Majadar Jokes- 1980 ର ଚଉଠି ରାତି ପୂର୍ବରୁ ଦୁଲହନକୁ ତା’ର ସାଙ୍ଗ କୁହେ, “ଚିଲେଇବୁନି..ସେ ଯାହା କରିବେ କରିବାକୁ ଦବୁ, 2021ର ଚଉଠି ରାତି ପୂର୍ବରୁ ଦୁଲହନକୁ ତା’ର ସାଙ୍ଗ କୁହେ…

ନମସ୍କାର ବନ୍ଧୁଗଣ ଆମ ଜୀଵନ ର ଏହି ବ୍ୟସ୍ତତା ରୁ କିଛି ସମୟ ନିଜକୁ ଦେବା ଆବଶ୍ୟକ।ସର୍ଵଦା ଚିନ୍ତା,ଚାପ ରେ ରହିବା ଦ୍ୱାରା ଜୀଵନ ବହୁତ ଖରାପ ହୋଇ ଯାଏ ତେଣୁ ସେଥିପାଇଁ ଆମେ ଠିକ ଭାବରେ କୌଣସି କାମ କରି ପାରି ନଥାଉ କିମ୍ବା ଠିକ ରେ ଶୋଇ ମଧ୍ୟ ପାରନ୍ତି ନାହିଁ। ଠିକ ରେ ନ ଶୋଇବା କାରଣ ରୁ ବହୁତ ରୋଗ ମଧ୍ୟ ହୋଇଥାଏ। ତେଣୁ ସେଥି ପାଇଁ ଜୀବନରେ କିଛି ରିଲାକ୍ସ ପାଇବା ଚାଲନ୍ତୁ କିଛି ମଜାଦାରିଆ ଜୋକ୍ସ ବିଷୟରେ ଜାଣିନେବା ଏବଂ ଜୀଵନ ରେ ଟିକେ ଖୁସି ଭରି ଦେବା।

୧-ମାଆ- ଏତେ ରାତିରେ କାହା ସହ ଗପୁଛୁ

ପୁଅ- କିଆରା ର ମାଆ ସହିତ

ମାଆ- ଏବେ ଏ କିଆରା କିଏ?

ପୁଅ- ତୋର ହେବାକୁ ଯାଉଥିବା ନାତୁଣୀ।

ରାତିରେ ମାଆ ପୁଅ ର ଇସ୍କ ର ଭୁ-ତ କୁ ପୁରା ବାହାର କରି ଦେଲେ।

୨- କୋଇଲି କାଉ କୁ ପଚାରିଲା

ତୁ ଏ ପର୍ଯ୍ୟନ୍ତ ବିବାହ କଣ ପାଇଁ କରି ନାହୁଁ

କାଉ କହିଲା ବାହା ନ ହୋଇ ଏତେ କା କା ଆଉ ବାହା ହେଲା ପରେ କେତେ କା କା ନ ହେବ।

୩- ନାସା ପପୁ ଏବଂ ଫେକୁ କୁ ଚାନ୍ଦ ପାଖକୁ ରକେଟ ରେ ପଠାଇ ଥିଲେ

ତେବେ ରକେଟ ଲଞ୍ଚ ହେଲା ଏବଂ ଉଡିଲା

ତେବେ ଅଧା ରାସ୍ତା ରୁ ଫେରି ଆସିଲା

ତେବେ କାରଣ ପଚାରିବାରୁ ପପୁ କହିଲା କି ଆଜି ଅମାବାସ୍ୟା ଚାନ୍ଦ ନଥିବ ସେଥିପାଇଁ ଫେରି ଆସିଲି

୪- ବାପା- ଝିଅ ତୁ ବଡ଼ ହୋଇ ଗଲୁଣୁ ତୋର ବିବାହ କରିଦେବା

ଝିଅ- ଆଜ୍ଞା ବାପା

ବାପା- ତେବେ ତୋତେ କେଉଁ ଭଳି ପୁଅ ଦରକାର

ଝିଅ- ଲାଜ କରି ଫିଙ୍କ କଲର ର

୫- ବାପା- ମୁଁ ଚାହୁଁଚି ତୁ ବଡ଼ ହୋଇ ଓକିଲ ହେବୁ

ପୁଅ- ଏମିତି କଣ ପାଇଁ?

ବାପା- କାରଣ ମୋ କଳା କୋଟ ତୋ କାମ ରେ ଆସିଯିବ

୬- ଜଣେ ବ୍ୟକ୍ତି ପାର୍ଲର ର ଅପେକ୍ଷା ରୁମ ରେ ବସି ଥିଲା।

ସେତେବେଳେ ଜଣେ ମହିଳା ଆସି ତାଙ୍କ କାନ୍ଧ କୁ ଧୀରେ ଧୀରେ ଆଉଁସି କହିଲା ଚାଲ ଯିବା

ତେବେ ବ୍ୟକ୍ତି ଜଣଙ୍କ ଡରିକି କହିଲା କି ମୁଁ ବିବାହିତ ଏବଂ ମୋ ସ୍ତ୍ରୀ ମଧ୍ୟ ଏହି ପାର୍ଲର ରେ ଅଛି

ତେବେ ମହିଳା ଜଣଙ୍କ କହିଲେ କି ଧ୍ୟାନ ରେ ଦେଖ ମୁଁ ହିଁ ତୁମ ସ୍ତ୍ରୀ

୭- ପୁଅ- ହାଲୋ କିଏ?

ଝିଅ- ହମ୍ ତେରେ ବିନ ଅଵ ରହ ନେହି ସକତେ ତେରେ ବିନା କ୍ୟା ବଜୁଦ ମେରା

ପୁଅ- ଖୁସି ହୋଇକି କିଏ ତୁମେ?

ଝିଅ- ତୁଝସେ ଜୁଦା ଅଗର ହୋ ଜାଏଂଗେ ତୋ ଖୁଦସେ ଭି ହୋ ଜାଏଂଗେ ଜୁଦା

ପୁଅ- ବହୁତ ଖୁସି ହୋଇ କାନ୍ଦି ପକାଇଲା

ଝିଅ- ଏହି ଗୀତ କୁ କଲର ଟ୍ୟୁନ ବନେଇବା ପାଇଁ ଆଠ ଦବାନ୍ତୁ

୮- ଜଣେ ମ-ଦୁ-ଆ ବା-ର ରେ ମ-ଦ ପି-ଇ ଜୋର ଜୋର ରେ ଚି-ଲେ-ଇ-ବା ଆରମ୍ଭ କରିଦେଲା

ଏବଂ କହିଲା କି ଏହି ବାର ରେ ବସିଥିବା ସବୁ ବ୍ୟକ୍ତି ବଡ଼ ବଡ଼ କ-ମି-ନା

ତେବେ ଜଣେ ପହିଲମାନ ଆସି ତାକୁ ଧ-ରି କହିଲା ନିଜ ଶବ୍ଦ ଫେରେଇ ନେ

ତେବେ ମ-ଦୁ-ଆ କହିଲା ଠିକ ଅଛି ଏହି ବାର ରେ ବସିଥିବା ଅଧା ଲୋକ କ-ମି-ନା ନୁହେଁ !!

୯- ସ୍ୱାମୀ- ନିଜ ସ୍ତ୍ରୀ କୁ ଫୋନ ରେ ତୁମେ ବହୁତ ଭଲ

ସ୍ତ୍ରୀ- ଥ୍ୟଙ୍କ ୟୁ ।

ସ୍ୱାମୀ- ତୁମେ ପୁରା ରାଜକୁମାରି ଭଳି ସୁନ୍ଦର।

ସ୍ତ୍ରୀ- ଥ୍ୟଙ୍କ ୟୁ ସୋ ମଚ। ଆଉ କଣ କରୁଛ।

ସ୍ୱାମୀ- କିଛି ନାହିଁ ଅଫିସ ରେ କିଛି କାମ ନଥଲା ସେଥିପାଇଁ ଭାବିଲି କି ତୁମ ସହ ଟିକେ ମଜାକ କରିନେବା ।

୧୦- ମାଲିକ ନିଜ ଚାକିରୀ କୁ ଏହି ମଶା କୁ ମା-ରି ଦିଅ ବହୁତ ହୋଇ ଗଲେଣି ।

ଚାକର ଆଳସ୍ୟ ରେ କିଛି କରିଲା ନାହିଁ।

ମାଲିକ ଆରେ ତୁ ମଶା ମା-ରି-ଲୁ ତଥାପି ଏମିତି ଗୁଣ ଗୁଣ ହେଉଛନ୍ତି ।

ଚାକର ଆରେ ମଶା କୁ ତ କେତେବେଳୁ ମା-ରି ସାରିଲେଣି ଏ ତ ତାଙ୍କ ବି-ଧ-ବା ମାନେ କାନ୍ଦୁଛନ୍ତି

୧୧. 1980

ଚଉଠି ରାତି ପୂର୍ବରୁ ବୋହୁ କୁ ତା’ର ସାଙ୍ଗ କୁହେ

ଚି-ଲ୍ଲେ-ଇବୁ ନାହିଁ….ସିଏ ଯାହା କରିବାକୁ ଚାହିଁବ ତା’କୁ କରିବାକୁ ଦେବୁ

2020

ଚଉଠି ରାତି ପୂର୍ବରୁ ବୋହୁ କୁ ତା’ର ସାଙ୍ଗ କୁହେ

ଜୋର-ଜୋର ରେ ଚି-ଲ୍ଲେ-ଇ-ବୁ….ଯେମିତି କି ତାକୁ ଲାଗିବ ସେ ହିଁ ଓପେନିଂ ବ୍ଯାଟ୍ସମ୍ୟାନ ଅଟେ

Leave a Reply

Your email address will not be published. Required fields are marked *