SRK ଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇ Bollywood ଷ୍ଟାରମାନେ ଦେଲେ ଏହି ସବୁ ଦାମୀ ଗିଫ୍ଟ, Salman Khan ଦେଲେ ସବୁଠୁ ମହଙ୍ଗା ଗିଫ୍ଟ ଯାହାର ଦାମ ଆପଣଙ୍କ ହୋସ ଉଡେଇ ଦେବ

ବନ୍ଧୁଗଣ ଅରିୟାନ ଖାନଙ୍କୁ ଜାମିନ ମିଳିବା ପରେ ବଲିଉଡର କିଙ୍ଗ ଖାନ ଦୁଇଟି ଖୁସିକୁ ସେଲିବ୍ରେଟ କରିଛନ୍ତି । ଗତ କାଲି ବଲିଉଡର ଦିଗଜ ଅଭିନେତା ଶାହରୁଖ ଖାନଙ୍କ ଜନ୍ମଦିନ ଥିଲା ଓ ଶାହରୁଖ ନିଜ ଜନ୍ମଦିନକୁ ବହୁତ ଧୁମଧାମର ସହ ପାଳନ କରିଥିଲେ । ଯଦି ଅରିୟାନ ଖାନଙ୍କୁ ଜାମିନ ମିଳି ନଥାନ୍ତା ତା ହେଲେ ବୋଧେ ଶାହରୁଖ ନିଜ ଜନ୍ମଦିନ ପାଳନ କରି ନଥାନ୍ତେ କିନ୍ତୁ ଅରିୟାନଙ୍କୁ ଜାମିନ ମିଳିବା ପରେ ଶାହରୁଖ ଏକା ସହ ଦୁଇଟି ଖୁସିକୁ ସେଲିବ୍ରେଟ କରିଛନ୍ତି ।

ଶାହରୁଖଙ୍କ ଜନ୍ମଦିନରେ ବଲିଉଡର ଅନେକ ଦିଗଜ ଅଭିନେତା ଯୋଗ ଦେଇଥିଲେ ଓ ଶାହରୁଖଙ୍କୁ କେତେକ ଏକ୍ସପେନସିବ ଗିଫ୍ଟ ମଧ୍ୟ ଦେଇଥିଲେ । ଆଜି ଆମେ ଆପଣ ମାନଙ୍କୁ ଶାହରୁଖଙ୍କ ଏକ୍ସପେନ୍ସିବ ଗିଫ୍ଟ ଗୁଡିକ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟାରେ ଜାଣିଲେ ଆପଣ ମାନେ ବି ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଗୌରି ଖାନ- ବନ୍ଧୁଗଣ ଅରିୟାନ ଖାନଙ୍କ ଜାମିନ ପରେ ଗୌରି ବହୁତ ଅଧିକ ଖୁସି ଅଛନ୍ତି । ଶାହରୁଖଙ୍କ ଜନ୍ମଦିନ ଅବସରରେ ସେ ଗୌରି ଖାନ ମନ୍ନତକୁ ବହୁତ ସୁନ୍ଦର ଭାବରେ ଡେକୋରେଟ କରିଥିଲେ । ବନ୍ଧୁଗଣ ଜନ୍ମଦିନ ପାଇଁ ଗୌରି ନିଜ ସ୍ଵାମୀ ଶାହରୁଖଙ୍କୁ ଏକ ପେଣ୍ଟିଙ୍ଗ ଗିଫ୍ଟ କରିଲେ ଯାହାର ଦାମ ହେଉଛି ୩୦ ଲକ୍ଷ ଟଙ୍କା ।


ସଲମାନ ଖାନ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ସଲମାନ ଖାନ । ସଲମାନ ଶାହରୁଖଙ୍କ ବହୁତ ଭଲ ବନ୍ଧୁ ଅଟନ୍ତି ଓ ଆରିୟାନ ଜେଲରେ ଥିବା ସମୟରେ ସଲମାନ ନିଜ ସାଙ୍ଗ ଶାହରୁଖଙ୍କୁ ବହୁତ ସପୋର୍ଟ କରିଥିଲେ । ଜନ୍ମ ଦିନ ଅବସରରେ ସଲମାନ ଶାହରୁଖଙ୍କୁ ଶୁଭକାମନା ଜଣାଇବା ସହ ଏକ ଟିସୋଟ ଘଣ୍ଟା ଗିଫ୍ଟ କରିଛନ୍ତି ଯାହାର ଦାମ ହେଉଛି ଏକ କୋଟି ଟଙ୍କା ।

ସୁହାନା ଖାନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ସୁହାନା ଖାନ । ସୁହାନା ଖାନ ହେଉଛନ୍ତି ଶାହରୁଖଙ୍କ ବଡ ଝିଅ ଓ ସେ ବର୍ତ୍ତମାନ ବିଦେଶରେ ରହି ପାଠ ପଢୁଛନ୍ତି । ନିଜ ବାପାଙ୍କ ଜନ୍ମଦିନରେ ଯୋଗ ନଦେଇପାରିଲେ ମଧ୍ୟ ସେ ନିଜ ବାପାଙ୍କୁ ଏକ ମହଙ୍ଗା ଗିଫ୍ଟ ଦେଇଛନ୍ତି । ସୁହାନା ନିଜ ବାପାଙ୍କୁ ଲଣ୍ଡନରୁ ଏକ ଶୁଦ୍ଧ ଲେଦର ଜାକେଟ ଗିଫ୍ଟ କରିଛନ୍ତି ଯାହାର ଦାମ ହେଉଛି ୬୦ ଲକ୍ଷ ।

ଦୀପିକା ପାଦୁକୋନ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ । ଦୀପିକା ଶାହରୁଖଙ୍କ ସହ ନିଜର ପ୍ରଥମ ଫିଲ୍ମରେ କାମ କରିଥିଲେ ସେବେଠାରୁ ଦୀପିକା ଓ ଶାହରୁଖ ବହୁତ ଭଲ ବନ୍ଧୁ ଅଟନ୍ତି । ଜନ୍ମଦିନରେ ଦୀପିକା ଶାହରୁଖଙ୍କୁ ଏକ ହୋମ ମେଡ କେକ୍ ଦେବା ସହ ଏକ ବିଏମଡବ୍ଲୁ ବାଇକ ମଧ୍ୟ ଗିଫ୍ଟ କରିଥିଲେ ଯାହାର ଦାମ ହେଉଛି ୧୯ ଲକ୍ଷ ଟଙ୍କା ।

Leave a Reply

Your email address will not be published. Required fields are marked *