ବୋଲ୍ଡ ସୀନ କରିବା ସମୟରେ ନିଜ ଉପରେ କଣ୍ଟ୍ରୋଲ ହରାଇ ବସିଲେ Bollywood ର ଏହି 5 ଜଣ Hero, ଡ଼ିରେକ୍ଟର ବାରମ୍ବାର କଟ କହିବା ପରେ ମଧ୍ୟ ଶୁଣିଲେ ନାହିଁ

ବନ୍ଧୁଗଣ ବର୍ତ୍ତମାନ ବଲିଉଡରେ ଏମିତି ସବୁ ଫିଲ୍ମ ଆସୁଛି ଯାହା ଭରପୁର ଇଣ୍ଟିମେଣ୍ଟ ସିନ ସହ ନଜର ଆସୁଛି । ବର୍ତ୍ତମାନ ପ୍ରାୟ ସମସ୍ତ ଫିଲ୍ମରେ କିସିଙ୍ଗ ସିନ ହେବା ବହୁତ ସାମାନ୍ୟ କଥା ହୋଇସାରିଛି । ଏହି ସବୁ ସିନ ପୂର୍ବରୁ ୮୦ ଓ ୯୦ ଦଶକରେ ମଧ୍ୟ ହେଉଥିଲା । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ବଲିଉଡ ଷ୍ଟାର ମାନଙ୍କ ବିଷୟରେ କହିବୁ ଯେଉଁମାନେ ନିଜ ଇଣ୍ଟିମେଣ୍ଟ ସିନର ଶୁଟିଙ୍ଗ କରୁଥିବା ସମୟରେ ନିଜ ଉପରେ ନିୟନ୍ତ୍ରଣ ରଖିପାରି ନଥିଲେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଷ୍ଟାର ମାନଙ୍କ ବିଷୟରେ ।

ରଣବିର କପୁର

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଲୋକପ୍ରିୟ ଅଭିନେତା ରଣବିର କପୁରଙ୍କୁ ନିଶ୍ଚୟ ଜାଣିଥିବେ । ରଣବିର କପୁର ବଲିଉଡକୁ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ରଣବିର ନିଜର ପ୍ରାୟ ବହୁତ ଫିଲ୍ମରେ ଇଣ୍ଟିମେଣ୍ଟ ସିନ ଦେଇଛନ୍ତି । ହେଲେ ‘ୟେ ଯବାନୀ ହେ ଦିବାନି’ ଫିଲ୍ମରେ ରଣବିର ଏଭଲିନ ଶର୍ମାଙ୍କ ସହ ଏକ ଇଣ୍ଟିମେଣ୍ଟ ସିନ କରୁଥିବା ସମୟରେ ନିଜକୁ ନିୟନ୍ତ୍ରଣ କରିପାରି ନଥିଲେ । ଏହି ସିନ କରୁଥିବା ସମୟରେ ଡାଇରେକ୍ଟର କଟ କହିବା ପରେ ମଧ୍ୟ ରଣବିର ଶୁଣି ପାରି ନଥିଲେ ।

ରଞ୍ଜିତ

ରଞ୍ଜିତ ଓ ମାଧୁରୀ ଏକ ଫିଲ୍ମରେ ଅଭିନୟ କରିଥିଲେ । ସେହି ଫିଲ୍ମରେ ରଞ୍ଜିତଙ୍କୁ ଏକ ସର୍ଟରେ ମାଧୁରୀଙ୍କ ସହ ଜବରଦସ୍ତି କରିବାର ଥିଲା, ହେଲେ ସେହି ସିନ କରିବା ସମୟରେ ରଞ୍ଜିତ ନିଜକୁ ନିୟନ୍ତ୍ରଣ କରିପାରି ନଥିଲେ । ସେହି ସମୟରେ ମାଧୁରୀ ରଞ୍ଜିତଙ୍କୁ ରୋକିଥିଲେ ହେଲେ ରଞ୍ଜିତ ନିଜ ଉପରେ ନିୟନ୍ତ୍ରଣ କରିପାରି ନଥିଲେ । ଡାଇରେକ୍ଟର ବାରମ୍ବାର କଟ୍ କହିବା ପରେ ରଞ୍ଜିତ ହୋସକୁ ଆସିଥିଲେ । ଏହା ପରେ ତାଙ୍କୁ ଅନୁଭବ ହୋଇଥିଲା ଯେ, ସେ କେତେ ବଡ ଭୁଲ କରିଛନ୍ତି ।

ବିନୋଦ ଖନା

ମାଧୁରୀଙ୍କ ସହ ଏହା ଦ୍ଵିତୀୟ ଥର ମଧ୍ୟ ହୋଇଥିଲା ଯେତେବେଳେ ମାଧୁରୀ ବିନୋଦ ଖନାଙ୍କ ସହ ଫିଲ୍ମ ‘ଦୟାବାନ’ରେ ଅଭିନୟ କରିଥିଲେ । ଏହି ଫିଲ୍ମରେ ଉଭୟ ସାୱାର ଓ ବେଡର ଇଣ୍ଟିମେଣ୍ଟ ସିନ ଥିଲା । ଏହି ଦୁଇଟି ସିନର ଶୁଟିଙ୍ଗ କରିବା ସମୟରେ ବିନୋଧ ନିଜ ଉପରେ ନିୟନ୍ତ୍ରଣ କରିପାରି ନଥିଲେ । ଏଥିପାଇଁ ମାଧୁରୀ ଅନେକ ଥର ବଦନାମ ହୋଇଥିଲେ ।

ଡିମ୍ପଲ କପାଡିଆ

ବିନୋଧ କେବଳ ମାଧୁରୀ ନୁହେଁ ଡିମ୍ପଲଙ୍କ ସହ ମଧ୍ୟ ଏହି ବ୍ୟବହାର କରିଛନ୍ତି । ଫିଲ୍ମ ‘ପ୍ରେମ ଧରମ’ରେ ବିନୋଦଙ୍କୁ ପ୍ରଥମେ ଡିମ୍ପଲଙ୍କୁ ହଗ୍ କରିବାର ଥିଲା ଓ ଏହା ପରେ କିସ କରିବାର ଥିଲା ହେଲେ ଏହି ସିନ କରିବା ସମୟରେ ବିନୋଦ ନିଶାରେ ଥିଲେ । ଡାଇରେକ୍ଟର ମହେଶ ଭଟ୍ଟ ବାରମ୍ବାର କଟ କହିଲା ପରେ ମଧ୍ୟ ବିନୋଦ ନିଜ ଉପରେ ନିୟନ୍ତ୍ରଣ ରଖିପାରି ନଥିଲେ ।

ସିଦ୍ଧାର୍ଥ ମଲ୍ହୋତ୍ରା

ସିଦ୍ଧାର୍ଥ ଓ ଜ୍ୟାକଲିନଙ୍କର ଫିଲ୍ମ ଜେଣ୍ଟଲମ୍ୟାନ’ର ଶୁଟିଙ୍ଗ କରିବା ସମୟରେ ଏକ ସିନ ଥିଲା ଯେଉଁଠି ଏହି ଦୁଇଜଣଙ୍କୁ ପରସ୍ପରକୁ କିସ କରିବାର ଥିଲା । ହେଲେ ଏହି ସିନ କରିବା ସମୟରେ ଏମାନେ ଏତେ ବୁଡି ରହିଗଲେ ଯେ ଡାଇରେକ୍ଟରର କଟ ର ଆବାଜ ମଧ୍ୟ ଶୁଣିପାରି ନଥିଲେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *