ପରିବାର ସହ Rajeswari ଙ୍କ ଶେଷ କିଛି ସମୟ ଦେଖିଲେ ଆଖିରୁ ଝରିବ ଲୁହ, ଶେଷ ଥର ପାଇଁ ଏମିତି ପାଳିଥିଲେ ନିଜ ପୁଅର ଜନ୍ମଦିନ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଟେଲିଭିଜନ ଜଗତର ଅଭିନେତ୍ରୀ ରାଜେଶ୍ଵରୀ ଆଉ ଏହି ଦୁନିଆରେ ନାହାଁନ୍ତି । ତେବେ ୨୦୧୮ ମସିହାରୁ ରାଜେଶ୍ଵରୀ କ୍ୟାନ୍ସର ଏବଂ ବ୍ରେନ ଟ୍ୟୁମରରେ ପୀଡିତ ଥିଲେ । ଏହା ସତ୍ବେ ମଧ୍ୟ ସେ ନିଜର ସାହସ ହାରିନଥିଲେ । ସେ ବହୁତ ଦୃଢ ବିଶ୍ଵାସୀ ଥିଲେ । କିନ୍ତୁ ତାଙ୍କୁ କ୍ୟାନ୍ସର ହୋଇଛି ବୋଲି ପରିବାର ତଥା ତାଙ୍କ ସ୍ଵାମୀ ସଂପୂର୍ଣ୍ଣ ଭାବରେ ଭାଙ୍ଗିପଡିଥିଲେ । ଏହି ଖବର ସେମାନଙ୍କୁ ମର୍ମହାତ କରିପକାଇଥିଲା ।

ତେବେ ମାଟ୍ରିମୋନି ଜରିଆରେ ଏକ ଉତ୍ତମ ଜୀବନସାଥୀ ସହିତ ଏକ ଉତ୍ତମ ପରିବାର ମଧ୍ୟ ପାଇଥିଲେ । ରାଜେଶ୍ଵରୀ ଅଭିନେତ୍ରୀ ଅଛନ୍ତି ଜାଣି ମଧ୍ୟ ତାଙ୍କ ପରିବାର ଲୋକେ ତାଙ୍କୁ ବହୁତ ଷପୋର୍ଟ କରନ୍ତି । ଏବଂ ରାଜେଶ୍ଵରୀ ଏକ ସାକ୍ଷାତଗାରରେ କହିଥିଲେ ଯେ ମୋ ସ୍ଵାମୀ ମୋ ପାଇଁ ଜଗନ୍ନାଥ ମହାପ୍ରଭୁଙ୍କ ତରଫରୁ ଏକ ଓସ୍କାର ପୁରସ୍କାର ।

ସେ ପ୍ରତିଟି କ୍ଷେତ୍ରରେ ରାଜେଶ୍ଵରୀ କୁ ଷପୋର୍ଟ କରି ଆସୁଥିଲେ । ତାଙ୍କ ଦେହାନ୍ତର କିଛି ଦିନ ପୂର୍ବରୁ ସେ ନିଜ ସ୍ଵାମୀଙ୍କ ସହିତ ବାହାରକୁ ବୁଲିବାକୁ ଯାଇଥିଲେ ଏବଂ ନିଜ ପୁଅ ତଥା ପରିବାରଙ୍କ ସହିତ ବହୁତ ହସଖୁସିରେ କିଛି ବିଶେଷ ଫଟୋ ମଧ୍ୟ ଉଠାଇଥିଲେ । ରାଜେଶ୍ଵରୀ ଜଣେ ସାହସୀ ମହିଳା ଥିଲେ ।

ନିଜ ଶରୀର ଅସୁସ୍ଥ ହେଲେ ସେ ପରିବାର ଲୋକେ ଡାକ୍ତରଙ୍କ ପାଖରେ ପହଞ୍ଚିବା ପୂର୍ବରୁ ନିଜେ ପ୍ରଥମେ ଯାଇ ସେଠାରେ ପହଞ୍ଚିଯାଉଥିଲେ । ଭୁବନେଶ୍ବରର ସମ ହସ୍ପିଟାଲରେ ରାଜେଶ୍ଵରୀ ଚିକିତ୍ସିତ ହେଉଥିଲେ । ମାତ୍ର କୌଣସି କାରଣରୁ ବାଲେଶ୍ବରରେ ଅବସ୍ଥିତ ଥିବା ନିଜ ବାପ ଘରକୁ ବୁଲିବା ନିମନ୍ତେ ଯାଇଥିଲେ ।

ମାତ୍ର ସେଠାରେ ଅଚାନକ ମୁଣ୍ଡ ବିନ୍ଧିବାକୁ ଆରମ୍ଭ ହେଲା । ଏବଂ ସେଠାକାର ଡାକ୍ତର ଖାନାକୁ ପରିବାର ଲୋକେ ବିଳମ୍ବ ନ କରି ନେଇଗଲେ । ଏବଂ ସେଠାରେ ସ୍ଥିତି ଆୟାତକୁ ଆଣିବା ନିମନ୍ତେ ଏନଏସ ଦିଆଯାଇଥିଲା । କିଛି ସମୟ ପରେ ସେଠାରେ ରାଜେଶ୍ଵରୀ ଶୋଇ ପଡିଥିଲେ ।

ମାତ୍ର ଅଧିକ ସମୟ ହେବାରୁ ତାଙ୍କୁ ଭୁବନେଶ୍ଵର ସମ ହସ୍ପିଟାଲକୁ ନେଇ ଆସିଥିଲେ ତାଙ୍କ ସ୍ଵାମୀ ଏବଂ ସେଠାରେ ଡାକ୍ତର ଦେଖି ତାଙ୍କୁ ମୃ-ତ ଘୋଷଣା କରିଥିଲେ । ମାତ୍ର ବାଲେଶ୍ବରରୁ ଭୁବନେଶ୍ବର ଆଣିବା ବିଳମ୍ବ ହେବାରୁ ବୋଧ ହୁଏ ରାଜେଶ୍ଵରୀ ସବୁଦିନ ଲାଗି ଆର ପାରିକୁ ଚାଲିଗଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *