LIC ଆଣିଲା ସବୁଠୁ ଦମଦାର Scheme ! ମାତ୍ର 120 ଟଙ୍କା ଦେଇ ପାଇ ପାରିବେ 27 ଲକ୍ଷ ଟଙ୍କା, ଜାଣନ୍ତୁ କେମିତି ?

ବନ୍ଧୁଗଣ ଝିଅଟିଏ ଜନ୍ମ ହେଲେ ଚିନ୍ତାରେ ପଡିଯାନ୍ତି ବାପା ମା । ଚିନ୍ତାର ମୁଖ୍ୟ କାରଣ ହେଉଛି ଝିଅ ବଡ ହେଲେ ତାର ବିବାହ ପାଇଁ ଲକ୍ଷ ଲକ୍ଷ ଟଙ୍କା କେଉଁଠୁ ଆସିବ । ପୁରା ପରିବାର ଏମିତି ଚିନ୍ତାରେ ଘାଣ୍ଟି ହେଉଥିବା ବେଳେ ଏମାନଙ୍କ ଚିନ୍ତା ଦୂର କରିବା ପାଇଁ ଆଗକୁ ଆସିଛି ଏଲଆଇସି । ଏଲଆଇସି ଏକ ଦମଦାର ସ୍କିମ ନେଇ ଆସିଛି ଓ ଏହି ଦମଦାର ସ୍କିମ ଦ୍ଵାରା ଗ୍ରାହକଙ୍କୁ ଦଉଛି ଭରପୁର ଫାଇଦା ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଲଆଇସିର ଏହି ଦମଦାର ସ୍କିମ ବିଷୟରେ କହିବାକୁ ଯାଉଛୁ ଯାହା ଆମ ସମସ୍ତଙ୍କ ପାଇଁ ଲାଭଦାୟକ ରହିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଦମଦାର ସ୍କିମ ବିଷୟରେ । ଏଲଆଇସିର ଏହି ଦମଦାର ସ୍କିମ ଅନୁସାରେ ମାତ୍ର ୧୨୧ ଟଙ୍କା ଦେଲେ ଝିଅ ବାହାଘର ବେଳେ ଏଲଆଇସି ଦେଉଛି ଲକ୍ଷ ଲକ୍ଷ ଟଙ୍କା । ନିଜ କନ୍ୟାର ଉଜ୍ଵଳ ଭବିଷ୍ୟତ ପାଇଁ ଲୋକମାନେ ସେମାନଙ୍କ ଜନ୍ମରୁ ନିବେଶ ପଲିଶି ପ୍ଳାନ ଆବେଦନ କରନ୍ତି ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏଲଆଇସିର ଏକ ଏପରି ପ୍ଳାନ ବିଷୟରେ କହିବାକୁ ଯାଉଛୁ ଯାହା କନ୍ୟାର ବିବାହ ପାଇଁ ହିଁ ପ୍ରସ୍ତୁତ କରାଯାଇଛି । ଏଲଆଇସିର ଏହି ପଲିଶିର ନାଁ ହେଉଛି ଜୀବନ ରକ୍ଷକ ସ୍କିମ ବା କନ୍ୟାଦାନ ଯୋଜନା । ଏହି ଯୋଜନାରେ ୧୨୧ ଟଙ୍କା ପ୍ରତିଦିନ ହିସାବରେ ପ୍ରାୟ ୩୬୦୦ ଟଙ୍କା ମାସିକ ପ୍ରିମିୟମ ଜମା କରିବାକୁ ପଡିବ । ଯଦି କେହି ଅଧିକ ପ୍ରିମିୟମ ଯୋଜନା ନେବାକୁ ଚାହିଁବେ ତାହା ମଧ୍ୟ ନେଇପାରିବେ ।

ଏଲଆଇସିର ଏହି ଖାସ ପଲିଶିରେ ପ୍ରତିଦିନ ଆପଣ ଯଦି ୧୨୧ ତାଙ୍କ ଜମା କରନ୍ତି  ତେବେ ୨୫ ବର୍ଷରେ ଆପଣଙ୍କୁ ୨୭ ଲକ୍ଷ ଟଙ୍କା ମିଳିବ । ବନ୍ଧୁଗଣ ଏହା ସହିତ ଯଦି ପଲିଶି ନେବା ପରେ ବ୍ୟକ୍ତିର ମୃତ୍ୟୁ ହୋଇଯାଏ ତା ହେଲେ ପରିବାରକୁ ପଲିଶିର ପ୍ରିମିୟମ ଭରିବାକୁ ପଡିବ ନାହିଁ । ଏହା ସହିତ ପ୍ରତିବର୍ଷ ଏକ ଲକ୍ଷ ଟଙ୍କା ମଧ୍ୟ ମିଳିବ । ଏହା ବ୍ଯତୀତ ୨୫ ବର୍ଷ ପୁରା ହେବା ପରେ ପଲିଶି ଧାରୀଙ୍କ ନୋମିନୀକୁ ୨୭ ଲକ୍ଷ ଟଙ୍କା ଦେବ ଏଲଆଇସି ।

କନ୍ୟାଦାନ ଯୋଜନା ନେବା ପାଇଁ ଜଣେ ବ୍ୟକ୍ତିକୁ ସର୍ବ ନିମ୍ନ ୩୦ ବର୍ଷ ହୋଇଥିବା ଉଚିତ ଆଉ ଝିଅର ବୟସ ଏକ ବର୍ଷ ହେବା ଆବଶ୍ୟକ । ଏହି ପ୍ଳାନର ପ୍ରିମିୟମ ୨୨ ବର୍ଷ ଦେବାକୁ ହୋଇଥାଏ । ଏମିତିକି ଝିଅର ବୟସ ଅନୁସାରେ ପଲିଶି ଶେଷ ହୋଇଥାଏ ଓ ଟଙ୍କା ମିଳିଥାଏ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏଲଆଇସିର ଏହି ସ୍କିମ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *