ସେଦିନ ରାତିର ଅନେକ ଗୁମର ଖୋଲିଦେଲେ DFO ଙ୍କ ମାଳୀ ଓ ଜଗୁଆଳି, ଦେଲେ ଏହି ଚାଞ୍ଚଲ୍ୟକର ତଥ୍ୟ, ଜାଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ବନ୍ଧୁଗଣ, ପାରଲାଖମୁଣ୍ଡି ର ACF ସୌମ୍ୟରଞ୍ଜନଙ୍କ ମୃ-ତ୍ୟୁ ର ଗୁମର ଖୋଲିବାକୁ ବର୍ତ୍ତମାନ ୧ ମାସରୁ ଅଧିକ ସମୟ ହୋଇଗଲାଣି । ମାତ୍ର ବର୍ତ୍ତମାନ ପୋଲିସ ହାତରେ ଲାଗିଛି ଏଭଳି କିଛି ତତ୍ଵ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏହି ଘଟଣା ଘଟିବା ଦିନ DOF ଙ୍କ କାର୍ଜ୍ୟାଳୟରେ ଥିଲେ ଗଜପତି ଜିଲ୍ଲାପାଳ । ବହୁ ଚର୍ଚ୍ଚିତ ACF ସୌମ୍ୟ ଙ୍କ ମୃ-ତ୍ୟୁ ମାମଲାରେ ଲାଗି ପଡିଛି କ୍ରା-ଇ-ମ-ବ୍ରାଞ୍ଚ । ସଂପୂର୍ଣ୍ଣ ମାମଲାକୁ ହାତରେ ନେବାର ଆଜି ୪ ର୍ଥ ଦିନ ହୋଇଥିଲେ ମଧ୍ୟ ଏ ମଧ୍ୟରେ ୨ ଜଣ ACF, ୩ ଜଣ ଫରେଷ୍ଟ ଗାର୍ଡ, ସୌମ୍ୟଙ୍କ ରୋଷେୟା, DOF ଙ୍କ ମାଳୀ ଓ ଜଗୁଆଳି ଆଦି ଙ୍କୁ ଜେ-ରା କରି ସାରିଲେଣି କ୍ରା-ଇ-ମ-ବ୍ରାଞ୍ଚ ।

ମାତ୍ର ସୌମ୍ୟଙ୍କ ରହସ୍ୟ ଜଣକ ମୃ-ତ୍ୟୁ ମାମଲାର ତ-ଦ-ନ୍ତ ଯେତିକି ଆଗକୁ ଯାଉଅଛି ସେତିକି ନୂଆ ନୂଆ ଚରିତ୍ର ଏବଂ ତଥ୍ୟ ସାମ୍ନା କୁ ଆସୁଅଛି । ସୂଚନା ଯୋଗ୍ୟ ଯେ, କ୍ରା-ଇ-ମ ବ୍ରାଞ୍ଚ ତଦନ୍ତ ର ଜେ-ରା ରେ ୨ ୟ ଦିନରେ DOF ଙ୍କ ଜଗୁଆଳୀ ସନ୍ତୋଷ ବିଶ୍ଵାଳ ଦେଇଛନ୍ତି ଚାଞ୍ଚଲ୍ୟକର ତଥ୍ୟ । ଘଟଣା ଦିନ ଗଜପତି ଜିଲ୍ଲାପାଳ DOF ଙ୍କ କାର୍ଯ୍ୟଳୟ ରେ ଉପସ୍ଥିତ ଥିଲେ ବୋଲି କହିଛନ୍ତି ଜଗୁଆଳୀ । ସନ୍ତୋଷ ଙ୍କ କହିବା ଅନୁଯାୟୀ ଜିଲ୍ଲାପାଳ ଆସିବା ପରେ ସେ ନିଜେ ଗେଟ ଖୋଲିଥିଲେ । ଏବଂ ଏହାପରେ ଘଟଣା ଘଟାଇଥିଲା ବୋଲି ସେ କହିଛନ୍ତି ।

ଏଭଳି କି ସୌମ୍ୟ ଙ୍କୁ ହସ୍ପିଟାଲ ନେବା ସମୟରେ ଜିଲ୍ଲାପାଳ ଉପସ୍ଥିତ ଥିଲେ ବୋଲି କହିଛନ୍ତି DOF ଙ୍କ ଜଗୁଆଳୀ ସନ୍ତୋଷ ବିଶ୍ଵାଳ । ଜିଲ୍ଲାପାଳ କୁ ପଚରା ଉଚରା କରାଯିବ କି ନା ? ଏହି ବାବଦରେ କ୍ରାଇମବ୍ରାଞ୍ଚ DSP ଜ୍ଞାନରଞ୍ଜନ ବିଶ୍ଵାଳ କହିଛନ୍ତି ଯେ, ତାହା ସମୟ କହିବ । ସେ କହିଛନ୍ତି ଆବଶ୍ୟକତା ଅନୁଯାୟୀ ସେ ନେଇ ବିଚାର କରାଯିବ ବୋଲି କହିଛନ୍ତି । DSP ଜ୍ଞାନରଞ୍ଜନ ବିଶ୍ଵାଳ କହିଲେ ଯାହା ଇନ୍ଭେଷ୍ଟିକେଶନ ହେବା କଥା ସେ ସବୁ ହେଉଛି । ସେଦିନ ରାତିର ଘଟଣା ପଛର କଥା ହିଁ ପଚରା ହେଉଅଛି DOF ଙ୍କ ଜଗୁଆଳୀ କୁ ।

ତେବେ ଜଗୁଆଳୀ ଙ୍କ ସହିତ ମାଳୀ ଙ୍କୁ ମଧ୍ୟ ଜେ-ରା କରିଥିଲା କ୍ରା-ଇ-ମ-ବ୍ରାଞ୍ଚ । ସମୁଦାୟ ୬୦ ରୁ ୭୦ ପ୍ରଶ୍ନ ପଚାରିଥିଲେ ବୋଲି ସୂଚନା ମିଳିଅଛି । ଆଗକୁ ଦରକାର ପଡିଲେ ଜିଲ୍ଲାପାଳ କୁ ମଧ୍ୟ ଜେ-ରା କରାଯିବ ବୋଲି କହିଛନ୍ତି କ୍ରା-ଇ-ମ-ବ୍ରାଞ୍ଚ । ମାତ୍ର ନ୍ୟାୟ ଅପେକ୍ଷାରେ ବର୍ତ୍ତମାନ ସୌମ୍ୟ ଙ୍କ ପରିବାର । ଦେଖାଯାଉ ସୌମ୍ୟଙ୍କୁ କେବେ ନ୍ୟାୟ ମିଳୁଛି । ବନ୍ଧୁଗଣ ଏହି ପ୍ରସଙ୍ଗ ରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *