ନିଜ ଜୀବନ ରେ କାହାକୁ ଫେରି ପାଇ Lipi ଆଜି ଏତେ ଖୁସି ? ରାତି ଅଧରେ ହଠାତ Live ଆସି କହିଲେ କିଛି ଏମିତି…ଦେଖନ୍ତୁ Video

ଓଲିଉଡ ଫିଲ୍ମ ଓ ସିରିଏଲ ଜଗତର ଅଭିନେତ୍ରୀ ଲିପି ଆଜିକାଲି ବହୁତ ଚର୍ଚାରେ ରହୁଛନ୍ତି । ସେ ନିଜର ୟୁଟ୍ୟୁବ ଓ ଅନ୍ୟ ସୋ-ସି-ଆ-ଲ ମି-ଡି-ଆ ମାଧ୍ୟମରେ ନିଜ ଫ୍ୟାନମାନଙ୍କ ସହ ଯୋଡି ହୋଇ ରହୁଛନ୍ତି । ଫ୍ୟାନମାନେ ବି ତାଙ୍କର ସମସ୍ତ ଭିଡିଓ ଓ ଫଟୋକୁ ପସନ୍ଦ ବି କରୁଛନ୍ତି । ସେ ପ୍ରାୟତଃ ନିଜର ଛୋଟ ଛୋଟ ଭିଡିଓ ପୋସ୍ଟ କରିଥାନ୍ତି । ଯାହାକୁ ଲକ୍ଷ ଲକ୍ଷ ଲୋକମାନେ ପସନ୍ଦ ବି କରିଥାନ୍ତି । ତେବେ ଆଜି ଆମେ ଓଲିଉଡ ଅଭିନେତ୍ରୀ ତଥା ଆଲବମ କୁଇନ ଲିପି ବିଷୟରେ ଆଲୋଚନା କରିବା ।

ଆପଣ ମାନେ ଲିପି ମହାପାତ୍ର ଙ୍କୁ ତ ନିଶ୍ଚୟ ଜାଣିଥିବେ ।ଗତକାଲି ଲିପି ବହୁତ ଖୁସି ଥିଲେ । ନବେ ଦଶକ ର ଆଲବମ କୁଇନ କହିଲେ ମଧ୍ୟ କିଛି ଖରାପ ହେବ ନାହିଁ । ତେବେ ସେ ଅନେକ ଆଲବମ ରେ ଅଭିନୟ କରି ନିଜର ଲୋକପ୍ରିୟତା ହାସଲ କରିବା ସହ ବର୍ତ୍ତମାନ ମଧ୍ୟ ଅନେକ ଧାରାବାହିକ ଗୁଡିକ ରେ ଅଭିନୟ କରି ଲୋକ ମାନଙ୍କ ହୃଦୟ ରେ ନିଜ ସ୍ଥାନ କୁ ବଜାୟ ରଖିଛନ୍ତି ।

ଏହି ଖୁସିର ପ୍ରଥମ କାରଣ ହେଉଛି ତାଙ୍କର ୟୁଟ୍ୟୁବ ଚ୍ୟାନେଲରେ ୧ ଲକ୍ଷ ସସ୍କ୍ରାଇବର ହୋଇ ଯାଇଛନ୍ତି । ଯାହା ବିଷୟରେ ସେ ନିଜର ଫ୍ୟାନମାନଙ୍କୁ କହିବା ସମୟରେ ବହୁତ ଖୁସି ନଜର ଆସୁଥିଲେ । ତାଙ୍କ ଘରକୁ ଅନ୍ୟ ଏକ ଖୁସି ଖବର ମଧ୍ୟ ଆସିଛି । ତାଙ୍କର ଏକ ଛୋଟ କୁକୁର ଥିଲା । ଯାହାର ନାଁ ରୋଡି ଓ ସେ ପୁଣି ଥରେ ଲିପିଙ୍କ ପାଖକୁ ଫେରି ଆସିଛି । ଯାହାକୁ ନେଇ ଲିପି ବହୁତ ଖୁସି ଅଛନ୍ତି ।  ତେବେ ସେହି କୁକୁର ଛୁଆ ଟି ର ନାମ ହେଉଛି ରୋଡି ।

https://www.youtube.com/watch?v=QS0KnZAcABw

ତେବେ ତାକୁ କେହି ପିଲା ଟି ଉଠେଇ ନେଇଯାଇଥିଲା ଏହା ପରେ ଲିପି ନିଜ ଆଖ ପାଖରେ ସମସ୍ତ ଙ୍କୁ ଖବର କରିଥିଲେ ଏବଂ ୟୁ-ଟି-ୟୁ-ବ ରେ ମଧ୍ୟ ଭିଡିଓ କରିଥିଲେ । ତେବେ ସେହି ଭିଡିଓ କୁ ଦେଖି ଜଣେ ମହିଳା ସେହି କୁକୁର ଛୁଆ କୁ ପାଇ ନିଜ ପାଖରେ ରଖିଥିଲେ ଏବଂ ପରେ ସେ ଲିପି ସହ ଯୋଗାଯୋଗ କରି ତାଙ୍କୁ ଫେରାଇ ଦେଇଥିଲେ । ତେବେ ସେଥିପାଇଁ ଲିପି ବହୁତ ଖୁସି ମଧ୍ୟ ହୋଇ ଯାଇଥିଲେ ।

ଲିପି କହିଲେ କି ମୁଁ ତାଙ୍କୁ ଫୋନ କରି ତାଙ୍କ ଘରକୁ ଯାଇ କୁକୁର ଛୁଆକୁ ଆଣିଥିଲି । ବର୍ତ୍ତମାନ ଅଭିନେତ୍ରୀ ଲିପି ରକ୍ତ ସମ୍ପର୍କ ନାମକ ଏକ ଓଡିଆ ସିରିଏଲରେ ନଜର ଆସୁଛନ୍ତି । ଯାହା ବିଷୟରେ ବି ସେ ଏହି ଭିଡିଓରେ କହିଲେ । ଲିପିଙ୍କ ପାଖରେ ଆଉ ଗୋଟିଏ ଧଳା କୁକୁର ବି ଅଛି ।

Leave a Reply

Your email address will not be published. Required fields are marked *