“ତମେ ଜଣେ ବାଳ ହୀରୋ” ଫ୍ୟାନ୍ସ ଙ୍କ ଏମିତି ଜବାବ ରେ କଣ କହିଲେ ଅଭିନେତା Papu Pam Pam, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ପପୁ ପମ ପମ । ସାରା ଓଡିଶା ବାସୀ ତାଙ୍କୁ ପପୁ ପମ ପମ ନାମରେ ଜାଣନ୍ତି । ପପୁ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି । ପପୁ ହେଉଛନ୍ତି ଜଣେ ହାସ୍ୟ ଅଭିନେତା ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରାୟ ସମସ୍ତ ଦିଗଜ ଅଭିନେତାଙ୍କ ସହ କାମ କରିଛନ୍ତି ।

ହାସ୍ୟ ଅଭିନେତା ଭାବରେ ପପୁଙ୍କ ଡି-ମା-ଣ୍ଡ ବହୁତ ଅଧିକ । ପପୁ ବେଳେବେଳେ ତାଙ୍କ ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟରେ ଲାଇଭ ଆସନ୍ତି ଓ ତାଙ୍କ ଫ୍ୟାନ ମାନଙ୍କ ସହ କଥା ହୁଅନ୍ତି । ଗତ କିଛି ଦିନ ହେବ ପପୁଙ୍କର ଏକ ଲାଇଭ ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ପପୁ ସେହି ଲାଇଭ ଭିଡିଓରେ ତାଙ୍କ ଫ୍ୟାନ୍ସ ମାନଙ୍କ ସହ କଥା ହେଉଥିବାର ନଜର ଆସୁଛନ୍ତି । ପ୍ରଥମେ ପପୁ ନିଜ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ କହିଥିଲେ । ପପୁଙ୍କର ବର୍ତ୍ତମାନ ଆଲ୍ପ ମାତ୍ରାରେ ସୁଗାର ଲେବୁଲ ବଢି ଯାଇଛି । ଗୋଟେ ଫିଲ୍ମ ପାଇଁ କେତେ କଣ ଟଙ୍କା ଖର୍ଚ୍ଚ ହୁଏ ତାହା ବିଷୟରେ ପପୁ ଚର୍ଚା କରିଥିଲେ । ସେହି ସମୟରେ ପପୁଙ୍କୁ ଜଣେ ବ୍ୟକ୍ତି ‘ବାଳ ହିରୋ’ କହିଥିଲେ ।

ଏହା ଦେଖି ପପୁ କହିଲେ-‘ ଏ ସବୁ କଣ ପାଇଁ । ମୁ ଏବେ ଯାଏଁ ହିରୋ ବୋଲି କହିଛି । ମୁ ଯେଉଁ ଜାଗାରେ ଅଛି ସେହି ଜାଗାରେ ଠିକ । ତମେ ତମ ପାଖରେ ବାଳ ରଖ ମୋ ଭାଇ, ଧନ୍ୟବାଦ । କିନ୍ତୁ ଯାହା ବି ହେଲା ତମେ ମୋତେ ଗୋଟେ ବିଚାରକୁ ନେଇଛ । ତମେ ମୋତେ ବାଳ କହିଛ ଅବଶ୍ୟ ହେଲେ ହିରୋ ବୋଲି ବି କହିଛ ସେଥିପାଇଁ ଧନ୍ୟବାଦ’ । ଏହି ପରି ଭାବରେ ପପୁ ଜ୍ଞାନ ଦାସଙ୍କ ମୁହଁ ଚୁପ କରିଦେଲେ ।

ବନ୍ଧୁଗଣ ସାଧାରଣତଃ ସେଲିବ୍ରେଟି ମାନଙ୍କୁ ଲୋକମାନେ ପସନ୍ଦ କରନ୍ତି ଓ ତାଙ୍କ ବିଷୟରେ ଭଲ ଖରାପ ମଧ୍ୟ କୁହନ୍ତି । ଯଦି ସେମାନେ ଲୋକଙ୍କ ଖରାପ କଥା ଉପରେ ଧ୍ୟାନ ଦେବେ ତା ହେଲେ ସେମାନଙ୍କ କାରିୟର ପଛରେ ରହିଯିବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତା ପପୁ ପମ ପମ କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *