାର ଆମ ହିନ୍ଦୁ ଧର୍ମରେ ଏହି ମାଣବସା ଗୁରୁବାରର ବହୁତ ଧାର୍ମିକ ମାନ୍ୟତା ରହିଛି । ପ୍ରତ୍ୟକ ବିବାହିତା ମହିଳା ନିଜ ଶାଶୁ ଘରେ ମାଣବସା ଗୁରୁବାର ଦିନ ଲକ୍ଷ୍ମୀଙ୍କ ପୂଜା କରନ୍ତି ।

ତେବେ ସୋମାଲିନ୍ ମଧ୍ୟ ପ୍ରଥମ ଥର ନିଜ ଶାଶୁ ଘରେ ମାଣବସା ଗୁରୁବାର କରିଛନ୍ତି । ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ମାଣବସା ଗୁରୁବାର କରୁଥିବାର ଏକ ଭିଡିଓ ଅପଲୋଡ କରିଛନ୍ତି ଯାହା ବର୍ତ୍ତମାନ ବହୁତ ଭାଇରାଲ ହେଉଛି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଏହି ଭିଡିଓରେ ସୋମାଲିନ୍ ନିଜ ଶାଶୁ ଘରେ ମାନବାଦା ଗୁରୁବାର ଦିନ ମା ଲକ୍ଷ୍ମୀଙ୍କ ପୂଜା କରୁଥିବାର ନଜର ଆସୁଛନ୍ତି । ସୋମାଲିନ୍ ଙ୍କ ଏହି ଭିଡିଓକୁ ଲୋକମାନେ ବେସ ଅଧିକ ପସନ୍ଦ କରୁଛନ୍ତି ଓ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସୋମାଲିନ୍ ଙ୍କ ଏହି ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *