ଫିଲ୍ମ ଦୁନିଆରୁ ଆସିଲା ଏକ ବଡ ଦୁଃଖଦ ଖବର, ‘ଏବେ ଯିବାର ସମୟ ଆସିଗଲା’ ଲେଖିବାର କିଛି ସମୟ ପରେ ଚାଲିଗଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଖବର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣଙ୍କ ଆଖି ମଧ୍ୟ ଭରିଯିବ । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । କେରଳର ଜଣେ ମଡେଲ ମାତ୍ର ୨୫ ବର୍ଷ ବୟସରେ ଏହି ଦୁନିଆ ଛାଡି ଚାଲି ଯାଇଛନ୍ତି । ଏହି ମଡେଲ ଜଣକଙ୍କ ନାମ ହେଉଛି ଏନ୍ସି କବୀର ।

୨୦୧୯ରେ ମିସ କେରଳ ସମ୍ମାନରେ ସମ୍ମାନିତ ହୋଇଥିଲେ ଏହି ମଡେଲ । ହେଲେ ବନ୍ଧୁଗଣ ମାତ୍ର ୨୫ ବର୍ଷ ବୟସରେ ସେ ଆମ ମାନଙ୍କୁ ଛାଡି ଚାଲି ଯାଇଛନ୍ତି । ଏହି ଖବର ବିଷୟରେ ଜାଣି ସମସ୍ତଙ୍କ ମନ ଦୁଃଖରେ ଭରିଯାଇଛି । ଏନ୍ସିଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ତାଙ୍କୁ ଏବେ ଝୁରୁ ଛନ୍ତି । ୪ ଜଣ ସାଙ୍ଗଙ୍କ ସହ କାରରେ ଯାଉଥିବା ବେଳେ ଏକ ଭୟଙ୍କର ଦୁ-ର୍ଘ-ଟ-ଣା-ରେ ସେ ପ୍ରା-ଣ ହରାଇ ଛନ୍ତି ।


ଗତ କିଛି ଦିନ ପୂର୍ବରୁ ସେ ଜଙ୍ଗଲରେ ବୁଲୁଥିବାର ଏକ ୪୦ ସେକେଣ୍ଡର ଭିଡିଓ ତାଙ୍କ ସୋ-ସି-ଆ-ଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଭିଡିଓରେ ସେ ଖୋଲା ଆକାଶକୁ ଚାହିଁ ବୋଧେ ସେହି ଆକାଶରେ ଉଡିବାର ସ୍ଵପ୍ନ ଦେଖୁଥିଲେ । ଏହି ଭିଡିଓ ଅପଲୋଡ କରି ସେ କ୍ୟାପ୍ସନରେ ଲେଖିଥିଲେ- ‘ଇଟ୍ସ ଟାଇମ ଟୁ ଗୋ’ । ବନ୍ଧୁଗଣ ଏହା ଥିଲା ତାଙ୍କର ଶେଷ ପୋଷ୍ଟ ।

ତାଙ୍କ କଥା ସତ ହୋଇଗଲା ଓ ସେ ସବୁଦିନ ପାଇଁ ସମସ୍ତଙ୍କୁ ଛାଡି ଚାଲିଗଲେ । ସ୍ଟେଜ ଉପରେ ନିଜ ସୁନ୍ଦରତାର ଜାଦୁ ଦେଖାଉ ଥିବା ଏହି ମଡେଲଙ୍କ ସହ ଏଭଳି ହୋଇଯିବ ବୋଲି କେହି ଭାବି ନଥିବେ । କୋଚିରେ ନଭେମ୍ବର ୩୦ ତାରିଖ ରାତି ୨ଟା ପାଖାପାଖି ତାଙ୍କ ଗାଡି ଦୁ-ର୍ଘ-ଟ-ଣା ଗ୍ରସ୍ତ ହୋଇଥିଲା । ଏନ୍ସି କବୀର ତାଙ୍କ ସାଙ୍ଗ ଅଞ୍ଜନା ସହାଜାହାଁଙ୍କ ସହ ଅନ୍ୟ ଦୁଇ ସାଙ୍ଗ ମଧ୍ୟ ସେହି କାରରେ ଥିଲେ ।

ସେହି ସମୟରେ ଜଣେ ବାଇକ ଚାଳକ ହଠାତ କାର ସାମ୍ନାକୁ ଆସିଯାଇଥିଲା । ସେହି ବାଇକ ଚାଳକକୁ ବଞ୍ଚାଇବାକୁ ଯାଇ ଏକ ଡିଭାଇଡ଼ରରେ ପି-ଟି ହୋଇଯାଇଥିଲା କାର । କାରର ଅବସ୍ତା ଦେଖି ଆପଣ ମାନେ ଜାଣିପାରୁଥିବେ କେତେ ବଡ ଦୁ-ର୍ଘ-ଟ-ଣା ଥିବ । ଏନ୍ସିଙ୍କ ସହ ତାଙ୍କ ସାଙ୍ଗ ଅଞ୍ଜନା ମଧ୍ୟ ପ୍ରା-ଣ ତ୍ୟାଗ କରିଲେ । ତେବେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *