ଚିନ୍ତାରେ ଏବେ Shahrukh Khan ! Shahrukh ଙ୍କ ସହ ଫିଲ୍ମ କରିବା ପାଇଁ ମୁହଁ ମୋଡୁଛନ୍ତି ଏହି ସବୁ ହିରୋଇନ

ବନ୍ଧୁଗଣ ବଲିଉଡର କିଂ ଖାନଙ୍କ ପୁଅ ଅରିୟାନ ଖାନ ଡ୍ର-ଗ ମା-ମ-ଲା-ରେ ଗି-ର-ଫ ହେବା ପରେ ଶାହରୁଖ ଖାନଙ୍କ ପାଇଁ ଅ-ଡୁ-ଆ ବଢିବାରେ ଲାଗିଛି । ଶାହରୁଖ ଖାନଙ୍କ ସହ ଫିଲ୍ମରେ କାମ କରିବାକୁ ଚାହୁଁ ନାହାନ୍ତି ହିରୋଇନ ଯାହାକୁ ନେଇ ଚିନ୍ତାରେ ଅଛନ୍ତି ପ୍ରଡ୍ୟୁସର ଓ ଡାଇରେକ୍ଟର । ମୁମ୍ବାଇ କ୍ରୁଜ ଡ୍ର-ଗ ପାର୍ଟି ମା-ମ-ଲା-ରେ ଶାହରୁଖ ଖାନଙ୍କ ପୁଅ ଗି-ର-ଫ ହୋଇଥିଲେ । ଅନେକ ଦିନ ଜେ-ଲ-ରେ ରହିବା ପରେ ଗତ କାଲି ତାଙ୍କର ଜାମିନ ହୋଇଛି ।

ଅରିୟାନ ଘରକୁ ଆସିବା ପରେ ଶାହରୁଖ ଓ ପରିବାର ଲୋକ ବହୁତ ଅଧିକ ଖୁସି ଅଛନ୍ତି । ହେଲେ ବନ୍ଧୁଗଣ ଅଡୁଆର କଥା ଏହା ହେଉଛି ଯେ, ଶାହରୁଖ ଖାନଙ୍କ ସହ ଫିଲ୍ମରେ କାମ କରିବାକୁ ଆଗ୍ରହ କରୁ ନାହାନ୍ତି ଅଭିନେତ୍ରୀ । ତେଣୁ ବର୍ତ୍ତମାନ ସମୟରେ ଶାହରୁଖ ଖାନଙ୍କ ଫିଲ୍ମ ସୁ-ଟି-ଙ୍ଗ ହୋଇପାରୁ ନଥିବାର ସୂଚନା ମିଳିଛି । ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରଣାବତ ମଧ୍ୟ ଶାହରୁଖଙ୍କ ସହ କାମ କରିବା ପାଇଁ ଚାହୁଁ ନାହାନ୍ତି ।

ମୋଟ ଉପରେ କହିବାକୁ ଗଲେ ବଲିଉଡରେ ଶାହରୁଖ ଖାନଙ୍କ ବ୍ରାଣ୍ଡ ଭାଲ୍ଯୁ କମୁଥିବାର କୁହାଯାଇଛି । ଫିଲ୍ମ ଜିରୋରେ ମଧ୍ୟ କଙ୍ଗନା କାମ କରିବାକୁ ମନା କରିଦେଇଥିଲେ । ଏହା ସହ ଶାହରୁଖଙ୍କ ବିଜ୍ଞାପନକୁ ମଧ୍ୟ ଲୋକମାନେ ବହୁତ ମାତ୍ରାରେ ଟ୍ରୋଲ କରୁଛନ୍ତି । ଶାହରୁଖଙ୍କ ସହ ବଲିଉଡ ଅଭିନେତ୍ରୀ କରିସ୍ମା କପୁର ମଧ୍ୟ କାମ କରିବା ପାଇଁ ଚାହୁଁ ନାହାନ୍ତି ।

ଏବେ କୁହାଯାଉଛି ଠିକ ସମୟରେ ସୁ-ଟି-ଙ୍ଗ ସେଟରେ ପହଞ୍ଚି ପାରୁ ନାହାନ୍ତି କିଂ ଖାନ ଯାହା ଦ୍ଵାରା ସୁ-ଟି-ଙ୍ଗ-ର ଡେଟ ମଧ୍ୟ ଗଡି ଗଡି ଯାଉଛି । ସୂଚନା ଅନୁସାରେ ପୁଅକୁ ନେଇ ବେସ ଚିନ୍ତାରେ ଏବେ ଅଛନ୍ତି ଶାହରୁଖ ଖାନ । କେମିତି ଶାହରୁଖଙ୍କୁ ନେଇଥିବା ଫିଲ୍ମର ସୁ-ଟି-ଙ୍ଗ ଆରମ୍ଭ ହେବ ତାକୁ ନେଇ ଚିନ୍ତାରେ ଅଛନ୍ତି ଫିଲ୍ମ ମେକର । ଡ୍ର-ଗ ମା-ମ-ଲା ପାଇଁ କିଂ ଖାନଙ୍କ ଚିନ୍ତା ବଢିବାରେ ଲାଗିଛି ଓ ସେ ନିଜ କମ ଠିକ ଭାବରେ କରିପାରୁ ନାହାନ୍ତି ।

ତେବେ କେମିତି ଶାହରୁଖଙ୍କ ଫିଲ୍ମ ସୁ-ଟି-ଙ୍ଗ ହେବ ତାକୁ ନେଇ ଏକ ମିଟିଙ୍ଗ ରଖାଯାଇଥିବା ସୂଚନା ମଧ୍ୟ ମିଳିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ  ।

Leave a Reply

Your email address will not be published. Required fields are marked *